Mar 22, 2025, 14:29 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଧ୍ବଂସ ହେବ ପୃଥିବୀ ମାଡ଼ି ଆସୁଛି ୫ଟି ବିଶାଳ...!

Gg

ଏବେ ଖବର ଆସିଛି ସମସ୍ତେ ସଜାଗ ହୋଇ ଯାଆନ୍ତୁ ଆଉ ଏବେ ଏଭଳି କିଛି ଘଟଣା ଘଟିବାକୁ ଯାଉଛି । ଖବର ଆସିଛି କି ଆଉ ମାତ୍ର କିଛି ଦିନ ପରେ ଦୁଇଫାଳ ହୋଇଯିବ ପୃଥିବୀ । କାରଣ ଦ୍ରୁତଗତିରେ ଖସୁଛି ୫ଟି ବିରାଟକାୟ ପଥର । ୨୦୨୫ ମସିହା ମାର୍ଚ୍ଚ ମାସରେ ଜ୍ୟୋତିର୍ବିଜ୍ଞାନରେ ଏକ ଆକର୍ଷଣୀୟ ସଂଯୋଗ ଘଟିବାକୁ ଯାଉଛି । ୬ ଦିନ ମଧ୍ୟରେ ଏହି ୫ଟି ଆଷ୍ଟ୍ରୋଏଡ ପୃଥିବୀ ପାଖ ଦେଇ ଅତିକ୍ରମ କରିବ । ଏହି ଆଷ୍ଟ୍ରୋଏଡ ବହୁତ ବଡ ବୋଲି ସୂଚନା ମିଳିଛି ।
Ff
ଏହି ଆଷ୍ଟ୍ରୋଏଡ ଦିଲ୍ଲୀର ତାଜମହଲର ଦୁଇଗୁଣ ବଡ ବୋଲି ସୂଚନା ମିଳିଛି । ଏହି କଥା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଅନେକ କିଛି ନିଜ ମନରେ ଭାବୁଛନ୍ତି । ଏହା ପୃଥିବୀ ଠାରୁ ୯.୨୫ ଲକ୍ଷ ମାଇଲ ଦୂରତାରେ ଗତି କରିବ । ଆଷ୍ଟ୍ରୋଏଡ ୨୦୨୧ ଏଚ ୧ ୯୮ ଫୁଟ ଲମ୍ବା ଅଟେ । ସେହିଭଳି ଆଷ୍ଟ୍ରୋଏଡ ୨୦୨୫ ଏଫ୍ ଇ ୧୩୦ ଫୁଟ ଲମ୍ବା ଅଟେ । ଏହା ମଧ୍ୟ ପୃଥିବୀ ଠାରୁ ଦୂରରେ ଗତି କରିବ । ଏହି ଦୁଇଟି ଆଷ୍ଟ୍ରୋଏଡ ଦୂରରେ ଥିବାରୁ କିଛି କ୍ଷତି ହେବ ନାହିଁ । 
Gg
ପୃଥିବୀ ପୃଷ୍ଠ ଠାରୁ ଏହି ଦୁଇଟି ଆଷ୍ଟ୍ରୋଏଡ ଦୂରରେ ଥିବାରୁ ଏହା ପୃଥିବୀର କୌଣସି କ୍ଷତି କରିବ ନାହିଁ ବୋଲି ବୈଜ୍ଞାନିକମାନେ କହିଥିବା ବେଳେ ଏହି ଆଷ୍ଟ୍ରୋଏଡ ଗତିପଥ ଉପରେ ବୈଜ୍ଞାନିକମାନେ ନଜର ରଖିଛନ୍ତି । ଏହି ଆଷ୍ଟ୍ରୋଏଡ ଯଦି ପୃଥିବୀ ସହ ମାଡ ହୁଏ ତାହେଲେ ଏହା ପରମାଣୁ ବୋମା ସହ ସମାନ ହୋଇଯିବ । ଏବେ ଦୁଇଟି ଆଷ୍ଟ୍ରୋଏଡ ମଧ୍ୟ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ।ଆଉ ପୃଥିବୀ ଠାରୁ ଟିକେ ଦୂରରେ ଏହି ଆଷ୍ଟ୍ରୋଏଡ ଗତି କରିବ । 
ଏହି ଆଷ୍ଟ୍ରୋଏଡ ଯଦି ପୃଥିବୀ ପୃଷ୍ଠରେ ବାଡେଇ ହୁଏ ତାହେଲେ ପୃଥିବୀ ଦୁଇ ଫାଳ ହୋଇଯିବ ବୋଲି ସୂଚନା ମିଳୁଛି । ଏହି ୫ଟି ଆଷ୍ଟ୍ରୋଏଡ ଭିତରୁ କୌଣସି ବି ଆଷ୍ଟ୍ରୋଏଡ ପୃଥିବୀ ସହ ଧକ୍କା ହେବ ନାହିଁ । ଆଉ ଯଦି ଏହି ଆଷ୍ଟ୍ରୋଏଡ ଭିତରୁ କୌଣସି ଗୋଟିଏ ବି ପୃଥିବୀ ସହ ଧକ୍କା ହୁଏ ତାହେଲେ ପୃଥିବୀରେ ସୁନାମି, ଭୂମିକମ୍ପ ଏବଂ ଅନେକ କିଛି ବିପତ୍ତି ଆସିବ । ପୃଥିବୀ ସହ ଏହି ଆଷ୍ଟ୍ରୋଏଡ ଧକ୍କା ହେଲେ ଏଭଳି ଅନେକ କିଛି ଘଟଣା ଘଟିବ । ଏବେ ଏହି ସବୁ ଉପରେ ନଜର ରଖାଯାଇଛି ।

Advertisement