Feb 23, 2025, 10:16 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅଶୋକଙ୍କ ଆଗରେ ନିଜ ଭୁଲ ମାନିଲେ...!

Vv

ଅଶୋକ ଚମ୍ପତି , ମୀରା ପରିଡ଼ା ଆଉ ଅନୀମା ପ୍ରଧାନ ଏହି ତିନି ଜଣକୁ ନେଇ ବର୍ତ୍ତମାନ ସମୟରେ ଅନେକ ଚର୍ଚ୍ଚା ଲାଗି ରହିଛି। ଅନେକ ବାଦ ବିବାଦ ମଧ୍ୟ ଦେଖିବାକୁ ମିଳିଛି। ଅଶୋକ ଏବେ ମେଡିକାଲ ରୁ ଆସିବା ପରେ ସେ କହୁଛନ୍ତି କି ତାଙ୍କୁ କିଏ କ୍ଷମା ମାଗିଛି। ସେ ମେଡିକାଲ ରୁ ଆସିବା ପରେ ତାଙ୍କ ନିକଟକୁ ଏକ ଫୋନ କଲ୍ ଆସିଥିଲା। ଏହି କଲ୍ ମାଧ୍ୟମରେ ହିଁ ତାଙ୍କୁ କ୍ଷମା ମାଗିଥିବା ଜଣା ପଡ଼ିଛି।
Hg
ଅଶୋକ ଚମ୍ପତି ମେଡିକାଲ ରୁ ଆସିବା ପରେ ଖାଇ ବସିଛନ୍ତି ଆଉ ତାଙ୍କୁ ଖୁଆଇ ଦେଉଛନ୍ତି ତାଙ୍କର ବାନ୍ଧବୀ ମୀରା ପରିଡ଼ା। ଏହି ମୀରା ପରିଡ଼ା ଅନେକ ସମୟ ଧରି ଏକ ଯତ୍ନବାନ ବାନ୍ଧବୀ ହିସାବରେ ପାଖରେ ରୁହନ୍ତି। ଆଉ ସବୁବେଳେ ମଧ୍ୟ ତାଙ୍କର ଯତ୍ନ ନେଉଛନ୍ତି। ଅଶୋକ ଚମ୍ପତି ଯେତେବେଳେ କ୍ୟାନ୍ସର ରେ ପଡ଼ି ଛଟପଟ ହେଉଥିଲା ସେତେବେଳେ ମୀରା ପରିଡ଼ା ତାଙ୍କର ସାଥ ଛାଡ଼ି ନଥିଲେ। ସେହି ସମୟରୁ ସେ ତାଙ୍କର ଯତ୍ନ ନେଉଛନ୍ତି।
Gg
ହେଲେ ଏଭଳି ସମୟ ଆସିଯିବ ବୋଲି ମୀରା ପରିଡ଼ା କେବେ ହେଲେ ମଧ୍ୟ ଏହା ଭାବି ନଥିଲେ। ତଥାପି ମେଡିକାଲ ରୁ ଏବେ ଡିସଚାର୍ଜ ହେବା ପରେ ଅଶୋକ ଙ୍କ ମନ ପସନ୍ଦର ଖାଦ୍ୟ ତାଙ୍କୁ ଖୁଆଇ ଦେଉଛନ୍ତି। ହେଲେ ଅନିମା ପ୍ରଧାନ ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ହେଲେ ଅନିମା ପ୍ରଧାନଙ୍କ ଜଣେ ଭାଇ ଏବେ ଅଶୋକ ଚମ୍ପତି ଙ୍କୁ ଫୋନ କରିଛନ୍ତି ଆଉ ତାଙ୍କୁ ଭୁଲ୍ ମାଗିଛନ୍ତି।
ଫୋନ ରେ ଏଭଳି ଭୁଲ୍ ମାଗିଥିବା କଥା ସିଧା ସଳଖ କହିଛନ୍ତି ଅଶୋକ ଚମ୍ପତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହି ଘଟଣା ମଧ୍ୟ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement