Jan 18, 2025, 11:49 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କଂକ୍ରିଟ ଗଦାରେ ପରିଣତ ହେଲା ବୈକୁଣ୍ଠ ଆଶ୍ରମ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ବୈକୁଣ୍ଠ ଧାମକୁ ନେଇ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଜାଣିପାରିବେ । ଏବେ ବୈକୁଣ୍ଠ ଧାମ ଆଶ୍ରମକୁ ପ୍ରଶାସନ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସିଛି । ପ୍ରଶାସନ ଏହି ଏହି ଆଶ୍ରମ ଭାଙ୍ଗି ମାଟିରେ ମିଶାଇ ଦେଇଛି । ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ବୈକୁଣ୍ଠ ଧାମ କଂକ୍ରିଟରେ ପରିଣତ ହୋଇଛି ।
Gg
ଯେଉଁ ସ୍ଥାନକୁ ଲୋକଙ୍କ ବା ଭକ୍ତଙ୍କ ସୁଅ ଛୁଟୁଥିଲା ସେହି ସ୍ଥାନରେ ଆଜି କିଛି ନାହିଁ । ସବୁକିଛି ଭଙ୍ଗା ଯାଇଛି । ଯେଉଁ ସ୍ଥାନରେ ଜନ ଗହଳି ଥିଲା ସେହି ସ୍ଥାନରେ ଏବେ ଭଙ୍ଗା କଂକ୍ରିଟ ଦେଖାଯାଇଛି । ବୈକୁଣ୍ଠ ଧାମର ମୁଖ୍ୟ କାଶୀନାଥ ମିଶ୍ର ନିଜ ପୁଅକୁ କଳକୀ ସଜାଇ ତାର ପାଦରେ ତୁଳସୀ ପତ୍ର ଥୋଇ ପୂଜା କରୁଥିଲା । ଏହି ବିଷୟରେ ତ ନିକଟରେ ଅନେକ ଖବର ଆସିଥିବାର ଆପଣମାନେ ଦେଖିଥିବେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି କି ସେହି ସ୍ଥାନରେ ପ୍ରଶାସନ ସବୁ କିଛି ନଷ୍ଟ କରିଦେଇଛି । 
Hh
ଏଠାକୁ ଦିନେ ଭକ୍ତମାନଙ୍କ ସୁଅ ଛୁଟୁଥିବା ବେଳେ ଆଜି ଏହା ଭଙ୍ଗା ଯାଇଛି । ଏହି କଳକୀ ବାବାଙ୍କୁ ନେଇ ପ୍ରଶାସନ ତାର କାର୍ଯ୍ୟ କରିଥିଲା । ଏହି ଘଟଣା ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ଦିନ ୧୨ଟା ସମୟରୁ ଏହି ବୈକୁଣ୍ଠ ଧାମ ଭଙ୍ଗା ଗଲା । ଆଉ ଏହାକୁ ବିରୋଧ କରିଥିଲେ ଅନେକ ଭକ୍ତ । ସରକାର ଏବେ ଏହାକୁ ଭାଙ୍ଗି ଦେଇଛନ୍ତି । ଏହା ସରକାରଙ୍କ ଜମି । ଏହା ଭିତରକୁ କେହି ଅନାଧିକାର ପ୍ରବେଶ କରିପାରିବେ ନାହିଁ । ଆଉ ଏହା ଦଣ୍ଡନୀୟ ବୋଲି ସୂଚନା ଦେଇଛନ୍ତି ସରକାର ।
BDA ଏହାକୁ ଭାଙ୍ଗି ଦେଇଛି । ଏହି ବୈକୁଣ୍ଠ ଧାମରେ ବାବା କାଶୀନାଥଙ୍କ କଳା ସାମ୍ରାଜ୍ୟ ଲୁଚି ରହିଥିଲା । ଆଉ ସେଠାରେ ଅନୈତିକ କାର୍ଯ୍ୟକଳାପ ମଧ୍ଯ ହେଉଥିଲା । ଏହି ବୈକୁଣ୍ଠ ଧାମ ସରକାର ସ୍ଥାନରେ ତିଆରି ହୋଇଥିଲା ଆଉ ସେଠାକୁ ବେଆଇନ ଭାବରେ ପାଣି ଆଉ ବିଦ୍ୟୁତ୍ ଅଣା ଯାଇଥିଲା । ଏବେ ଏହାକୁ ଭଙ୍ଗା ଯାଇଛି ବୋଲି ଆପଣମାନେ ଦେଖିଲେ । ସେହି କାଶୀନାଥ ବାବା ଏବଂ ତାଙ୍କ ପୁଅ ଅନନ୍ତ ଏବେ କେଉଁଠି ତାଙ୍କୁ ଏବେ ଖୋଜା ଚାଲିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement