Dec 12, 2024, 15:36 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବସ୍ ଚକା ତଳେ ବାଟି ହେଇଗଲେ ୧୦୦ ଲୋକ ରାସ୍ତା ସାରା ର-କ୍ତ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ସବୁ ଅଞ୍ଚଳର ଘଟଣା, ଦୁର୍ଘଟଣା ବିଷୟରେ ଜାଣିପାରିବେ । ଏବେ କିଛି ଖବର ଆସିଛି ବସ ଘଟଣାକୁ ନେଇ । ଏହି ଦୁର୍ଘଟଣା ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ମଝି ରାସ୍ତାରେ ବସ୍ ରଚିଛି ତାଣ୍ଡବ ଲୀଳା । ଏହି ଘଟଣା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ସବୁଆଡେ ହାହାକାର ଖେଳିଗଲା । ଏହି ବସ୍ ସାମ୍ନାକୁ ଯିଏ ଆସିଲା ସେ ତାର ଜୀବନ ହରିଦେଲା । ବସ ତାକୁ ଦଳି ଚକଟି ଦେଲା । 
Hh
ଏଭଳି ଅନେକ ଲୋକଙ୍କ ଜୀବନ ନେଇଗଲା ବସ୍ । ଏହି ବସ୍ ମଝି ରାସ୍ତାରେ ଯାଉଥିଲା ଆଉ ତାପରେ ଯାହା ସବୁ ଘଟିଲା ତାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ବ୍ୟସ୍ତ ବହୁଳ ଜୀବନ ଭିତରେ କେତେବେଳେ ଯେ ମରଣ ଆସିଯାଏ ତାହା କାହାକୁ ଜଣା ନଥିବ । ହସଖୁସିର ମୁହୂର୍ତ୍ତ ପାଲଟି ଯାଇଥାଏ ଦୁଃଖର ମୁହୂର୍ତ୍ତ । ଆଉ ଏହି ଘଟଣାର ଚିତ୍ର ଏବେ କ୍ୟାମେରାରେ କଏଦ ହୋଇଛି । ମଝି ରାସ୍ତାରେ ଚାଲିଛି ମରଣର ଖେଳ । ଏହି ବସ୍ ମଝି ରାସ୍ତାରେ ଚାଲୁଥିଲା ଆଉ ସାମ୍ନାକୁ ଯିଏ ଆସୁଛି ତାକୁ ଦଳି ଚକଟି ଆଗକୁ ବଢ଼ିବାରେ ଲାଗିଛି । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ଏଭଳି ଘଟଣା ଘଟିଥିଲା । 
Hh
କିଏ ଏହି ବସ୍ ଚକା ତଳେ ଚାପି ହୋଇ ମୃ-ତ୍ୟୁବରଣ କରୁଛି ତ ଆଉ କିଏ ଦରମରା ଅବସ୍ଥାରେ ସେଠାରେ ପଡ଼ି ରହିଛି । ଏହାସହ ସାମ୍ନାରେ ଆସୁଥିବା ଗାଡ଼ି ଗୁଡ଼ିକୁ ମଧ୍ୟ ଧକ୍କା ଦେଉଛି ଏହି ବସ୍ । ଏହି ଘଟଣା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହ ସବୁ ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ଏହି ଘଟଣା ଗତକାଲି ରାତିରେ ମୁମ୍ବାଇ ସହରରେ ଘଟିଛି । ଏହି ଘଟଣା ମୁମ୍ବାଇ କୁର୍ଲା ପଶ୍ଚିମ ରେଲଷ୍ଟେସନରେ ଦେଖିବାକୁ ମିଳିଛି । ଏହି ଘଟଣା ଆମ୍ବେଦକର ନଗରରେ ଘଟିଯାଇଛି । ଏହି ବସ୍ ରାତି ସମୟରେ କୁର୍ଲା ଷ୍ଟେସନରୁ ଅନ୍ଧାରୀ ଷ୍ଟେସନ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । 
ବସ ଇଲେକ୍ଟ୍ରୋନିକ ବସ୍ ଥିବା ବେଳେ ରାସ୍ତାକୁ ଆସିଥିବା ଗାଡ଼ି ଗୁଡିକ ଉପରେ ଚଢ଼ିବା ସହ ମଝି ରାସ୍ତାରେ ଥିବା ଲୋକଙ୍କ ଉପରେ ମଧ୍ୟ ଚଢ଼ିଗଲା । ଏହି ବସ୍ ଚଢ଼ିବା ଦ୍ଵାରା ୭ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୪୩ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ଅଛନ୍ତି । ଲୋକମାନେ ସନ୍ଦେହ କରୁଛନ୍ତି କି ଡ୍ରାଇଭର ବ୍ରେକ ଉପରେ ପାଦ ରଖିବା ବଦଳରେ ଏକ୍ସିଲିଟର ଉପରେ ପାଦ ରଖି ଦେଇଥିବେ । ଏବେ ପୋଲିସ ଏହି ଡ୍ରାଇଭର ଜଣଙ୍କୁ ଗିରଫ କରି ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ।

Advertisement