Jan 11, 2025, 08:03 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଚାଲିଥିଲା ଛାଡ଼ପତ୍ର କେସ୍ ହଠାତ୍ ସ୍ବାମୀ କଲା କାଣ୍ତ ଆଉ ତାପରେ...

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ବିବାହ କରିବା ଆଉ ତାପରେ ଛାଡ଼ପତ୍ର ହେବା ଏକ ସାଧାରଣ କଥା ହୋଇଗଲାଣି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଏଭଳି କିଛି ଘଟଣା । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଘଟଣା ଜାଣିବେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ବିବାହ କରିଥିଲେ । 
Bh
ଆଉ ସେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ । ଏବେ ଖବର ଆସିଛି ଏହି ସ୍ତ୍ରୀ ଜଣକ ସହିତ ଏଭଳି କିଛି କରିଲା ସ୍ଵାମୀ । ସ୍ଵାମୀ ଜଣକ ଷ୍ଟେସନ ନିକଟକୁ ସ୍ତ୍ରୀ ଜଣଙ୍କୁ ଡ଼ାକି କରିଥିଲା ଏଭଳି କାମ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ସ୍ଵାମୀ ଜଣକ ସ୍ତ୍ରୀ ଜଣଙ୍କୁ ଡ଼ାକି ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି । ମହିଳା ଜଣକ ସ୍ଵାମୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ସ୍ତ୍ରୀ ଜଣକ ସହିତ ଏଭଳି କରିଛି ସ୍ଵାମୀ ।
Gh
ଏବେ ସ୍ଵାମୀ ଜଣକ ସ୍ତ୍ରୀ ଜଣକ ଉପରେ ଆକ୍ରମଣ କରି କେଉଁଆଡେ ଫେରାର ହୋଇ ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ବାଲେଶ୍ଵର ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । ଏବେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳା ଜଣକର ସ୍ଵାମୀ ତାଙ୍କ ହାତ ଆଉ ବେକ ଉପରେ ଛୁରୀରେ ଆକ୍ରମଣ କରିଛନ୍ତି । ତାଙ୍କୁ ସେହି ପାଖରେ ଥିବା ପୋଲିସ ପାଖ ମେଡ଼ିକାଲକୁ ନେଇଥିଲା । ଆଉ ଏବେ ସେ ଚିକିତ୍ସିତ ହେଉଛନ୍ତି । ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।
ଆଉ ଏହି ଝଗଡ଼ା ଏଭଳି ରୂପ ନେଇଛି । ଦୀର୍ଘଦିନ ହେବ କୋର୍ଟରେ ଏହି ଘଟଣା ଚର୍ଚ୍ଚା ହେଉଛି । ଉଭୟ ଛାଡ଼ପତ୍ର ଆବେଦନ କରିଥିଲେ । ଛାଡ଼ଯତ୍ର ବାବଦକୁ କିଛି କାଗଜ ଦେବାକୁ ସ୍ଵାମୀ ଜଣକ ଡାକିଥିଲେ । ଆଉ ସେ ଡାକିବା ପରେ ଏଭଳି କାମ କରିଥିଲେ । ଏହି ବ୍ୟକ୍ତି ଜଣକ ଛୁରୀରେ ତାଙ୍କ ବେକ ହାତ ଟିକେ କାଟି ଦେଇଛି । ଏବେ ଏହି ସ୍ଵାମୀ ଜଣଙ୍କୁ ପୋଲିସ ଖୋଜୁଛି । ସ୍ଵାମୀ ଜଣକ କାଗଜ ଦେବାକୁ ସ୍ତ୍ରୀକୁ ଡାକିଥିଲେ । ଆଉ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଆଉ ତାପରେ ଏଭଳି କିଛି କରିଥିଲେ ସ୍ଵାମୀ ଜଣକ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement