ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ଯୁବତୀଙ୍କ ସହ ଏଭଳି କିଛି କରିଛନ୍ତି ଜଣେ ମହିଳା ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଯୁବତୀ ଜଣଙ୍କୁ ଏହି ମହିଳା ଜଣକ ମାଡ ମାରିଛନ୍ତି । ଏହି ଯୁବତୀ ଜଣକ ହେଉଛନ୍ତି ପ୍ରଜ୍ଞା ସୁଚରିତା ଦାସ । ସେ ଭୁବନେଶ୍ଵରରେ ଏକ କମ୍ପାନୀରେ ଚାକିରି କରୁଥିଲେ ।

ଏହି କମ୍ପାନୀର ମାଲିକଙ୍କ ସ୍ତ୍ରୀ ବର୍ଷାରାଣୀ ପ୍ରଧାନ ତାଙ୍କୁ ମାଡ ମାରିଛନ୍ତି । ଏହି ଯୁବତୀ ଜଣକ ରୁମକୁ ଯାଇଥିଲେ ଆଉ ରୁମ୍ କବାଟ ବାଡେଇ ସେଠାରେ ଏହି ମହିଳା ଜଣକ ଚାରି ପାଞ୍ଚୋଟି ମିଡିଆ ଟିମ୍ ଆଉ ଗୁଣ୍ଡା ଆଉ ତାଙ୍କ ବାପା ମାଆ ପହଞ୍ଚିଥିଲେ । ଏହି ମହିଳା ଜଣଙ୍କୁ ସେ ଜାଣି ନଥିଲେ କି କିଛି ବି ଝଗଡ଼ା ନଥିଲା କିଛି କାରଣ ନାହିଁ ମଧ୍ଯ ଏହି ଯୁବତୀ ଜଣକୁ ମାଡ ମାରିଛନ୍ତି ଆଉ ଏହି ଯୁବତୀ ଜଣଙ୍କ ଠାରୁ ସୁନା କାନଫୁଲ ଆଉ ଚେନ ନେଇ ଯାଇଥିଲେ । ଏହି ଯୁବତୀ ଜଣକ ସହ ସେହି ମହିଳାଙ୍କ ସ୍ବାମୀଙ୍କ ସମ୍ପର୍କ ଥିଲା ଭାବି ସେହି ମହିଳା ଜଣକ ମାଡ ମାରିଥିଲେ ।

ଅଫିସ ଘଣ୍ଟା କାମ ଭିତରେ ଏହି ଯୁବତୀ ଜଣକ ସହ ଏଭଳି କଥା ଘଟିଥିଲା । ଏହି ମହିଳା ଜଣକ ଏବେ ଅନେକ ଭିଡିଓ କରିଥିଲେ । ଆଉ ତାଙ୍କ ସ୍ଵାମୀଙ୍କ ସହ ସମ୍ପର୍କ ଅଛି ବୋଲି ମହିଳା ଜଣକ ଭାବି ଏଭଳି କାମ କରିଛନ୍ତି । ଏହି ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ । ଆଉ ସେ ଓକିଲ ଧରିଲେ ଆଉ ଡିସିପିଙ୍କୁ ଦେଖା କରିଲେ କିନ୍ତୁ କିଛି ବି ହେଲା ନାହିଁ ।
ଏହି ମହିଳା ଜଣକ ମେଣ୍ଟାଲ ଆଉ ସାଇକୋ ବୋଲି କହିଥିଲେ । ଆଉ ଏହିସବୁ ମିଥ୍ୟା ବୋଲି ଯୁବତୀ ଜଣକ କହିଛନ୍ତି । ଏହି ଯୁବତୀ ଜଣଙ୍କ ତାଙ୍କ ମାଲିକ ସହ କିଛି ବି ସମ୍ପର୍କ ରଖି ନଥିଲେ । ଏହି ଯୁବତୀ ଜଣକ ନାଁରେ ଏହି ମହିଳା ଆଉ ତାଙ୍କ ପରିବାର ଅନେକ ଅଭିଯୋଗ ଆଣିଛନ୍ତି ଯାହା ମିଥ୍ୟା ଅଟେ । ଏହି ମହିଳା ଜଣକ ଅଣ୍ଡର ଟେକିଂ ଲେଖି ମଧ୍ୟ କିଛି କରୁନାହାନ୍ତି । ଏହି ମହିଳା ଜଣଙ୍କ ନାଁରେ ଏବେ ଥାନାରେ ଅଭିଯୋଗ କରିଛନ୍ତି । ବର୍ଷାରାଣୀ ପ୍ରଧାନ ନାମକ ମହିଳା ଅଣ୍ଡର ଟେକିଙ୍ଗରେ ଏହି ଭିଡିଓ ପ୍ରାଙ୍କ ବୋଲି ଲେଖିଥିଲେ । ଏଭଳି ଅନେକ କଥା ଏବେ ଯୁବତୀ ଜଣକ କହିଛନ୍ତି ଆଉ ନ୍ୟାୟ ଦାବି କରିଛନ୍ତି ।