ଆପଣମାନେ ସମସ୍ତେ ଓଲିଉଡ ଜଗତର ଖବର ଉପରେ ନଜର ରଖୁଥିବେ । ଓଲିଉଡ ଜଗତର ମହାନ୍ କଳାକାର ଅନୁଭବ ମହାନ୍ତି ଏବେ ଦ୍ଵିତୀୟ ବିବାହ କରିଛନ୍ତି । ଏବେ ଏହି କଥାକୁ ନେଇ ଅନେକ ଖବର ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ମଧ୍ୟ କିଛି ଖବର ପାଇପାରିବେ । ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ସେମାନେ ପ୍ରେମ ବିବାହ କରିଥିଲେ ।

ଆଉ ଏବେ ସେମାନଙ୍କର ଛାଡ଼ପତ୍ର ହୋଇଛି । ଆଉ ଛାଡ଼ପତ୍ର ହେବା ପରେ ଅନୁଭବ ମହାନ୍ତି ଏବେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଅନୁଭବ ମହାନ୍ତି ଏବେ ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଏବେ ନିକଟରେ ତାଙ୍କର ନିର୍ବନ୍ଧ ସରିଛି ବୋଲି ସୂଚନା ମିଳିଥିଲା । ଏହି ଅଭିନେତା ଜଣଙ୍କର ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବହୁତ ଶୀଘ୍ର ସେମାନେ ଏକାଠି ହେବେ ବୋଲି ଖବର ମଧ୍ୟ ଆସୁଛି ।

ଏବେ ଏହିସବୁ କଥାକୁ ନେଇ ବର୍ଷାଙ୍କ କଥା ମଧ୍ୟ ସାମ୍ନାକୁ ଆସିଛି । ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଏହି ଦ୍ଵିତୀୟ ବିବାହ କଥା ଶୁଣି ମନ ଦୁଃଖ କରିଛନ୍ତି ବୋଲି ସୂଚନା ମିଳୁଛି । ବର୍ଷା ଆଉ ଅନୁଭବ ୨୦୧୪ ମସିହାରେ ବିବାହ କରିଥିଲେ ।ଆଉ ସେମାନେ ବହୁତ ଖୁସିରେ ଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ଭିତରେ ପାରିବାରିକ କଳହ ବଢ଼ିବାରେ ଲାଗିଲା । ଆଉ ଶେଷରେ ଏଭଳି କିଛି ହୋଇଗଲା । ଏହି ଅଭିନେତା ଆଉ ଅଭିନେତ୍ରୀଙ୍କ ପାରିବାରିକ କଲହରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ଏହି ଦୁଇଜଣ ଅଲଗା ହୋଇ ଯାଇଛନ୍ତି । ଆଉ ଏବେ ଏକାଠି ହେବାକୁ ଯାଉଛନ୍ତି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ବାନ୍ଧବୀ ଜାଗ୍ରତୀ । ସେମାନେ ଏହି ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ଆସିଥିଲା କିନ୍ତୁ ଏପର୍ଯ୍ୟନ୍ତ ଏହି କଥାକୁ ନ୍ତୀ କୌଣସି ତଥ୍ୟ ମିଳିନାହିଁ । କିନ୍ତୁ ବହୁତ ଶୀଘ୍ର ସ୍ଵାମୀ ଆଉ ସ୍ତ୍ରୀ ହେବାକୁ ଯାଉଛନ୍ତି ଅଭିନେତା ଅନୁଭବ ଏବଂ ସାମ୍ବାଦିକା ଜାଗ୍ରତୀ । ଏବେ ଏହି ଖବର ପାଇବା ପରେ ବର୍ଷା ପ୍ରିୟଦର୍ଶିନୀ କାନ୍ଦୁଛନ୍ତି ବୋଲି ଖବର ଆସିଛି ।