Mar 15, 2025, 13:35 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବଙ୍କ ଫେରିବା କଥା ଶୁଣି ମୁହଁ ଖୋଲିଲେ ପଡୋଶୀ କହିଲେ ସବୁ ଦୋଷ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ । ଏବେ ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ କରିଛନ୍ତି । ସେ ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କୁ ବିବାହ କରିଛନ୍ତି । ଏବେ ସେ ବିବାହ କରି ଓଡ଼ିଶାକୁ ଆସୁଛନ୍ତି । ସେ ଓଡ଼ିଶା ଆସିଲେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ଆଉ ଏହାପରେ ସେ ଅନୁଭବ ମହାନ୍ତିଙ୍କ ଘରକୁ ଯିବେ ।
Gg
ଏବେ ଅନୁଭବ ମହାନ୍ତିଙ୍କ ଘର ଲୋକ ଏବଂ ସାହି ପଡିଶା ତାଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ଆଉ ଅନେକ କିଛି କଥା କହିଛନ୍ତି । ଏବେ ଅନୁଭବ ମହାନ୍ତିଙ୍କ ସାନ ଭାଇମାନେ ହୋଲି ଖେଳୁଛନ୍ତି । ଆଉ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ସ୍ଵାଗତ କରିବା ପାଇଁ ତାଙ୍କ ସାହିରେ ଗୋଟିଏ ଦିନ ପୂର୍ବରୁ ହୋଲି ପାଳନ ହେଉଛି । ଏବେ ତାଙ୍କ ସାହି ପଡିଶା ଏବଂ ତାଙ୍କ ସାନ ଭାଇମାନେ ତାଙ୍କୁ ଅପେକ୍ଷା କରିଛନ୍ତି । ଏବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ଅନୁଭବ ମହାନ୍ତି ଏବଂ ତାଙ୍କ ଦ୍ଵିତୀୟ ସ୍ତ୍ରୀ କଟକ ସ୍ଥିତ ବାସଭବନକୁ ଆସିବେ । 
Gg
ମୁହଁରେ ଭଳି କି ଭଳି ରଙ୍ଗ ମାରି ଅନୁଭବ ମହାନ୍ତିଙ୍କ ସାନ ଭାଇମାନେ ତାଙ୍କୁ ସ୍ଵାଗତ କରିବାକୁ ଅପେକ୍ଷା କରିଛନ୍ତି । ଅନୁଭବ ମହାନ୍ତି ବିବାହ କରିଛନ୍ତି ବୋଲି ବହୁତ ଖୁସି ଅଛନ୍ତି ତାଙ୍କ ସାନ ଭାଇମାନେ । ତାଙ୍କ ସାନ ଭାଇମାନେ ତାଙ୍କ ଭାଉଜ ଆସିବା ଖୁସିରେ ବହୁତ ଖୁସି ଅଛନ୍ତି । ସ୍ଵାମୀ ଅନୁଭବ ମହାନ୍ତିଙ୍କ ସହ ଆଜି ତାଙ୍କ ସ୍ତ୍ରୀ ଜାଗ୍ରତୀଙ୍କୁ ପାଛୋଟି ନେବାକୁ ଅପେକ୍ଷା କରିଛନ୍ତି ତାଙ୍କ ପରିବାର ଆଉ ସାହି ପଡିଶା । ଏବେ ଏହାକୁ ନେଇ ଅନେକ ଖବର ଆସୁଛି ।
ଏବେ ନବ ଦମ୍ପତ୍ତିଙ୍କ ସ୍ଵାଗତ ପାଇଁ ସମସ୍ତେ ଚାହିଁ ବସିଛନ୍ତି । ଏବେ ଅନୁଭବ ମହାନ୍ତିଙ୍କ ପଡୋଶୀ କହୁଛନ୍ତି ଅନୁଭବ ମହାନ୍ତିଙ୍କ ପ୍ରଥମ ବିବାହ ସଫଳ ହୋଇନଥିଲା ଆଉ ଦ୍ଵିତୀୟ ବିବାହ ଏଭଳି ହେବ ନାହିଁ । ସେ ଏବେ ବହୁତ ଖୁସି ଅଛନ୍ତି । ଏବେ ଏହି ଅଭିନେତା ଆଉ ତାଙ୍କ ସ୍ତ୍ରୀଙ୍କୁ ନେଇ ଅନେକ କଥା ଆସୁଛି । ଏବେ ସମସ୍ତେ ଅନୁଭବ ମହାନ୍ତିଙ୍କ ଦ୍ଵିତୀୟ ବିବାହକୁ ନେଇ ବହୁତ ଖୁସି ଅଛନ୍ତି । ଆଉ ପଡୋଶୀମାନେ କହିଛନ୍ତି ଅନୁଭବ ମହାନ୍ତିଙ୍କର କିଛି ଭୁଲ ନାହିଁ । ଆଉ କାହାର ଭୁଲ ରହିଛି ତାହା ତ ସମସ୍ତେ ଜାଣିଥିବେ ।

Advertisement