ସକାଳୁ ସକାଳୁ ରାସ୍ତା ଉପରେ ଘେରି ଯାଇଥିଲେ ଶହଶହ ଲୋକେ। ଶୀତ କାକରରେ ଭୋରୁ ଭୋରୁ ଏଭଳି କିଛି ହୋଇଥିଲା ଯାହା ଦ୍ୱାରା ଆଉ ଲୋକମାନେ ଶୀତ କାକର କୁ ମଧ୍ୟ ଆଉ ଖାତିର କରି ନଥିଲେ। ରାସ୍ତା ଉପରେ ସମସ୍ତେ ଗାଡ଼ିକୁ ରଖି କେବଳ ଗଛ ଉପରକୁ ହିଁ ଅନାଉ ଛନ୍ତି। ଗଛ ପାଖରେ ସେମନେ ଏଭକି କିଛି ଦେଖିଥିଲେ ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ୟ୍ଯ ଚକିତ ହୋଇଯିବେ।

କିଏ ରାସ୍ତା ଉପରେ ଛିଡା ହୋଇଛି ତ ଆଉ କିଏ ରାସ୍ତା ଉପରେ ଛିଡା ହୋଇ ସେହି ବୁଦା ମୂଳକୁ ଅନାଇଛି। ସେଠାରେ ଶହ ଶହ ଲୋକମାନେ ମଧ୍ୟ ସେହି ଦୃଶ୍ୟ ଦେଖୁଛନ୍ତି। ଗଛରେ ପିଟି ହୋଇ ଯାଇଛି ଏକ ମାଲବାହୀ ଟ୍ରକ। ଆଉ ଗଛରେ ଏହି ଟ୍ରକ୍ ଟି ପିଟି ହେବା ଦ୍ବାରା ଘଟଣା ସ୍ଥଳରେ ହିଁ ଟ୍ରକ୍ ଡ଼୍ରାଇଭର ର ଜୀବନ ଚାଲି ଯାଇଛି। ଘନ କୁହୁଡି ଆବରଣ ପାଇଁ ଘଟି ଯାଇଛି ଏଭଳି ଭାବରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା।

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ। ଖବର ମୁତାବକ ଆଠଗଡ଼ ରୁ କାର୍ଯ୍ୟ ସାରି ବାଙ୍କି ଥାନା ଅନ୍ତର୍ଗତ ମାଳବିହାରପୂର ଗ୍ରାମକୁ ଡ଼୍ରାଇଭର ଲକ୍ଷ୍ମୀଧର ସେଠି ଯାଉଥିବା ବେଳେ। ବିଳମ୍ବିତ ରାତିରେ ଘନ କୁହୁଡ଼ିର ଆବରଣରେ ଏଭଳି ଭାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଯାଇଥିବା ଜଣା ପଡ଼ିଛି ଯାହାକୁ ନେଇ ଏବେ ଚାରିଆଡେ ଖୁବ ଜୋରେ ଚର୍ଚ୍ଚା ହେବାରେ ଲାଗିଛି।
ସକାଳୁ ସକାଳୁ ସେଠାରେ ଆସି ଅନେକ ଲୋକମାନେ ରୁଣ୍ଡ ହୋଇଛନ୍ତି ଆଉ ସେମାନେ ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ ମଧ୍ୟ କରିଛନ୍ତି ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆପଣଙ୍କ ପ୍ରତିକ୍ରିୟା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।