Mar 12, 2025, 12:12 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯାହା ପାଇଁ କଳି ସେ ଆଜି ସ୍ତ୍ରୀ...!

Fg

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଓଲିଉଡ ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସୁଥିବା ଖବର ଜାଣିଥିବେ । ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଏବେ ଅଲଗା ହୋଇ ଯାଇଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ସାରିଛି । 
Gg
ଆଉ ଏବେ ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ କରିଛନ୍ତି । ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଅଲଗା ହୋଇଯିବା ପରେ ଏବେ ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କୁ ସେ ଦ୍ଵିତୀୟ ବିବାହ କରୁଛନ୍ତି । ଆଉ ଏବେ ଏହି ବିବାହକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଅନୁଭବ ମହାନ୍ତି ତାଙ୍କ ଘର ଜଣେ ତୃତୀୟ ବ୍ୟକ୍ତି ଭାଙ୍ଗିଛି ବୋଲି କହିଥିଲେ । ଆଉ ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି । ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ କିଛି କଥା ଶୁଣିବାକୁ ମିଳୁଛି ।
Vg
ଅନୁଭବ ମହାନ୍ତିଙ୍କ ନାଁରେ କି ତାଙ୍କ ପରିବାର ନାଁରେ ବର୍ଷା ପ୍ରିୟଦର୍ଶିନୀ କେବେବି ଗଣମାଧ୍ୟମ ଆଗରେ କିଛି କହି ନାହାଁନ୍ତି । ଆଉ ସେ ଯାହା କିଛି ବି ଅଭିଯୋଗ ଆଣିଥିଲେ ତାହା ସତ ଅଟେ । ଏବେ ଅନୁଭବ ମହାନ୍ତି ଦ୍ଵିତୀୟ ବିବାହରେ ବାନ୍ଧି ହୋଇଛନ୍ତି । ଆଉ ସେ ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କୁ ବିବାହ କରିଛନ୍ତି ।ଏହି ବିବାହକୁ ନେଇ ଏବେ ଅନୁଭବ ଖୁସି ଅଛନ୍ତି ବୋଲି ଜଣାପଡ଼ୁଛି । ଅନୁଭବ ମହାନ୍ତି ଏବଂ ବର୍ଷା ଅନେକ ଫିଲ୍ମ ଏକାଠି କରନ୍ତି । ଆଉ ତାଙ୍କର ପ୍ରେମ ସମ୍ପର୍କ ୫ ବର୍ଷ ହୋଇଥିଲା ।
ତାଙ୍କର ୫ ବର୍ଷ ଭଲପାଇବା ଭିତରେ ସେମାନେ ଅନେକ କିଛି କରିଛନ୍ତି । ଏକାଠି ଅନେକ ଫିଲ୍ମ କରିଛନ୍ତି । ଆଉ ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି । ଆଉ ଅଲଗା ହେବା ପରେ ଏବେ ସେ ବିବାହ ବନ୍ଧନରେ ପୁଣି ବାନ୍ଧି ହୋଇଛନ୍ତି । ଆଉ ତାଙ୍କୁ ନେଇ ଏବେ ସମାଜସେବୀ ଜଣକ ଅନେକ କିଛି କଥା କହିବା ସହ ସେ କହିଛନ୍ତି ଅଭିନେତ୍ରୀ ବର୍ଷା ଏବେ ଆଉ ଅନୁଭବ ମହାନ୍ତିଙ୍କ ପଛରେ ପଡନ୍ତୁ ନାହିଁ । ଆଉ ବର୍ଷା ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢନ୍ତୁ । ସେ ମଧ୍ଯ ଦ୍ଵିତୀୟ ବିବାହ କରନ୍ତୁ । ଏବେ ଏଭଳି ଅନେକ କଥା ଏହି ସମାଜସେବୀ ମହିଳା ଜଣକ କହିଛନ୍ତି ।

Advertisement