ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମିକ ଆଉ ପ୍ରେମିକା ଏଭଳି କିଛି କାମ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କିଛି କାମ କରିବେ । ରାସ୍ତା କଡ଼ରେ ପ୍ରେମିକ ଜଣକ ପ୍ରେମିକାର ଶବକୁ ପକାଇଥିଲା । ଆଉ ସେହି ଯୁବତୀ ଜଣଙ୍କର ଶବକୁ କୁକୁର ଟାଣି ଟାଣି ଖାଉଥିଲା ।
ଗାଁ ଲୋକମାନେ ଏହି ଯୁବତୀ ଜଣଙ୍କର ଶବକୁ ଦେଖିଥିଲେ ଆଉ ତାଙ୍କ ଉଲଗ୍ନ ଶରୀର ଉପରେ ଗାମୁଛା ଘୋଡାଇ ଦେଇଥିଲେ । ଆଉ ଏହିପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଆଉ ଏହି ଖବର ଅନୁସାରେ ପୋଲିସ ସେଠାରେ ପହଞ୍ଚିଥିଲେ । ଆଉ ଶବକୁ ନେଇ ପୋଷ୍ଟମର୍ଟମ୍ କରିଥିଲେ । ଝିଅକୁ ପ୍ରଥମେ ଦୁ-ଷ୍କ-ର୍ମ କରାଯାଇଛି । ଆଉ ତାପରେ ଝିଅର ଶବକୁ କୁକୁରକୁ ଖାଇବାକୁ ଦିଆଯାଉଛି ବୋଲି ସୂଚନା ମିଳିଛି । ଏହି ଝିଅଟି ଗୋଟିଏ ଛୋଟ ଗାଁର । ଆଉ ତାର ନାମ ହେଉଛି ଗାଙ୍ଗୀ ।
ଗାଙ୍ଗି ଯେତେବେଳେ ଜନ୍ମ ହୋଇଥିଲା ତାଙ୍କ ପରିବାର ଏବଂ ସାହି ପଡିଶା ବହୁତ ଖୁସି ଥିଲେ । ଗାଂଗୀ ଜନ୍ମ ହେବା ଖୁସିରେ ଗାଁରେ ମିଠା ମଧ୍ୟ ବଣ୍ଟା ଯାଇଥିଲା । ଧୀରେ ଧିରେ ଝିଅ ବଡ ହେବାକୁ ଲାଗିଲା । ଆଉ ଝିଅ ବଡ ହୋଇ ପାଠ ପଢିବାକୁ ଲାଗିଲା । ଆଉ ଅଧିକ ପାଠ ପଢ଼ାଇବା ପାଇଁ ବାପା ମାଆଙ୍କ ଅର୍ଥ ନଥିଲା । ଶେଷରେ ଝିଅ ଘରକାମ କରିଲା ଆଉ ଗାଁରେ ବୁଲିବାକୁ ଲାଗିଲା । ଏହାପରେ ଝିଅକୁ ପ୍ରେମ ହୋଇଥିଲା । ସେହି ଗାଁର ନରେଶ ନାଁରେ ଜଣେ ଯୁବକଙ୍କୁ ସେ ପ୍ରେମ କରିଲା ।
ନରେଶ ଗାଙ୍ଗୀକୁ ପ୍ରେମ ନିବେଦନ କରିଥିଲା ଆଉ ପ୍ରଥମେ ପ୍ରଥମେ ଝିଅ ମନା କରିଥିଲା । ଆଉ ଏହାପରେ ସେମାନେ ପରସ୍ପରକୁ ଭଲ ପାଇଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଝିଅ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା । ଏହାପରେ ନରେଶ ଆଉ ଜଣେ ଯୁବତୀଙ୍କୁ ଭଲ ପାଇଥିଲା । ଆଉ ତାପରେ ଗାଙ୍ଗୀ ଏହି କଥା ଜାଣି ପାରିଥିଲେ । ଆଉ ସେ ଏହି କଥା ଜାଣି ଗାଁକୁ ଆସିଲା । ଏହାପରେ ଗାଁ ପାଖ ଜଙ୍ଗଲକୁ ନେଇ ନରେଶ ପ୍ରେମିକା ଗାଙ୍ଗୀକୁ ବୁଝାଇବାକୁ ଲାଗିଥିଲା । ଆଉ ତା ସହ ସେଠାରେ ଶାରିରୀକ ସମ୍ପର୍କ ରଖିଥିଲା । ଆଉ ଶେଷରେ ତାଙ୍କୁ ହାଣି ଦେଇଥିଲା ଆଉ ସେଠାରେ ପକେଇ ଦେଇଥିଲା । ଏବେ ଏହି ନୃଶଂସ ପ୍ରେମିକ ଜଣଙ୍କୁ କେଉଁ ଦଣ୍ଡ ମିଳୁଛି ତାକୁ ହିଁ ଅପେକ୍ଷା ରହିଛି ।