Feb 22, 2025, 11:16 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଜଣା ପଡ଼ିଗଲା ସତ କାହିଁକି ପୁରୁଷ ବନ୍ଧୁ ପାଇଁ ଆ-ତ୍ମ-ହ-ତ୍ୟା କରିଥିଲେ ନେପାଳୀ ଛାତ୍ରୀ

Gg

ଆପଣମାନେ ସମସ୍ତେ ତ କିଟ କଲେଜକୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । କିଟ କଲେଜରେ ନେପାଳୀ ଛାତ୍ରୀଙ୍କ ମୃ-ତ୍ୟୁ ଏବେ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନେପାଳୀ ଛାତ୍ରୀଙ୍କ ସହ ଏଭଳି କଣ ହୋଇଥିଲା ଯେଉଁଥିପାଇଁ ସେ ଆ-ତ୍ମ-ହ-ତ୍ୟା କରିବାକୁ ବି ପଛାଇଲେ ନାହିଁ । ଏବେ ଏହି ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ଖବର ଆସୁଛି । ଏହି ଘଟଣାରେ ନୂଆ ନୂଆ ମୋଡ଼ ଦେଖିବାକୁ ମିଳୁଛି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
Gh
ସତରେ କଣ ଏହି ନେପାଳୀ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ପାଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ପ୍ରଶ୍ନ ଆସୁଛି । କିଏ ଏହି ପୁରୁଷ ବନ୍ଧୁ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ଏବେ କେବଳ ଓଡ଼ିଶାରେ ସୀମିତ ନାହିଁ । ଏହି ମୂର୍ଦା ଏବେ ଅର୍ନ୍ତଜାତୀୟ ହୋଇଯାଇଛି । ଏବେ ଏକ ଅଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଆ-ତ୍ମ-ହ-ତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଯେଉଁଭଳି ଭାବରେ ଭାଷା କହିଛନ୍ତି ତାହା ଶୁଣି ତାଙ୍କୁ ନିଶ୍ଚୟ କଷ୍ଟ ହୋଇଥିବ ।
Gg
ଏହି ନେପାଳୀ ଛାତ୍ରୀଙ୍କୁ ଭାଷା କହିବାର ସାହସ କେଉଁଠାରୁ ଆସିଲା ଏହି ପୁରୁଷ ବନ୍ଧୁ ଜଣକର । ଏହି ପୁରୁଷ ବନ୍ଧୁ ଜଣକର ଘର ଲକ୍ଷ୍ନୌ । ଆଉ ତାଙ୍କ ବାପା ଜଣେ ବଡ ଲୋକ ଅଟନ୍ତି । ଏହି ପୁରୁଷ ବନ୍ଧୁଙ୍କ ସହିତ କିଟ କଲେଜର ମାଲିକ ଅଚ୍ୟୁତ ସାମନ୍ତଙ୍କର ଭଲ ବନ୍ଧୁତା ଅଛି ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଘଟଣାକୁ ଚାପି ଦେବାକୁ ଯୋଜନା ଚାଲିଛି । ଆଉ ନେପାଳୀ ଛାତ୍ରଛାତ୍ରୀ ଏହି ଘଟଣାକୁ ନେଇ ବିକ୍ଷୋଭ କରିବା ପରେ ତାଙ୍କୁ ଖରାପ କଥା କୁହାଗଲା ଆଉ କଟକ ଷ୍ଟେସନରେ ଛାଡି ଦିଆଗଲା ।
ଆଉ ଏହାପରେ କିଟ କଲେଜର କର୍ତ୍ତୃପକ୍ଷ ଏହି ଘଟଣା ପାଇଁ କ୍ଷମା ମାଗିଲେ ଆଉ କ୍ଷମା ମାଗି ଏବେ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି । ଏହି ଘଟଣା ଏବେ ଦେଖିବାକୁ ମିଳିଛି । କିଟ କଲେଜର କର୍ତ୍ତୃପକ୍ଷ ଏଭଳି କରିବା ପଛରେ କଣ ରହିଛି କାରଣ ଏବେ ଏନେଇ ତଦନ୍ତ କରାଯାଉଛି । ମୋହନ ସରକାର ଏହି ଘଟଣାକୁ ଗୁରୁତର ଭାବରେ ନେବା ପରେ ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇଜଣ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି। ଆଉ ପୁରୁଷ ବନ୍ଧୁଙ୍କୁ ଜେରା କରାଯାଉଛି । ଏହି ସିକ୍ୟୁରିଟି ଗାର୍ଡଙ୍କ ପାଇଁ କିଟ କଲେଜର କର୍ତ୍ତୃପକ୍ଷ ବଞ୍ଚି ଯିବେ କି ? ଏହି ଘଟଣା କେଉଁ ମୋଡ ନେଉଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ।

Advertisement