ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ କିନ୍ନର ସଭାପତି ମୀରା ପରିଡ଼ାଙ୍କୁ ଜାଣିଥିବେ । ଏହି ବ୍ୟକ୍ତିତ୍ଵ ଜଣକ ଅନେକ କିଛି କରିଛନ୍ତି । ସେ ସବୁବେଳେ କିନ୍ନର ସମାଜ ପାଇଁ ସରକାରଙ୍କ ପାଖରେ ସବୁ ସୁବିଧା ପାଇଁ ଆବେଦନ କରିଛନ୍ତି । ଏବେ ତାଙ୍କ ସାଙ୍ଗକୁ ନେଇ କିଛି ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ପୁରୁଷ ତାଙ୍କ ସ୍ତ୍ରୀକୁ ନେଇ କିଛି କଥା କହିଛନ୍ତି ଯାହା ଜାଣିପାରିବେ ।

ଖବର ଆସିଛି କି ଜଣେ ମହିଳା ମୀରା ପରିଡ଼ା ନାଁରେ ବଦନାମ କରୁଛି । ମୀରା ପରିଡ଼ା ତାଙ୍କୁ ଟଙ୍କା ଦେଇ ଦେବେ କି ? ଏଭଳି ଭାବି ସେ ବଦନାମ କରୁଛନ୍ତି । ମୀରା ପରିଡ଼ାଙ୍କ ବନ୍ଧୁ ଅଶୋକ ଚମ୍ପତି ତାଙ୍କ ସ୍ତ୍ରୀଙ୍କ ଠାରୁ ଅଲଗା ରହୁଛନ୍ତି । ଆଉ ଏହି ବିଷୟରେ ମଧ୍ୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଖବର ପାଇପାରିବେ । ମୀରା ପରିଡ଼ା ତାଙ୍କ ବନ୍ଧୁଙ୍କ ପତ୍ନୀକୁ ତାଙ୍କ ବନ୍ଧୁଙ୍କ ପାଖରେ ରାତିରେ ଛାଡି କରି ଆସିଥିଲେ । ଆଉ ସେଠାରେ ତାଙ୍କ ପାଖରେ ମିଡିଆ ପହଞ୍ଚି ଯାଇଥିଲା ।

ଏହି ବ୍ୟକ୍ତି ଜଣକ ୨୦୧୩ ମସିହାରେ ବିବାହ କରିଥିଲେ । ଆଉ ତାଙ୍କର ଛାଡ଼ପତ୍ର ଆବେଦନ ୨୦୧୭ ମସିହାରେ ହୋଇଥିଲା । ଆଉ ଏବେ ତାଙ୍କର ଛାଡ଼ପତ୍ର ହୋଇଯାଇଛି । ଏବେ ଏହି ଯୁବକ ଜଣଙ୍କର ସ୍ତ୍ରୀ ଟଙ୍କା ମାଗୁଛନ୍ତି । ଅଶୋକ ଚଂପତିଙ୍କ ସ୍ତ୍ରୀ ୧୦ ଲକ୍ଷ ଟଙ୍କା ମାଗିଛନ୍ତି । ଆଉ ଏହାକୁ ସେ ଦେବେ ବୋଲି କହିଛନ୍ତି । ଏହି ବ୍ୟକ୍ତି ଜଣକ କ୍ୟାନସର ହୋଇଥିଲା । ଆଉ ଏବେ ତାଙ୍କର ସ୍ବାସ୍ଥ୍ୟ ଭଲ ଅଛି । ଏବେ ଏହି ବ୍ୟକ୍ତି ଜଣକ କେଉଁଠାରୁ ଏହି ଟଙ୍କା ଆଣିବେ ବୋଲି ଏବେ ପ୍ରଶ୍ନ ଆସୁଛି ।
ତାଙ୍କୁ ବହୁତ କଷ୍ଟ ହେଉଛି ବୋଲି ସ୍ଵାମୀ ଜଣକ କହିଛନ୍ତି । ସ୍ଵାମୀ ଜଣକ ପାଖରେ ଥିବା ସବୁ ଜିନିଷ ସେ ବିକ୍ରି କରି ଦେଇ ୧୦ ଲକ୍ଷ ଟଙ୍କା ଯୋଗାଡ କରିଛନ୍ତି । ଏହି ସ୍ଵାମୀ ଜଣକ ତାଙ୍କ ସ୍ତ୍ରୀଙ୍କ ପାଖରେ ରହିବାକୁ ଚାହୁଁ ନାହାନ୍ତି । ଆଉ ଏହି ଭିତରେ ସ୍ତ୍ରୀ ଜଣକ ଭରଣପୋଷଣ ପାଇଁ ୧୦ ଲକ୍ଷ ଟଙ୍କା ମାଗିବାକୁ ସ୍ଵାମୀ ଜଣକ ଗୁରୁତର ଭାବରେ ଏହି ଘଟଣାକୁ ନେଇ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।