Jan 20, 2025, 11:35 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଜଣା ପଡ଼ିଗଲା ସତ ମୌମିତାର ଯୌ-ନା-ଙ୍ଗରୁ ବାହାରିଲା ସଞ୍ଜୟର ସ୍ପ-ର୍ମ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ତ ନିକଟରେ କଲିକତା ଡାକ୍ତରୀ ମୈମିତାଙ୍କୁ ହ-ତ୍ୟା କରାଯାଇଥିଲା । ଏବେ ଏହି ଘଟଣାକୁ ନେଇ ପୁଣି ଆସିଛି କିଛି ଖବର । ଏହି ଯୁବତୀ ଜଣଙ୍କ କୋଲକାତା ଆର ଜି କର ମେଡିକାଲ କଲେଜର ଛାତ୍ରୀ ମଧ୍ୟ ଥିଲେ । ଏହାସହ ସେ ଜଣେ ଡାକ୍ତର ମଧ୍ୟ ଥିଲେ । ଏହି ଡାକ୍ତର ଜଣଙ୍କୁ ମାରି ଦେଇଥିଲେ । ଏହି ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Bb
ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏବେ କିଛି କଥା ସାମ୍ନାକୁ ଆସିଛି । ଏବେ ସାମ୍ନାକୁ ଆସିଛି କି ଏହି ଘଟଣାରେ ଗିରଫ କରାଯାଇଥିବା ସଞ୍ଜୟ ନାଁରେ ବଡ ପ୍ରମାଣ ମିଳିଛି । ଏହି ଘଟଣାକୁ ଅନେକ ଦିନ ହୋଇଗଲେଣି ମଧ୍ୟ ଏହି ଘଟଣାର ସମାଧାନ ହୋଇନଥିଲା । ଏହି ଡାକ୍ତରୀ ମୈମିତା ଦେବନାଗଙ୍କୁ ରାତି ଅଧରେ କଲେଜ ଭିତରେ ଦୁ-ଷ୍କ-ର୍ମ କରି ହତ୍ୟା କରିଦେଇଥିଲେ । ଏହି ହ-ତ୍ୟା ଅଭିଯୋଗରେ ସଞ୍ଜୟଙ୍କୁ କୋର୍ଟ ବିଚାରାଧୀନ କଏଦୀ ଭାବରେ ରଖିଥିଲା ଆଜି କୋର୍ଟ ତାଙ୍କୁ ନେଇ ନିଜ ରାୟ ଶୁଣାଇଛି ।
Hh
କୋର୍ଟ ଏବେ ତାଙ୍କ ବିରୋଧରେ ସବୁ ପ୍ରମାଣ ପାଇଛି । ଗତ ବର୍ଷ ଅଗଷ୍ଟ ମାସ ୯ ତାରିଖରେ ଏହି ଯୁବତୀ ଜଣଙ୍କୁ ହ-ତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ହ-ତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ବିଚାରାଧୀନ କଏଦୀ ଭାବରେ ରଖା ଯାଇଥିବା ବେଳେ କୋର୍ଟ ଏବେ ତାଙ୍କ ବିରୋଧରେ ସବୁ ପ୍ରମାଣ ପାଇବା ପରେ ଏବେ ତାଙ୍କୁ ଦଣ୍ଡ ମିଳିବ ବୋଲି ଖବର ଆସିଛି । ଆର ଜି କର ମେଡ଼ିକାଲର ସେମିନାର ହଲ ଭିତରେ ନିର୍ମମ ଭାବରେ ଦୁ-ଷ୍କ-ର୍ମ ଆଉ ନିର୍ମମ ଭାବରେ ହ-ତ୍ୟା କରାଯାଇଥିଲା । ଏବେ ଏହି ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୋର୍ଟ କହିଛି ।
ଆଉ ଏହି ଘଟଣାର ତଦନ୍ତ ସିବିଆଇ କରୁଛି । ଏହି ଘଟଣାର ତଦନ୍ତ କରି ଏବେ ସବୁ ପ୍ରମାଣ ଏକାଠି କରିଛି । ଡାକ୍ତର ମୈମିତା ରାତି ଡ୍ୟୁଟି କରୁଥିବାରୁ ଟିକେ ବିଶ୍ରାମ ନେବାକୁ ସେମିନାର ରୁମକୁ ଯାଇଥିଲେ । ଆଉ ସେଠାରେ ତାଙ୍କ ସହ ଏଭଳି ଘଟଣା ଘଟି ଯାଇଥିଲା । ଏହି ମାମଲାକୁ ନେଇ ସୋମବାର ଦିନ ଶୁଣାଣି ହେବ । ଏଭଳି ନୃଶଂସ ବ୍ୟକ୍ତିଙ୍କୁ କଠିନ ରୁ କଠିନ ଦଣ୍ଡ ମିଳିବା ଉଚିତ୍ । ଏହି ନୃଶଂସ ସଞ୍ଜୟ ରାୟଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ବା ଫାଶୀ ଦଣ୍ଡ ଦେବ ବୋଲି ସମସ୍ତେ ଆଶା କରିଛନ୍ତି । ଦେଖାଯାଉ କୋର୍ଟ କଣ ନିର୍ଦ୍ଦେଶ ଦେଉଛି ।

Advertisement