Mar 31, 2025, 11:09 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ IIC ଙ୍କୁ ବହେ ସେକିଲେ ଆସାମୀକୁ ନେଇ ଚାଲିଗଲେ ଦଳେ ବସ୍ତି ମହିଳା

Hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚୋରକୁ ମାଡି ବସିଲେ ଥାନା ଆଇଆଇସି । ଏହାପରେ ଆଇଆଇସିଙ୍କ ସହ ଏଭଳି କରିଲେ ବସ୍ତି ମହିଳା । ଏହି ବସ୍ତି ମହିଳା ପୋଲିସ ହୋଇ ଜାଣି ମଧ୍ୟ ଏଭଳି କିଛି କରିଲେ । ଆଇଆଇସି ଅଫିସର ଯେଉଁ ଗାଡ଼ିରେ ଆସିଥିଲେ ସେହି ଗାଡ଼ିକୁ ମଧ୍ୟ ବସ୍ତି ମହିଳାମାନେ ଛାଡି ନଥିଲେ । ପୋଲିସଙ୍କ ଗାଡ଼ି ଭାଙ୍ଗି ସବୁ କିଛି ନଷ୍ଟ କରିଦେଲେ । 
Gg
ଏହି ମହିଳାମାନେ ଆଇଆଇସିଙ୍କ ଗାଡ଼ି ଭାଙ୍ଗିଦେବା ସହ ଏଭଳି କିଛି କରିଥିଲେ । ଏହି ଥାନା ଆଇଆଇସି ବାବୁଙ୍କୁ ମଧ୍ୟ ମାଡ ମାରିଥିଲେ । କୋରେଇ ଥାନା ଅଧିକାରୀ ଆଇଆଇସି ରାକେଶ ତ୍ରିପାଠୀଙ୍କୁ ଦଳ ବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଚୋରି ହୋଇଥିବା ବାଇକ୍ ନେବାକୁ ଆସିଥିବା ବେଳେ ଏଭଳି କିଛି ଘଟଣା ଘଟିଥିଲା । ଏହି ଚୋରକୁ ଠାବ କରିବା ସମୟରେ ଏଭଳି କିଛି ଘଟଣା ଘଟି ଯାଇଥିଲା ଥାନା ପୋଲିସଙ୍କ ସହ । କୋରେଇ ଅଞ୍ଚଳରେ ଏହି ଘଟଣା ଘଟିଥିଲା ।
Gg
କୋରେଇ ଥାନା ହାଇକୋର୍ଟ ହାଟ ନିକଟରେ ଏହି ଘଟଣା ଘଟିଥିଲା । ଥାନା କର୍ମଚାରୀଙ୍କ ସହ ଥାନା ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହି ଚୋର କୁଆଖିଆ ଅଞ୍ଚଳରୁ ଏହି ବାଇକ୍ ଚୋରି କରି ଆଣିଥିଲେ । ଏହି ଚୋର ବାଇକ୍ ଚୋରି କରି ପଳାଇ ଆସିଥିଲେ । ଆଉ ତାଙ୍କୁ ପୋଲିସ ଠାବ କରିଥିଲେ । ପୋଲିସ ତାଙ୍କୁ ଠାବ କରିବା ପରେ ଏଭଳି କିଛି କରିଥିଲେ ଚୋର । ଚୋରମାନେ ପୋଲିସ ଠାରୁ ବାଇକ୍ ନେଇ ଯାଇଥିଲେ । ବାଇକ୍ ସିଜ କରିବାକୁ ଯାଇଥିଲେ ପୋଲିସ ।
କୋରେଇ ପୋଲିସ କନ୍ତର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆରେ ଚୋରଙ୍କୁ ଧରିବା ସହ ଗାଡ଼ିକୁ ସିଜ୍ କରିବାକୁ ପହଞ୍ଚିଥିଲେ । ଆଉ ଏବେ ପୋଲିସ ସେଠାରେ ପହଞ୍ଚିବା ପରେ ଏହି ବସ୍ତିର ମହିଳାମାନେ ସଂଘବଦ୍ଧ ଭାବରେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହି ମହିଳାମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଚୋରକୁ ପୋଲିସ ହାତରୁ ଛଡ଼ାଇ ନେଇଥିଲେ । ଆଉ ଚୋରି କରିଥିବା ଗାଡ଼ିକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ଅଧିକ ପୋଲିସ ମୁତୟନ ହୋଇଥିଲେ ଆଉ ଏହି ଘଟଣାର ଏବେ ତଦନ୍ତ କରାଯାଉଛି ।

Advertisement