Dec 11, 2024, 15:49 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବେଦୀରେ ବର...ସ୍କ୍ରିନ୍ ରେ ଚାଲିଲା ବ୍ଲୁ ଫିଲ୍ମ ଆଉ ତାପରେ...

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଜାକଜମକରେ ବାହାଘର ହେବାକୁ ପ୍ରାୟ ସମସ୍ତେ ଚାହିଁ ଥାଆନ୍ତି । ଆଉ ଅନେକ ଲୋକ ମଧ୍ୟ ଜାକଜମକରେ ବାହାଘର ବି ହୋଇଥାନ୍ତି କିନ୍ତୁ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ବର ସହ ଏଭଳି କିଛି ଘଟିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 
Gg
ଆପଣମାନେ ସମସ୍ତେ ତ ଆଜିକାଲିକା ବାହାଘର ଦେଖିଥିବେ । ସେପଟେ ବର କନ୍ୟା ବସିଥିବା ବେଳେ ଏପଟେ ପ୍ରୋଜେକ୍ଟର ସାହାଯ୍ୟରେ ଲୋକମାନେ ତାଙ୍କର ବାହାଘର ଭିଡିଓ କିମ୍ବା ଅନ୍ୟ କିଛି ଭିଡିଓ ଦେଖି ଥାଆନ୍ତି । ଏହି ବାହାଘରରେ ମଧ୍ୟ ଏଭଳି ସୁବିଧା ହୋଇଥିଲା । ବର ଜଣକ କନ୍ୟା ଘରେ ବରଯାତ୍ରୀ ନେଇ ପହଞ୍ଚି ସାରିଥିଲା । ଆଉ ବର ଷ୍ଟେଜରେ ବସିଥିଲା ଏବଂ କନ୍ୟା ବିବାହ ପାଇଁ ସଜ ହେଉଥିଲା । କିନ୍ତୁ ସେଠାରେ ହଠାତ୍ ଚାଲିଲା ବରର ବ୍ଲୁ ସିନେମା । ଏହି ଅ-ଶ୍ଳୀ-ଳ ଭିଡିଓର ନାୟକ ଥିଲେ ବର ହେବାକୁ ଯାଉଥିବା ବ୍ୟକ୍ତି । 
Yy
ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିଏ ଏହି ଭିଡିଓ ଚଲାଇଲା ଆଉ କାହିଁକି ? ଏହାପରେ ବର ଉପରେ ଆରମ୍ଭ ହୋଇଗଲା ଉତ୍ତମ ମଧ୍ୟମ । ସମସ୍ତେ ବରକୁ ବାଡେଇଲେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଏହି ଖବର ଏବେ ଇଣ୍ଟରନେଟରେ ଟ୍ରେଣ୍ଡରେ ରହିଛି । ସତରେ ଏହି ଘଟଣା ଚିନ୍ତାର ବିଷୟ ଅଟେ । ନବୁଝି ବାହାଘର କରିବାର ଏହା ହେଉଛି ପରିଣାମ । ଆଉ ଯଦି ଝିଅ ବିବାହ ହୋଇଥାନ୍ତା ତାହେଲେ କଣ ଯେ ହୋଇଥାନ୍ତା ତାହା ଭାବିଲେ ମୁଣ୍ଡ କଣ ହେଇଯାଉଛି । 
କନ୍ୟା ଜଣଙ୍କର ଭାଇ ତାଙ୍କ ଭେଣେଇ ହେବାକୁ ଥିବା ଯୁବକ ଜଣଙ୍କ ବିଷୟରେ ଜାଣି ପାରିଥିଲେ ଆଉ ସେ ତାଙ୍କ ଭଉଣୀକୁ ରକ୍ଷା କରିବା ପାଇଁ ଏଭଳି କରିଲେ । ସମସ୍ତଙ୍କ ସାମ୍ନାରେ ତାର ମୁଖା ଖୋଲିଦେଲେ ଆଉ ନିଜ ଭଉଣୀକୁ ରକ୍ଷା କରିଲେ । ଏବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବର ଜଣଙ୍କୁ କନ୍ୟା ଘରଲୋକେ ମାଡ ମାରିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣା ଚାଇନାର କୋଜିଏମ୍ ଅଞ୍ଚଳରେ ଘଟିଥିଲା । ଷ୍ଟେଜରେ ବର କନ୍ୟା ଛିଡ଼ା ହୋଇଛନ୍ତି ଆଉ ତାଙ୍କ ପଛରେ ଚାଲିଛି ବରର ଅ-ଶ୍ଳୀ-ଳ ଭିଡିଓ । ଏହି ଭିଡିଓ ଦେଖି ଅନେକ ୟୁଜର୍ସ ବିଭିନ୍ନ ପ୍ରକାରର ମତ ଦେଇଛନ୍ତି ।

Advertisement