ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଅନେକ କିଛି ଖବର ପାଇ ପାରୁଛନ୍ତି। ଆପଣମାନେ ଏହି ଭିଡିଓ ମାଧ୍ୟମରେ ଓଲିଉଡ ଜଗତର ଅଭିନେତ୍ରୀ, ଆଲବମ ହିରୋଇନ୍ ଏବଂ କମେଡି ଅଭିନେତ୍ରୀ ଡେଜିଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଗାଁ ରୁ ଆସିଛନ୍ତି । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ।

ଯେତେବେଳେ ସେ ପ୍ରଥମେ ନାଚ କରିଥିଲେ ସେ କବାଟ ବନ୍ଦ କରି ନାଚିଥିଲେ । ଏବେ ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଏହି ଅଭିନେତ୍ରୀ ଜଣକ ଏତେ ବେଶୀ ପ୍ରସିଦ୍ଧ ନଥିଲେ । ଏହି ଅଭିନେତ୍ରୀ ତିନି ଭଉଣୀ ଆଉ ସେ ସାନ ଅଟନ୍ତି । ତାଙ୍କ ମାଆ ଜୀବନରେ ବହୁତ କଷ୍ଟ କରିଛନ୍ତି । ସେ ଯେତେବେଳେ କାମ କରନ୍ତି ସେତେବେଳେ ଭାବନ୍ତି ତାଙ୍କ ପରିବାରର ଇଜ୍ଜତ କେବେ ତଳେ ନପଡୁ । ତାଙ୍କର ସବୁକିଛି ତାଙ୍କ ମାଆ କରିଛନ୍ତି ।

ସେ ତାଙ୍କ ପରିବାରରେ ସାନ ଥିଲେ । ଏହି ଅଭିନୟ ଲାଇନରେ ଏହି ଅଭିନେତ୍ରୀ ଜଣଙ୍କୁ କେବେ ପ୍ରେମ ହୋଇନାହିଁ । ଏହି ଲାଇନ୍ ଅଲଗା ଆଉ ନିଜକୁ ସେତିକି ଦୃଢ଼ କରିବାକୁ ପଡେ । ଏହି ଅଭିନେତ୍ରୀ ଜଣକ ସବୁବେଳେ କାମ କରିବା ସହ ପରିବାର ଏବଂ ବନ୍ଧୁବାନ୍ଧବଙ୍କ କଥା ବୁଝି ଥାଆନ୍ତି । ଆଣ୍ଟି ତମ ଝୁଲାକୁ ଦେଖି ଗୀତ ଆପଣମାନେ ତ ଶୁଣିଥିବେ । ଏହି ଗୀତ ବହୁତ ପ୍ରସିଦ୍ଧ ଥିଲା । ଆଉ ଏହି ଗୀତରେ ଏହି ଅଭିନେତ୍ରୀ ଜଣକ ଅଭିନୟ କରିଥିଲେ । ଏହି ଗୀତ ଅଭିଜିତ୍ ମଜୁମଦାର ଗାଇଥିଲେ ।
ଏବେବି ଲୋକମାନେ ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତ ପାଇଁ ଆଜି ସେ ଲୋକଙ୍କ ପାଖରେ ଜଣାଶୁଣା । ଏହି ଗୀତରୁ ତାଙ୍କୁ ଅନେକ କିଛି ଅଭିନୟ ପାଇଁ ଅଫର ଆସିଥିଲା ।ଏହି ଗୀତ ପରେ ତାଙ୍କୁ ବାଦାମବାଡ଼ି ବସଷ୍ଟାଣ୍ଡରେ ଯେଉଁମାନେ ଦେଖନ୍ତି ତାଙ୍କୁ ଆଣ୍ଟି ଆଣ୍ଟି ଡ଼ାକି ପଛରେ ଯାଇଥାନ୍ତି । ଏବେ ଏଭଳି କିଛି କଥା କହିଛନ୍ତି ଏହି ଅଭିନେତ୍ରୀ ଜଣକ । ଅଭିନେତ୍ରୀ ଡେଜି ଏଭଳି ଅନେକ କଥା କହିଛନ୍ତି । ଏହି ଅଭିନେତ୍ରୀ ଜଣକର ଦରମା ଆରମ୍ଭ ହୋଇଥିଲା ୩୦୦ ଟଙ୍କା । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଭିନେତ୍ରୀ ଡେଜିଙ୍କ ବିଷୟରେ ଅନେକ କିଛି କଥା କହିଛନ୍ତି ।