ଶ୍ରୀମନ୍ଦିରକୁ ନେଇ ସବୁବେଳେ ଅନେକ ଖବର ଆସିଥାଏ । ଏବେ କିଛି ଖବର ଆସିଛି ଶ୍ରୀମନ୍ଦିରକୁ ନେଇ । ଶ୍ରୀମନ୍ଦିର ଚୁଡ଼ାରେ ଘଟୁଛି ଅଘଟଣ । ଶ୍ରୀମନ୍ଦିରର ନୀଳଚକ୍ରର ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି ବୋଲି ଏବେ ଖବର ଆସିଛି । ମାଡ଼ି ଆସୁଛି କି ବଡ ବିପଦ । ଏବେ ବିପଦ ସାମ୍ନାକୁ ଆସୁଛି ବୋଲି କୁହାଯାଉଛି । କିଛି ବିପଦ ପୂର୍ବରୁ ମହାପ୍ରଭୁ କିଛି ନା କିଛି ସଂକେତ ଦେଇଥାନ୍ତି । ଆଉ ଏବେ ନୀଳଚକ୍ର ଅକ୍ଷୟ ଦଣ୍ଡ ଭାଙ୍ଗି ଯିବା ସଂକେତ କିଛି ନା କିଛି ବିପଦ ହେବ ବୋଲି ସୂଚନା ମିଳିଛି ।

ଏବେ ଖବର ଆସିଛି କି ବଡ ବିପଦ ଟଳି ଗଲା ଆଉ ଶ୍ରୀମନ୍ଦିରରେ ଲାଗିଲା ଅକ୍ଷୟ ଦଣ୍ଡ । ଏବେ ଖବର ଆସୁଛି କି ଫରଫର ହୋଇ ଉଡ଼ୁଛି ପତିତପାବନ ବାନା । କାହିଁକି ଏତେ ବଡ ବଡ ଅଘଟଣ ଘଟୁଛି ଏବେ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ଗତକାଲି ଶ୍ରୀମନ୍ଦିର ଚୁଡ଼ାର ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଥିବା ଘଟଣା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆଣୁଛି । ଆଉ ଏହି ସମୟରେ ଶୁ ଶୁ ଗର୍ଜନ କରି ପବନ ମାଡ଼ି ଆସିଥିଲା । ଏହାକୁ ଦେଖି କେହି କିଛି ଭାବି ପାରିଲେ ନାହିଁ । ଗତକାଲି ଏଭଳି ଘଟଣାକୁ ନେଇ ଅନେକ ପ୍ରଶ୍ନ ଆସୁଛି ।

ଯେତେବେଳେ ବି ବିପଦ ମାଡ଼ି ଆସେ ସେତେବେଳେ ମହାପ୍ରଭୁ କିଛି ସଂକେତ ଦେଇଥାନ୍ତି । ଆଉ ଗତକାଲି ଏଭଳି ଘଟଣା ଘଟିବାକୁ ନେଇ ଏବେ ଚିନ୍ତାରେ ଭକ୍ତମାନେ । ଏବେ ଚୁନରା ସେବାୟତ ଗତକାଲି ଘଟିଥିବା ଘଟଣାକୁ ନେଇ କିଛି କଥା କହିଛନ୍ତି । ଗତକାଲି ଘଟିଥିବା ଘଟଣା ନା ଅଘଟଣ ଏକଥା ମହାପ୍ରଭୁ ହିଁ ଜାଣିଥିବେ । ବାଉଁଶ ଅନେକ ଦିନରୁ ଥିଲା ବୋଲି ସେବାୟତ କହିଛନ୍ତି । ଏବେ ଚମତ୍କାର ହୋଇଛି ବୋଲି ସୂଚନା ମିଳିଛି । ଗତକାଲି ଘଟିଥିବା ଘଟଣାକୁ ନେଇ ଚିନ୍ତାରେ ସେବାୟତ ଏବଂ ଭକ୍ତମାନେ ରହିଥିଲେ ।
ଆଉ ଏବେ ଏନେଇ ସବୁ କିଛି ଠିକ୍ କରି ଦେଇଛନ୍ତି ମହାପ୍ରଭୁ । ବାଉଁଶରେ ସଂଯୋଗ ହୋଇଥିବା ଅକ୍ଷୟ ଦଣ୍ଡ ପୁଣି ସଂଯୋଗ କରାଗଲା । ଆଉ ଏବେ ଏନେଇ ସମସ୍ତେ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି । ତିନିଜଣ ଚୁନାରା ସେବାୟତ ଏହି ଅକ୍ଷୟ ଦଣ୍ଡ ଭାଙ୍ଗିଥିବା ନେଇ ଖବର ଆସିବା ପରେ ଆଜି ଏହାକୁ ଠିକ୍ କରିଛନ୍ତି । ଏବେ ଏହାର ଦୃଶ୍ୟ ଆପଣମାନେ ଦେଖିପାରିବେ । ଶ୍ରୀମନ୍ଦିର ଉପରକୁ ଚଢ଼ି ଶ୍ରୀମନ୍ଦିର ଚୁଡାରେ ଏହି ଅକ୍ଷୟ ଦଣ୍ଡ ପରିବର୍ତ୍ତନ କରାଯାଇଛି । ମାଆ ବିମଳାଙ୍କ ନାମ ନେଇ ଏହାକୁ ଲଗାଯାଇଛି । ୨୨ ଫୁଟ ବାଉଁଶରେ ଏହା ଲଗାଯାଇଛି ବୋଲି ସୂଚନା ମିଳିଛି । ଏବେ ଏନେଇ ସେବାୟତ କହିଛନ୍ତି ।