Jan 3, 2025, 12:25 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଗାଁ ଖୁଣ୍ଟରେ ବାନ୍ଧି ଛେଳି ଭଳି ମୋ ସ୍ବାମୀକୁ ହାଣିପକାଇଲେ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୂଆବର୍ଷରେ ଅନେକ ଲୋକ ତାଙ୍କ ଘରେ କିଛି ଭଲ ମନ୍ଦ ରୋଷେଇ କରିଥାନ୍ତି । ଆଉ ଏବେ ଆସିଛି କିଛି ଏଭଳି ଘଟଣା ଯାହା ଦୁଃଖ ଦେବ । ଜଣେ ବ୍ୟକ୍ତି ନୂଆବର୍ଷ ପାଇଁ ସାଇକେଲ ନେଇ ଚିକେନ ଆଣିବାକୁ ଯାଇଥିଲେ ଆଉ ତାଙ୍କ ସହିତ ଏଭଳି କିଛି ଘଟଣା ଘଟିଥିଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । 
Gg
ନୂଆବର୍ଷରେ ଚିକେନ ଆଣିବାକୁ ଯାଇଥିଲେ କିନ୍ତୁ ତାଙ୍କର ଦୁନିଆ ଓଲଟ ପାଲଟ ହୋଇଗଲା । ଶହ ଶହ ଖଣ୍ଡ କରି ତାଙ୍କୁ ଗାଁ ଦାଣ୍ଡରେ ଫିଙ୍ଗିଦେଲେ । ରାକେଶଙ୍କୁ ଗାଁ ଦାଣ୍ଡରେ ଖଣ୍ଡ ଖଣ୍ଡ କରି ହାଣି ଫିଙ୍ଗିଦେଲା । ଖଣ୍ଡ ଖଣ୍ଡ କରି ରାକେଶର ଶରୀରକୁ ଫୋପାଡି ଦେଲା ଏହି ନୃଶଂସ ବ୍ୟକ୍ତି ଜଣକ । ଏହାସହ ରାକେଶର ସ୍ତ୍ରୀ ଆଗରେ ମଧ୍ୟ ତାକୁ ହାଣି ପକାଇଲା । ଆଉ ତାକୁ ହାଣି ତାର ମୁଣ୍ଡ, ଦେହ କେଉଁଆଡେ ଫିଙ୍ଗି ଦେଲା । ରାକେଶକୁ ମାରିଥିବା ବ୍ୟକ୍ତି ଜଣକ ହେଉଛି ମକୁ । ଏହି ମକୁ ଟାଙ୍ଗିଆ, ଏବଂ ଅନ୍ୟାନ୍ୟ ଅସ୍ତ୍ରରେ ରାକେଶକୁ ମାରି ଦେଇଛି । 
Tt
ଏହି ବ୍ୟକ୍ତି ଜଣକର ସ୍ତ୍ରୀ ପାଖରେ ଥିଲେ ମଧ୍ୟ ମକୁ ତାଙ୍କୁ ମାରିଦେଇଛି । ଗାଁ ଦାଣ୍ଡରେ ଶହ ଶହ ଖଣ୍ଡ କରି ମାରି ଦେଇଛି ଯୁବକ ଜଣଙ୍କୁ । ଏହି ହ-ତ୍ୟାକାଣ୍ଡ ଦେଖିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିଯିବ । ଏହି ଦୃଶ୍ୟ ଆପଣଙ୍କୁ ଦେଖାଇ ପାରିବ ନାହିଁ । ଏହି ବ୍ୟକ୍ତି ଜଣକ ଯାହାଙ୍କ ନାମ ହେଉଛି ରାକେଶ ତାଙ୍କର ଦୁଇଟି ପୁଅ ଥିଲା । ଏବେ ଏହି କୁନି କୁନି ଛୁଆଙ୍କ ମୁଣ୍ଡରୁ ବାପାର ହାତ ଉଠିଗଲା । ଏବେ ଏହି ଛୁଆମାନେ ଆଉ କାହାକୁ ବାପା ବୋଲି ଡାକିବେ । ନୂଆବର୍ଷ ଭଳି ଦିନରେ ବାପା ସବୁଦିନ ପାଇଁ ଚାଲିଗଲେ । 
ନୂଆବର୍ଷ ଭଳି ଦିନରେ ସ୍ଵାମୀ ଜଣଙ୍କର ଏଭଳି ଅବସ୍ଥା ହୋଇଛି । ଏହି ସ୍ତ୍ରୀ ଜଣକ ମଥାରୁ ଲିଭି ଯାଇଛି ସିନ୍ଦୂର । ଏଭଳି ବଡ ଦିନରେ ଏଭଳି କିଛି ଘଟଣା ଘଟିଗଲା ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି । ଗାଁ ଦାଣ୍ଡରେ ପଡ଼ିଛି ସ୍ବାମୀଙ୍କ ମୃ-ତଦେହ । ସ୍ଵାମୀ ଜଣଙ୍କର ମୁଣ୍ଡ ଅଛି ନା ହାତ ଅଛି ନା ଅଛି ଗୋଡ । ଶରୀରକୁ ଶହ ଶହ ଖଣ୍ଡ କରି ଫିଙ୍ଗିଛି ମକୁ । ଏବେ ଏହିସବୁ ଦେଖି କେମିତି ସହିବ ସ୍ତ୍ରୀ ଜଣକ । ଢେଙ୍କାନାଳ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସେଇ ଗାଁରେ ଏହି ଘଟଣା ଘଟିଛି । ମକୁ ରାକେଶକୁ ମାରି ଖଣ୍ଡ ଖଣ୍ଡ କରି ଫେରାର ହୋଇଯାଇଛି ଏବେ ପୋଲିସ ତାକୁ ଖୋଜୁଛି ।

Advertisement