Jan 23, 2025, 11:05 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବାପା ଆଗରେ ୫ ବର୍ଷର ଝିଅ ମୁଣ୍ତରେ ଚଢ଼ିଗଲା ଟ୍ରକ୍

Gg

ଡାକ୍ତର ମୁହଁ ଦେଖି କହି ଦେଉଛନ୍ତି କି ରୋଗୀର ଦେହ କିପରି ଅଛି। ଆଉ ଗୋଟିଏ ନିରୀହ ଛୁଆ ଉପରେ ଏଭଳି ଭାବରେ ଗୁଣି କରିଲେ ଯେ ଶେଷରେ ତା ସହ ଏଭଳି କିଛି ଘଟିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ରୋଗୀଙ୍କୁ ଦେଖି ସବୁ ଠିକ୍ ହୋଇଯିବ ବୋଲି କହି ଡାକ୍ତର ମାନେ ଅନେକ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଆଜି ଏଭଳି ହିଁ କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଠାରେ। ସାନ ଭଉଣୀ ନର୍ସରୀ କ୍ଲାସ ରେ ପଢ଼ୁଥିଲା ।
Gg
ଆଉ ସାନ ଭଉଣୀ ବାପାଙ୍କ ସହ ବଡ଼ ଭଉଣୀ କୁ ସ୍କୁଲ ରୁ ଆଣିବା ପାଇଁ ବାହାରି ଯାଇଥିଲା। ବାପା ଝିଅ ବାହାରି ଥିଲେ ବଡ଼ ଭଉଣୀ କୁ ନେଇ ସେମାନେ ଘରକୁ ଫେରି ଥାଆନ୍ତେ। ହେଲେ କେହି ଜାଣି ନଥିଲେ କି ହସ ଖୁସୀରେ ସ୍କୁଲ୍ କୁ ବାହାରିଥିବା ଛୁଆ ସହିତ ରାସ୍ତାରେ ହିଁ ଜୀବନ ଚାଲିଯିବ ବୋଲି। ଆଉ ଦେଖୁ ଦେଖୁ ବାପା ମାଆ ଙ୍କ ଆଖି ଆଗରେ ତାଙ୍କର କୁନି ଝିଅର ଜୀବନ ଚାଲି ଯାଇଛି।
Hh
ଗାଡ଼ିରେ ତେଲ ପକେଇବାକୁ ଯାଇଥିବା ବେଳେ ପଛ ପଟୁ ଧକ୍କା ଦେଇଥିଲା ଏକ ଟ୍ରକ୍। ଏହି ଘଟଣା ପରେ ବାପା ଗୁରୁତର ହୋଇ ପଡ଼ିଥିବା ବେଳେ ଚାରି ବର୍ଷ ର କୁନି ଝିଅର ଜୀବନ ଚାଲି ଯାଇଥିଲା। ସୁଚନା ମୁତାବକ ଭଦ୍ରକ ଜିଲ୍ଲାର ଚାରି ବର୍ଷୀୟ ଅନୁଷ୍କା ନାଥ ଏକ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲ ରେ ନର୍ସରୀ ରେ ପାଠ ପଢ଼ୁଥିଲେ। ସ୍କୁଲ୍ ଛୁଟି ହେବା ପରେ ସେ ନିଜର ବାପାଙ୍କ ସହ ୧୬ ନମ୍ୱର ଜାତୀୟ ରାଜପଥ ନିକଟରେ ଏକ ପେଟ୍ରୋଲ ଟାଙ୍କି କୁ ଯାଇଥିଲେ।
ତେଲ ବୋଝେଇ କରି ଫେରିବା ବେଳେ ଏକ ଗ୍ୟାସ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଏହାପରେ ଦୁଇ ଜଣକୁ ମେଡିକାଲ ରେ ଭର୍ତ୍ତି କରାଯାଇ ଥିବା ଚିକିତ୍ସାଧୀନ ଅବସ୍ଥାରେ ଝିଅ ମୃ-ତ୍ୟୁ ବରଣ କରିଥିବା ବେଳେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏଭଳି କି ଝିଅର ଚିକିତ୍ସା ରେ ଅବହେଳା କରାଯାଇ ଥିବା ଅଭିଯୋଗ କରିଛନ୍ତି ଝିଅର ସମ୍ପର୍କୀୟ ମାନେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Advertisement