ବର୍ତ୍ତମାନ ସମୟରେ ଆମ ସମାଜରେ ଏଭଳି ଘଟଣା ଘଟିବାରେ ଲାଗିଛି ଯାହା ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏବେ ସୋସିଆଲ ମିଡ଼ିଆ ରେ ଏକ ଖବର ଖୁବ ଭାଇରାଲ୍ ହେବାରେ ଲାଗିଛି। ହୋଟେଲ ଭିତରେ ରାତି ଅଧରେ ଚଢ଼ାଉ କରିଥିଲା ପୋଲିସ। ରାତି ଅଧରେ ମଧ୍ୟ ମୁହଁ ଲୁଚାଇ ଧାଉଁଛନ୍ତି ଝିଅ। ଆଉ ଝିଅ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି ପୋଲିସ। ଯେତେବେଳେ ପୋଲିସ ହୋଟେଲ ଭିତରେ ଯାଇ କବାଟ ପିଟୁଛି,

ସେତେବେଳେ ଝିଅ ମାନେ ଅର୍ଦ୍ଧନଗ୍ନ ହୋଇ ଘର ଭିତରୁ ବାହାରିବାରେ ଲାଗିଛନ୍ତି। ଆଉ ଏବେ ଏଭଳି କିଛି ଦୃଶ୍ୟ ମୋବାଇଲ୍ ରେ ସବୁ ରେକର୍ଡ ହୋଇ ଯାଇଛି। ପୋଲିସ କବାଟ ଖୋଲି ଜଣ ଜଣ ଦେହଜୀବୀ ଙ୍କୁ ଘରୁ ବାହାର କରୁଛି। ଆଉ କେତେବେଳେ କୋଉ ଝିଅକୁ ସିଧା ତାର ମୁହଁ ଲୁଚାଇ ନେଇ ଗାଡ଼ିରେ ବସାଉଛି। ଏଭଳି କିଛି ରାତି ଅଧରେ ଘଟିଥିବା ବେଳେ ଏବେ ସୋସିଆଲ ମିଡ଼ିଆ ରେ ଯେମିତି ଭାଇରାଲ୍ ହେଉଛି।

ଯୁବତୀ ଜଣକ ହାତରେ ପଲିଥିନ ବ୍ୟାଗ୍ ଧରି ମୁହଁ ଲୁଚାଇ ଲୁଚାଇ କାନ୍ଦି କାନ୍ଦି ଦୌଡ଼ି ଛନ୍ତି। ସିଧା ଯାଇ ସେ ପୋଲିସ ଭ୍ୟାନ ରେ ବସି ପଡ଼ୁଛନ୍ତି। ସେମାନେ ଗୋଟେ ଗୋଟେ ଦେହଜୀବୀ ବୋଲି ସବୁ ସତ ପୋଲିସ ଆଗରେ ମାନି ଯାଇଛନ୍ତି। ଏହି ହୋଟେଲ୍ ରେ ଦେହ କାରବାର ଚାଲି ଥିବାର ସୁଚନା ମିଳିଛି। ଦୁଇରୁ ତିନିଜଣ ଯୁବତୀଙ୍କୁ ନେଇ ଏଭଳି କିଛି ଧନ୍ଦା ଚାଲିଥିବା ବେଳେ ପୋଲିସ ଧରି ଦେଇଥିଲା।
ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଅନେକ କଥା କହିଛନ୍ତି। କେତେକ ଲୋକ ଏଭଳି କାର୍ଯ୍ୟକୁ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।