Feb 21, 2025, 07:56 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯୁବକ କହିଲେ ଏମିତି ମୁଁ ୪ଟା ଛୁଆର ବାପା ହେଲି ବୋଲି କଣ ବାହା ହେଇପାରିବିନି

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜ ସ୍ତ୍ରୀ ଆଉ ଛୁଆ ଥାଉ ଥାଉ ପର ସ୍ତ୍ରୀ ପଛରେ ପଡ଼ୁଛନ୍ତି । ଆଉ କିଛି ସ୍ତ୍ରୀ ଏଭଳି ଅଛନ୍ତି ଯେଉଁମାନେ ନିଜ ସ୍ଵାମୀ ଆଉ ଛୁଆ ଥାଉ ଥାଉ ପର ପୁରୁଷ ପ୍ରେମରେ ପଡ଼ୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ । 
Juh
ଚାରୋଟି ଛୁଆର ବାପା ଗୋଟିଏ ଛୁଆର ମାଆକୁ ପ୍ରେମ କରିଛି । ଘରେ ଚାରି ଚାରି ଜଣ ଛୁଆ ଅଛନ୍ତି ଆଉ ସ୍ତ୍ରୀ ମଧ୍ୟ ରହିଛି କିନ୍ତୁ ଏହି ଯୁବକ ଜଣକ ପର ସ୍ତ୍ରୀ ପ୍ରେମରେ ପଡ଼ି ତାକୁ ବିବାହ କରିବାକୁ ଚାହୁଁଛି । ଏହି ବ୍ୟକ୍ତି ଜଣଙ୍କୁ ବାହା ହେବାକୁ ଯାଉଥିବା ଯୁବତୀ ଜଣଙ୍କର ସ୍ବାମୀ ଆଉ ଗୋଟିଏ ଛୁଆ ମଧ୍ଯ ଅଛନ୍ତି । ଆଜିକାଲି କି ଯୁଗ ହେଲା ଏଭଳି ଲୋକ ସବୁ ଦୁନିଆରେ ରହି ଆମ ସମାଜକୁ ନଷ୍ଟ କରୁଛନ୍ତି । ଏହି ଯୁବକ ଆଉ ଯୁବତୀ କୋର୍ଟ ବିବାହ କରିବାକୁ ଆଗେଇ ଆସିଛନ୍ତି । ଥରେ ଥରେ ବିବାହ ବନ୍ଧନରେ ବାନ୍ଧି ହୋଇ ପିଲାଛୁଆ ସଂସାର କରି ମଧ୍ୟ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି ।
Gg
ଏହି ଯୁବତୀ ଜଣଙ୍କର ସ୍ଵାମୀ ଆଉ ଗୋଟିଏ ଛୁଆ ଥାଇ ମଧ୍ୟ ସେ ଏହି ଚାରିଟା ଛୁଆର ବାପାକୁ ବିବାହ କରିବାକୁ ଆସିଛି । ସେମାନେ କୋର୍ଟ ବିବାହ କରିବା ପାଇଁ ବାରିପଦା ସବ ଅଫିସରେ ପହଞ୍ଚି ଯାଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟରୁ ଏହି ବ୍ୟକ୍ତି ଜଣକ ରାଜମିସ୍ତ୍ରୀ କାମ କରିବାକୁ ଆସିଥିଲେ । କିନ୍ତୁ ସେ ଓଡ଼ିଶା ଆସି ପ୍ରେମ କରି ବସିଥିଲେ । ପଶ୍ଚିମବଙ୍ଗ ରାଜ୍ୟର ମୂର୍ଦାବାସ ଅଞ୍ଚଳର ଯୁବକ ଆଜାଦ ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରି ବସିଥିଲେ । ଏହି ଯୁବତୀ ଜଣଙ୍କୁ ବ୍ୟକ୍ତି ଜଣକ ପ୍ରେମ ଜାଲରେ ଫସାଇ ଦେଇଥିଲେ । 
ଆଉ ଏହି ବ୍ୟକ୍ତି ଜଣକ କୋର୍ଟ ବିବାହ କରିବାକୁ ଯାଉଥିବା ବେଳେ ହଟହଟା ହୋଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ମୟୂରଭଞ୍ଜ ଜିଲ୍ଲାର ଏକ ସ୍ଥାନରେ ଏଭଳି ଘଟଣା ଘଟିଛି । ସେହି ସ୍ଥାନରେ ବଜରଙ୍ଗୀ ଦଳ ପହଞ୍ଚିଛି । ଆଉ ଏହି ଦଳ ସେଠାରେ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ବିନା ପ୍ରଥମ ସ୍ବାମୀଙ୍କୁ ଡିଭୋର୍ସ ନଦେଇ ଆଉ ଜଣଙ୍କୁ ବିବାହ କରିବା ଉଚିତ୍ ନୁହେଁ । ଆଉ ଏହି କଥା କହି ଯୁବତୀ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରି ତାଙ୍କୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଛନ୍ତି ବଜରଙ୍ଗୀ ଦଳ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement