ଏବେ ସୋସିଆଲ ମିଡ଼ିଆ ରେ ମୀରା ପରିଡ଼ା ଆଉ ଅଶୋକ ଚମ୍ପତି ଆଉ ତାଙ୍କର ପତ୍ନୀ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଅଶୋକ ଚମ୍ପତି ଙ୍କ ପତ୍ନୀ ଏହା କହିଥିଲେ କି ମୀରା ପରିଡ଼ା ତାଙ୍କ ନିକଟରୁ ତାଙ୍କର ସ୍ବାମୀଙ୍କୁ ଛଡ଼ାଇ ନେଇ ଯାଇଛନ୍ତି। ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆର ମଧ୍ୟ ଏହାକୁ ନେଇ ଅନେକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।

କାରଣ ଏବେ ଅଶୋକ ଚମ୍ପତି ଙ୍କ ପୂର୍ବତନ ପତ୍ନୀ ଙ୍କ ଏକ କଲ୍ ରେକର୍ଡ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେଉଛି। ଯାହା ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ପାରିବେ ଆଉ ଜାଣି ପାରିବେ କି ତାଙ୍କର ସ୍ବାମୀଙ୍କୁ ସେ କେତେ ମାତ୍ରାରେ ଭଲ ପାଉଛନ୍ତି। କାରଣ ସେ କଲ୍ ରେକର୍ଡ ରେ ବାରମ୍ବାର କହିଥିଲେ କି ମୀରା ପରିଡ଼ା ତାଙ୍କ ନିକଟରୁ ତାଙ୍କର ସ୍ୱାମୀ କୁ ଛଡେଇ ନେଇ ଯାଇଛନ୍ତି ବୋଲି।

ଯାହାର ପ୍ରତିକ୍ରିୟା ଦେଇ ସମାଜସେବୀ ଜଣକ କହିଥିଲେ କି ଏଥିରେ କେବଳ ମୀରା ପରିଡ଼ା ଙ୍କର ଭୁଲ୍ ନଥିଲା ତାଙ୍କର ସ୍ତ୍ରୀଙ୍କ ମଧ୍ୟ ଭୁଲ୍ ଥିଲା।ଏହାପରେ ଅଶୋକ ଚମ୍ପତି ଙ୍କ ସ୍ତ୍ରୀ ପ୍ରଶ୍ନ କରିଥିଲେ କି ତାଙ୍କର ସ୍ବାମୀ ତାହେଲେ କାହିଁକି ଯାଇ ମୀରା ପରିଡ଼ା ଙ୍କ ନିକଟରେ ରହୁଛନ୍ତି ଏହାର ଉତ୍ତର ଦେଇ ସମାଜସେବୀ ଜଣକ କହିଥିଲେ କି ଏକଥା କୋର୍ଟ ରେ ପଚରା ଯାଉ ବୋଲି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଯେତେବେଳେ ତାଙ୍କର ସ୍ବାମୀ ଅସୁସ୍ଥ ଅଛନ୍ତି ତାଙ୍କର କେତେବେଳେ ମଧ୍ୟ କିଛି ବି ହୋଇପାରେ ବୋଲି ପ୍ରଶ୍ନ କରାଯାଇ ଥିଲା ସେତେବେଳେ ଅଶୋକ ଚମ୍ପତିଙ୍କ ସ୍ତ୍ରୀ ଏହାର ଉତ୍ତର ଦେଇ କହିଥିଲେ କି ତାଙ୍କର ସ୍ବାମୀ ମରି ଯାଆନ୍ତୁ ବୋଲି। ଆଉ ଏଥିରୁ ହିଁ ବାରି ହୋଇ ପଡ଼ୁଛି ସେ ତାଙ୍କର ସ୍ତ୍ରୀ ଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି ବୋଲି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।