Feb 24, 2025, 10:16 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବନ୍ଦ ଘର ଭିତରେ ଚିତ୍କାର କରୁଥିଲେ ସ୍କୁଲ୍ ଦିଦି.. ଶିକ୍ଷକ ଚିପିଚିପି ଶେଷରେ...

Dd

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଢେଙ୍କାନାଳ ସହରରେ ଘଟିଥିବା ଘଟଣା ବିଷୟରେ ତ ଖବର ଆସିଛି ।ଢେଙ୍କାନାଳ ସହରର ଏକ ଅଞ୍ଚଳର ପ୍ରଧାନ ଶିକ୍ଷୟତ୍ରୀ ଜଣକର ଜୀବନ ଚାଲି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଶିକ୍ଷୟତ୍ରୀ ଜଣଙ୍କର ସ୍ବାମୀ ୨ ବର୍ଷ ତଳେ ଏହି ଦୁନିଆ ଛାଡି ଚାଲି ଯାଇଥିଲେ । ଏହି ମହିଳା ଜଣକ ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାମ କରୁଥିଲେ । ଛାତ୍ରଛାତ୍ରୀ ଆଉ ଅଭିଭାବକମାନେ ତାଙ୍କୁ ବହୁତ ଭଲ ପାଉଥିଲେ । 
Gg
କିନ୍ତୁ ଏବେ ତାଙ୍କ ଶାଶୁଘର ସାମ୍ନାରେ ଥିବା ଏକ ଘରୁ ତାଙ୍କର ମୃ-ତଦେହ ମିଳିଛି । ଏହି ଘଟଣାକୁ ଦେଖିବା ପରେ ଖବର ଆସିଛି କି ଏହି ଶିକ୍ଷୟତ୍ରୀ ଜଣଙ୍କୁ କେହି ହ-ତ୍ୟା କରିଛି । ଏଭଳି ଅଭିଯୋଗ ଆସିଥିଲା । ଏବେ ଏହି ଘଟଣାକୁ ନେଇ ଆଉ କିଛି ଖବର ସାମ୍ନାକୁ ଆସିଛି । ଏହି ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ ସ୍ବାମୀ ମରିଯିବା ପରେ ସେହି ସ୍କୁଲର ଜଣେ ଶିକ୍ଷକଙ୍କୁ ଭଲ ପାଉଥିଲେ । ଏହି ଘଟଣା ଏବେ ସାମ୍ନାକୁ ଆସିଛି ଆଉ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ ।
Gg
ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ପ୍ରଭାତୀ ପ୍ରଧାନ । ଏହି ଶିକ୍ଷୟତ୍ରୀ ଜଣକ ପିଲାଙ୍କୁ ପାଠ ପଢ଼ାଉଥିଲେ । ଆଉ ଦୁଇବର୍ଷ ଭିତରେ ଶିକ୍ଷକ ଜଣଙ୍କୁ ଭଲ ପାଇଥିଲେ । ଏହି ଶିକ୍ଷକ ଜଣକ ହେଉଛନ୍ତି ସୋମନାଥ । ସେ ଦୁଇବର୍ଷ ହେଲା ଏହି ଶିକ୍ଷକ ଜଣଙ୍କୁ ପ୍ରେମ କରି ବସିଥିଲେ । କିନ୍ତୁ ଆଜି ଏହି ଶିକ୍ଷକ ଜଣକ ଏଭଳି କାମ କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଶିକ୍ଷକ ଆଉ ଶିକ୍ଷୟତ୍ରୀ ଅନେକ ଦିନ ହେବ ପ୍ରେମ କରି ମିଳାମିଶା କରୁଥିଲେ । 
ଏହି ଶିକ୍ଷୟତ୍ରୀ ଜଣକର ମରିବା ଖବର ସାମ୍ନାକୁ ଆସିବା ପରେ ଏବେ ଏହି ଶିକ୍ଷକ ଜଣଙ୍କୁ ପୋଲିସ ବାନ୍ଧି ନେଇଛି । ଏହି ଘଟଣା ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ପୋଲିସ ତଦନ୍ତ କରୁଛି । ପ୍ରଭାତୀ ସୋମନାଥଙ୍କୁ ଭଲ ପାଉଥିଲେ । ଆଉ ସେମାନେ ଉଭୟ ସମ୍ପର୍କ ବି ରଖୁଥିଲେ । କିନ୍ତୁ ହଠାତ୍ ଏଭଳି କଣ ହେଲା କେଜାଣି ପ୍ରଭାତୀଙ୍କର ଏଭଳି ଅବସ୍ଥା ହୋଇଗଲା । ଏବେ ଜଣାପଡିଛି କି ପ୍ରଭାତୀଙ୍କୁ ସୋମନାଥ ମାରି ଦେଇଥିଲା । ତାଙ୍କୁ ବନ୍ଦ କୋଠରୀ ଭିତରକୁ ଡ଼ାକି ଏଭଳି କାମ କରିଥିଲା । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।

Advertisement