ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବାପା ଏଭଳି କାମ କରିଛି । ବାପା ହୋଇ ନିଜ ଜନ୍ମ କରିଥିବା ପୁଅକୁ ମାରି ଦେଇଛି । ଆଉ ବାପା ଏଭଳି କରିବାର କାରଣ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବାପା ଜଣଙ୍କର ସବୁ କାରନାମା ଏବେ ଧରା ପଡ଼ିଛି ।

ବାପା ଜଣକ ବାହା ହେବ ବୋଲି ନିଜ ଜନ୍ମିତ ସନ୍ତାନ ମାନଙ୍କୁ ମାରିଦେଲା । ହ-ତ୍ୟା କରି ମାରି ଦେଇଛି ବାପା ଆଉ ତାକୁ ହ-ତ୍ୟାରେ ସାହାଯ୍ୟ କରିଛି ବୃଦ୍ଧା ଜେଜେମା । ଏହି ହ-ତ୍ୟାରେ ଜେଜେବାପା ମଧ୍ୟ ସାମିଲ ଅଛନ୍ତି ବୋଲି ଜଣା ପଡ଼ିଲା । ଏହି ବୃଦ୍ଧା ଜେଜେବାପା ଆଉ ଜେଜେମା ଏଭଳି କାମ କରିବେ ତାହା ପୁଣି ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏବେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଆପଣମାନେ ଦେଖିପାରିବେ ।

ଜେଜେବାପା କହୁଛନ୍ତି ତାଙ୍କ ନାତିମାନେ ଆ-ତ୍ମ-ହ-ତ୍ୟା କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ଏହି ଘଟଣା ଘଟିଛି । ବାପା ଜଣକ ବିବାହ କରିବ ବୋଲି ପିଶାଚ ବାପା ତାର ଦୁଇ ସନ୍ତାନକୁ ମାରି ଦେଇଛି । ଏହି ଅଭିଯୁକ୍ତ ବାପା ଜଣକ ଛୁଆଙ୍କୁ ମାରି ଦେଇ ଟାଙ୍ଗି ଦେଇଛି । ଆଉ ଏହାକୁ ଆ-ତ୍ମ-ହ-ତ୍ୟା ରୂପ ଦେଇଛି । ଏହି କୁନି ପୁଅ ଦୁଇଜଣଙ୍କୁ ମାରି ଦେଇଛି ବାପା । ଏହି କୁନି ପୁଅ ଯେଉଁମାନେ ଆଗାମୀ ଦିନର ଭବିଷ୍ୟତ ତାଙ୍କୁ ମାରି ଦେଇଛି ପିଶାଚ ବାପା । ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।
ସ୍କୁଲରେ ପାଠ ପଢୁଥିଲେ ଆକାଶ ଆଉ ବିକାଶ ଆଉ ତାଙ୍କର ମାଆଙ୍କ ମୃ-ତ୍ୟୁ ଦୁଇବର୍ଷ ହେଲା ମରି ଯାଇଥିଲେ ଆଉ ବାପା ଜଣକ ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ବିବାହ ପାଇଁ ବଡ ପୁଅ ମନା କରେ । ଆଉ ଶେଷରେ ଏହି ବାପା ଜଣକ ପୁଅ ଦୁଇଜଣଙ୍କୁ ମାରି ଦେଲା । ଏବେ ଏହି ସମ୍ପର୍କରେ ଜେଜେମା ଆଉ ଜେଜେବାପା ମଧ୍ୟ ମିଛ କହୁଛନ୍ତି । ଏହି ଜହ୍ଲାଦ ବାପା ହେଉଛନ୍ତି ପ୍ରକାଶ ମହାନ୍ତି । ଆଉ ଏଭଳି ବାପାକୁ ପ୍ରଶାସନ କେଉଁ ଦଣ୍ଡ ଦେଉଛି ତାକୁ ଦେଖିବାକୁ ଅପେକ୍ଷା ରହିଲା ।