Feb 5, 2025, 23:39 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ଯୁବକ ସାହସ ଅଛି ତ ଖୋଲିକି ଦେଖାଅ, ଆଉ ତାପରେ

Bb

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ହେଉଥିବା ଅଶ୍ଳୀଳ ନୃତ୍ୟ କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ ଏବେ ଯେଉଁ ଅଭିନେତ୍ରୀ ମାନେ ଅଶ୍ଳୀଳ ନୃତ୍ୟ କରୁଥିଲେ ସେମାନଙ୍କୁ ଖଣ୍ଡଗିରି କୁ ମନା କରା ଯାଇଛି।ଯାହାକୁ ନେଇ ଏବେ ବାବୁ ସିଂ ଯେଉଁ ଠେଙ୍ଗା ର ଉଦାହରଣ ଦେଇଛନ୍ତି ତାହାକୁ ନେଇ ବ୍ୟକ୍ତି ଜଣକ କହିଛନ୍ତି କି ଖଣ୍ଡଗିରି କୁ ଥରେ ଆସିକି ଦେଖାଅ ବୋଲି।
Hb
ଏଭଳି କି ସେ ଖଣ୍ଡଗିରି କୁ ଥରେ ଆସିକି ଦେଖାଅ ବୋଲି ଚେତାବନୀ ଦେଇଥିଲେ। ବାବୁ ସିଂ ପୂର୍ବରୁ କେଉଁ ଜଣେ ବିଧାୟକ କହିଥିଲେ କି ଭୁବନେଶ୍ୱର ର ଖଣ୍ଡଗିରୀ ରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେଉ ବୋଲି। କେହି କାହାକୁ ଠେଙ୍ଗା ରେ ବାଡେଇ ନଥାଏ ଠେଙ୍ଗା କୁ ବାଡେଇବା ର ଅର୍ଥ ହେଉଛି ଆଇନ କୁ ହାତକୁ ନେବା। ଏନେଇ ଦଳୀୟ କର୍ମୀ ଙ୍କୁ ମଧ୍ୟ କେହି ପ୍ରୋତ୍ସାହିତ କରିବେ ନାହିଁ। ଯିଏ ଯାହା କହିଲେ ବି ବିଧାୟକ ତାଙ୍କ କଥାର ଉତ୍ତର ଦେବେ ନାହିଁ।
Hb
ସେ ନାଚୁ ଛନ୍ତି ଠିକ୍ ଅଛି କାରଣ ସେମାନେ ତାଙ୍କର ପେଟ ପାଟଣା ପାଇଁ ନାଚୁ ଛନ୍ତି। ହେଲେ ନାଚୁ ନାଚୁ ନିଜର ପୋଷାକ ଖୋଲି ପୂରା ଉଭା ଲଙ୍ଗଳା କଣ ପାଇଁ ହେଇ ଯାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏସବୁ ଭୁଲ ରେ ହୋଇ ନଥାଏ ବରଂ ସେମାନେ ଜାଣି ଶୁଣି ହିଁ ଏହି ଭୁଲ୍ କରି ଥାଆନ୍ତି। ଜାଣି ଶୁଣି ଯିଏ ଭୁଲ୍ କରୁଛି ତାକୁ ଆଉ କିଛି ନୁହେଁ ତାକୁ କେବଳ ମାଡ଼ ହିଁ ଦରକାର୍। ଏମାନଙ୍କ ନାଚ ସବୁ ବନ୍ଦ ହେବା ସହ ବ୍ୟକ୍ତି ଜଣକ କହିଥିଲେ କି ,
ଭୁବନେଶ୍ଵରରେ ଯେତେ ସବୁ ବାର୍ ଅଛି ଯେଉଁଠାରେ କି ଲୋକମାନେ ମଦ ପିଉ ନିର୍ଦ୍ଧିଷ୍ଟ କୋଠରୀ ଭିତରେ ଲଙ୍ଗଳା ନାଚ ଦେଖୁଛନ୍ତି ସେଠାରେ ମଧ୍ୟ ଚଢ଼ାଉ ହେଇ ଏହି ନୃତ୍ୟ ସବୁ ବନ୍ଦ ହୋଇ ବୋଲି କହିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Advertisement