Feb 27, 2025, 14:27 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଜଣା ପଡ଼ିଗଲା ସତ କିଏ ଦଶମ ଶ୍ରେଣୀ ଝିଅକୁ କରିଥିଲା ଗର୍ଭବତୀ...?

Ii

ଆପଣମାନେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ଘଟଣା ବିଷୟରେ ତ ଜାଣିଥିବେ । ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଇଥିବା ଝିଅ ଏବେ ଛୁଆ ଜନ୍ମ କରିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ବିଷୟରେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ସକାଳେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଝିଅ ପରୀକ୍ଷା ଦେଇ ଯାଇଥିଲା । ଆଉ ସନ୍ଧ୍ୟା ସମୟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା ।
Uu
ଏହି ଘଟଣା ଏବେ ସେହି ସ୍ଥାନରେ ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଝିଅ ଜଣକ ଲେଡିଜ୍ ହଷ୍ଟେଲରେ ରହୁଥିଲା ଆଉ ସେହିଠାରେ ଖାଉଥିଲା । କିନ୍ତୁ ଏବେ ସେହି ଦଶମ ଶ୍ରେଣୀରେ ପଢୁଥିବା ଝିଅ ଗର୍ଭବତୀ ହୋଇ ଛୁଆ ଜନ୍ମ କରିଛି । ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏହି ଘଟଣା ସତ୍ୟ ଅଟେ । ଲେଡିଜ ହଷ୍ଟେଲ ଭିତରେ ଝିଅ ସହ ଏଭଳି କଣ ହୋଇଥିଲା ଏହି ଝିଅ ୧୦ ମାସର ଗର୍ଭବତୀ ହୋଇ ପରୀକ୍ଷା ଦେବାକୁ ଯାଇଥିଲା । କେହି କିଭଳି ଏହି ଘଟଣା ବିଷୟରେ ଜାଣିପାରି ନଥିଲେ ।
Gt
ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଛାତ୍ରୀ ଜଣକ ଇଂରାଜୀ ପରୀକ୍ଷା ଦେବାକୁ ଯାଇଥିଲେ । ଆଉ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା । ପେଟ ଯନ୍ତ୍ରଣା ହେବା ପରେ ସେ ସ୍କୁଲର ଛାତ ଉପରକୁ ଯାଇଥିଲେ । ଆଉ ସେଠାରେ ଏହି ଛାତ୍ରୀ ଜଣକ ଛୁଆଟିକୁ ଜନ୍ମ ଦେଇଥିଲେ । ଏବେ ଏହି ଖବର ଜାଣିବା ପରେ ଝିଅର ପରିବାର ଲୋକେ, ସ୍କୁଲର କର୍ତ୍ତୃପକ୍ଷ ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।ଆଉ ଏହି କଥାକୁ କେହି ବିଶ୍ୱାସ କରିପାରୁ ନାହାଁନ୍ତି ।
ଏବେ ପ୍ରଶ୍ନ ଆସୁଛି କି ଏହି ଛୁଆର ବାପା କିଏ ? କିଏ ଏହି ଝିଅଟିକୁ ଗର୍ଭବତୀ କରାଇ ଏଭଳି କାମ କରିଛି ? ଏବେ ଏହିଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ଏବେ ଏମିତି କିଛି ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ଏହି ଝିଅ ସହ ଏଭଳି କାମ କିଏ କରିଛି ତାହା ଜଣାପଡ଼ି ନାହିଁ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ଆଉ ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ ।

Advertisement