Feb 21, 2025, 15:45 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଇଟାଭାଟି ମାଲିକ ମୋ ଝିଅକୁ ନି-ର୍ଯା-ତନା ଦେଇ ମା-ରିଦେଲା

Vv

ଏବେ ସମାଜରେ ଏଭଳି ସବୁ ଘଟଣା ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ଦାଦନ ଖଟିବାକୁ ବାହାରକୁ ବାହାରି ଯାଆନ୍ତି ଘରର ଝିଅ । ଏବେ ପୁଣି ଆସିଛି କିଛି ଖବର । ଦାଦନ ନେଇଛି ପୁଣି ଏକ ଜୀବନ । ଘରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଯୁବତୀ । ଆଉ ସେଠାରେ ତାଙ୍କ ସହିତ ଏଭଳି କିଛି ଘଟି ଯାଇଛି ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ । ହାଇଦ୍ରାବାଦରେ କାମ କରୁଥିଲେ ଯୁବତୀ ଆଉ ଆଜି ଶବ ହୋଇ ଘରକୁ ଫେରିଛନ୍ତି ।
Jj
ନୂଆପଡ଼ା ଜିଲ୍ଲାରେ ଏହି ଘଟଣା ଘଟିଛି । ନୂଆପଡ଼ା ଜିଲ୍ଲାରେ ଅନେକ ଯୁବକ ଯୁବତୀ ଦାଦନ ଖଟିବାକୁ ଯାଉଛନ୍ତି । ଆଉ ସେଠାରେ ନିର୍ଯ୍ୟାତିତ ହେଉଛନ୍ତି । ଶେଷରେ ନିର୍ଯ୍ୟାତିତ ହୋଇ ମୃ-ତ୍ୟୁବରଣ କରୁଛନ୍ତି ଲୋକେ । ଏଭଳି ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି । ନୂଆପଡ଼ାର ଯୁବତୀ କଳ୍ପନା ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ଆଉ ସେଠାରେ ସେ ନିର୍ଯ୍ୟାତନା ପାଇଥିଲେ । ଶେଷରେ ସେ ନିର୍ଯ୍ୟାତିତ ହୋଇ ନିଜ ପ୍ରାଣ ହରାଇ ଦେଇଛନ୍ତି । ନୂଆପଡ଼ା ଜିଲ୍ଲାରେ ଏଭଳି ଅନେକ ଲୋକ ବାହାରକୁ ଯାଉଛନ୍ତି । 
Gg
ନିର୍ଯ୍ୟାତନାର ଶିକାର ହୋଇ କିଏ କିଏ ବିନା ଟଙ୍କାରେ ଘରକୁ ଫେରି ଆସୁଛନ୍ତି ତ ଆଉ କେହି କେହି ଶବ ହୋଇ ଗାଁକୁ ଫେରୁଛନ୍ତି । ଏହିସବୁ ଦେଖି ଜିଲ୍ଲା ଶ୍ରମ ବିଭାଗ କିଛି ବି ପଦକ୍ଷେପ ନେଉନାହିଁ । ଦୁଇଦିନ ତଳେ ଘରୁ ବଢିଲା ଝିଅ ଦାଦନ ଖଟିବାକୁ ବାହାରି ଥିଲା । ଆଉ ତା ସହ ଏଭଳି ଘଟଣା ଘଟିଯିବ ବୋଲି କିଏ ବା ଜାଣିଥିଲା । ଯୁବତୀଙ୍କ ପରିବାର ଲୋକ ଯୁବତୀଙ୍କ ଦେହାନ୍ତ ଖବର ଶୁଣି ଚିନ୍ତାରେ ଅଛନ୍ତି । ଏବେ ଖବର ଆସିଛି କି ଯୁବତୀଙ୍କ ଶବ ଇଟା ଭାଟିର ମାଲିକ ଦେଉ ନାହାଁନ୍ତି । 
ସମାଜସେବୀ ରାଜେନ୍ଦ୍ର ପ୍ରସାଦଙ୍କ ଯୋଗୁଁ ଶବ ମିଳି ପାରିଥିଲା । ଏବେ ଘରର ଅବସ୍ଥା ସ୍ୱଚ୍ଛଳ ନାହିଁ । ଘରେ ଟଙ୍କା ନାହିଁ ଆଉ ସେଥିପାଇଁ ତ ଘରର ବଢିଲା ଝିଅ ଦାଦନ ଖଟିବାକୁ ଯାଇଥିଲା କିନ୍ତୁ ଏଭଳି ଘଟଣା ଘଟି ଯିବ କିଏ ବା ଜାଣିଥିଲା । ଏହି ଦାଦନ ଖଟିବାକୁ ଯାଇଥିବା ଯୁବତୀ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଯୁବତୀ ଜଣକର ଏକଦଶାହ କର୍ମ ହେବାକୁ ବି ଘରେ ଟଙ୍କାଟିଏ ନାହିଁ ଆଉ ଏବେ କିଭଳି ତାଙ୍କର କାମ ହେବ ଏନେଇ ଚିନ୍ତାରେ ପରିବାର ଲୋକେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Advertisement