ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ନିଜ ଶରୀର ସୁଖ ପାଇଁ ଲୋକମାନେ ଏଭଳି ସବୁ ହେଉଛନ୍ତି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ଯିଏ ବିବାହ କରିଥିଲେ । ଆଉ ତାଙ୍କର ଦୁଇଟି ପୁଅ ମଧ୍ୟ ଥିଲା ଆଉ ଏହି ପୁଅମାନେ ଆଉ ତାଙ୍କ ସ୍ତ୍ରୀ ସହ ପରିବାର ଭଲରେ ଚାଲିଥିଲା କିନ୍ତୁ ଏଭଳି କିଛି ଘଟିଯିବ କିଏ ବା ଜାଣିଥିଲା ।

ଏହି ଦୁଇପୁଅଙ୍କୁ ଜନ୍ମ ଦେଇ ବଡ କରିବା ପରିହି ଦୁଇ ବର୍ଷ ହେବ ମାଆ ଜଣକ ଆରପାରିକୁ ଚାଲିଗଲେ । ଆଉ ମାଆ ଜଣକ ମରିଯିବା ପରେ ଛୁଆଙ୍କ ବାପା ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ । ବାପା ଜଣକ ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ପୁଅମାନେ ମନା କରୁଥିଲେ ଆଉ ଏହାପରେ ବାପା ଏଭଳି କାମ କରିଲେ । ବାପା ଜଣକ ଦ୍ଵିତୀୟ ବିବାହ କରିବ ବୋଲି ପୁଅମାନେ ମନା କରିବାରୁ ପୁଅଙ୍କ ଜୀବନ ନେଇଗଲା ବାପା । ଏହି ନୃଶଂସ ବାପା ଜଣକ ଏଭଳି କାମ କରିଲା ।

ଏହି ପିଲାମାନେ ସ୍କୁଲରେ ପାଠ ପଢୁଥିଲେ । ଏହି ପିଲାମାନେ ହେଉଛନ୍ତି ଆକାଶ ମହାନ୍ତି ଆଉ ବିକାଶ ମହାନ୍ତି । ଆକାଶ ମହାନ୍ତିଙ୍କ ବୟସ ୧୪ ବର୍ଷ ଆଉ ବିକାଶ ମହାନ୍ତିର ବୟସ ୯ ବର୍ଷ । ବାପା ପ୍ରକାଶ ମହାନ୍ତିଙ୍କର ଦ୍ଵିତୀୟ ବିବାହ ହେବାକୁ ମନା କରୁଥିଲେ ଆକାଶ । ଆଉ ଏହିପରେ ବାପା ରାଗିଯାଇ କରିଥିଲା ଏଭଳି କାମ । ମିଳିଥିବା ଖବର ଅନୁସାରେ ଯେଉଁଦିନ ଏହି ଘଟଣା ଘଟିଥିଲା ତା ପୂର୍ବଦିନ ପ୍ରକାଶ ମହାନ୍ତି ପାଇଁ ଏକ ପ୍ରସ୍ତାବ ଆସିଥିଲା ।
ଆଉ ଏହି ପ୍ରସ୍ତାବକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ପୁଅକୁ ମାରି ଦେଲା ବାପା । ଜେଜେମା ମଧ୍ୟ ଏହି ଘଟଣାରେ ସାମିଲ ଅଛି । ଜେଜେମା ସୌରୀ ମହାନ୍ତି ଏହି ଦୁଇ ନାତିକୁ ମାରିବାରେ ସାହାଯ୍ୟ କରିଥିଲେ । ଏହି ଦୁଇଜଣ ପୁଅକୁ ମାରି ଦେଇ ଟାଙ୍ଗି ଦେଇଛନ୍ତି । ଏହି ଘଟଣା ହ-ତ୍ୟା ଅଟେ କିନ୍ତୁ ଏହାକୁ ଆ-ତ୍ମ-ହ-ତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ ବାପା ଆଉ ଜେଜେମା । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଦୋଷୀକୁ ଦଣ୍ଡ ମିଳିବା ଉଚିତ୍ ବୋଲି ଦାବି କରାଯାଇଛି ।