Feb 22, 2025, 11:01 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଘରେ ପଶିଥିବା ସାପକୁ ଏମିତି ଧରନ୍ତି ପ୍ରଭାତ

Gg

ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଯେ କୌଣସି ଜୀବଜନ୍ତୁ ହେଉ ପଛକେ ତାକୁ ଭୟ କରନ୍ତି । ସାପ ଏଭଳି ଏକ ଜୀବ ଯାହାକୁ ଯେ କେହିବି ଦେଖିବ ଭୟ କରିବ । ସାପ ଘରେ ପଶିଗଲେ ଲୋକମାନେ ଭୟଭୀତ ହୋଇ ଘର ଛାଡ଼ି ପଳାଇ ଆସିଥାନ୍ତି । ଏହାପରେ ସାପ ଧରାଳି ଯାଇ ସେହି ସାପକୁ ଆୟତ୍ତ କରିଥାଏ । ଯେତେ ବଡ ଲୋକ ହେଇ ଥାଉ ନା କାହିଁକି ସାପ ଭଳି ଜୀବକୁ ଭୟ କରିଥାନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଜଣେ ସାପ ଧରାଳିଙ୍କ ବିଷୟରେ ଜାଣିପାରିବେ ।
Vv
ଘରେ ପଶିଛି ସାପ, ସାପକୁ ଦେଖି ଛାନିଆ ହେଲେ ପରିବାର । ଆଉ ସେହି ଘରେ ପହଞ୍ଚିଗଲେ ପ୍ରଭାତ ଆଉ ସେ ସେଠାରେ ପହଞ୍ଚି ସାପକୁ ଧରି ନେଇଥିଲେ । ସାପ ନା ଶୁଣିଲେ କାହାକୁ ବା ଡର ନ ଲାଗେ । ଘରେ ପଶିଥିଲା ସାପ ଆଉ ଡକା ଗଲା ପ୍ରଭାତ ଭାଇଙ୍କୁ । ଯଦି ଆପଣଙ୍କ ଘରେ ସାପ ପଶିଛି ତାହେଲେ ପ୍ରଭାତ ଭାଇଙ୍କୁ କଲ୍ କର । ଘରେ ସାପ ପଶିଲେ ଖୋଜା ପଡନ୍ତି ପ୍ରଭାତ ଭାଇ । କେବଳ ଜଗତସିଂପୁର ଜିଲ୍ଲା ନୁହେଁ ବରଂ ତା ଆଖପାଖ ଅଞ୍ଚଳରେ ମଧ୍ୟ ତାଙ୍କୁ ସମସ୍ତେ ଜାଣି ଥାଆନ୍ତି । 
Bh
ଏହି ବ୍ୟକ୍ତିତ୍ଵ ଜଣକ ବହୁତ ଭଲ ଅଟନ୍ତି । ଭିନ୍ନ ଏକ ମଣିଷ ଆଉ ଭିନ୍ନ ତାଙ୍କ ଚିନ୍ତାଧାରା । କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ବରଂ ଆଖପାଖ ଜିଲ୍ଲାରେ ସାପ ଧରିବାକୁ ତାଙ୍କୁ ଡକା ଯାଇଥାଏ । ଆଉ ସେ ଟିକେ ବି ବିଳମ୍ବ ନକରି ସେଠାରେ ପହଞ୍ଚି ଯାଆନ୍ତି । ତାଙ୍କ ଟିମ୍ ସହ ସେ ସେଠାରେ ପହଞ୍ଚି ସାପକୁ ଆୟତ୍ତ କରନ୍ତି । ସେ ଯେତେେବଡ ବିଷଧର ସାପ ହେଉ ନା କାହିଁକି ତାକୁ ଧରି ଥାଆନ୍ତି । ଏବେ ଏହିଭଳି କିଛି ଖବର ସାମ୍ନାକୁ ଆସିଛି । 
ଯେତେ ବଡ ଆଉ ବିଷଧର ସାପ ହେଲେ ମଧ୍ୟ ପ୍ରଭାତ ପରିଡ଼ା ସେହି ସାପକୁ ଧରି ଦେଇଥାନ୍ତି । ତାଙ୍କର ସହଯୋଗ କରିଥାନ୍ତି ଗୋବିନ୍ଦ ଦାସ, ମଣୀ ଶଙ୍କର ପରିଡା ଏବଂ ତାଙ୍କ ଅନ୍ୟ ସହଯୋଗୀଙ୍କ ସହିତ ପ୍ରଭାତ ପରିଡ଼ା ସାପ ଧରିବାକୁ ବାହାରି ପଡନ୍ତି । ଆଉ ସାପକୁ ସୁରକ୍ଷିତ ଅବସ୍ଥାରେ ଧରି ଜଙ୍ଗଲରେ ଛାଡି ଦିଅନ୍ତି । ୱେ ସେ ସାପକୁ ଆୟତ୍ତ କରିବା ପରେ ତାକୁ ନେଇ ଜଙ୍ଗଲରେ ଛାଡି ଦେବା ଏକ ବହୁତ ଭଲ କାମ । ଯେଉଁ ଲୋକ ଯେତେ ବି ତାଙ୍କୁ ପାରିଶ୍ରମିକ ଦେଇଥାନ୍ତି ସେତିକିରେ ସେ ଖୁସି ହୋଇ ଯାଆନ୍ତି । ନିଜର ଖର୍ଚ୍ଚ ରଖି ବାକି ଟଙ୍କା ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଥାଆନ୍ତି ।

Advertisement