ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ସମାଜରେ ଏଭଳି ସବୁ ଘଟଣା ଘଟି ଯାଉଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଲୋକମାନେ ନିଜ ସାଙ୍ଗକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିଥାନ୍ତି । ଆଉ ଅନେକ ଭଲପାଇବା ଦେଇଥାନ୍ତି କିନ୍ତୁ ଆଜିକା ଯୁଗରେ ଏଭଳି ସବୁ ସାଙ୍ଗ ଅଛନ୍ତି ଯେଉଁମାନେ ଟଙ୍କା ପାଇଁ ସାଙ୍ଗର ଜୀବନ ନେବାକୁ ବି ପଛାଉ ନାହାଁନ୍ତି । ଏବେ ଏହାକୁ କିଛି ଖବର ସାମ୍ନାକୁ ଆସିଛି ।
ବନ୍ଧୁ ସାଜିଲା ବଇରୀ । ସାଙ୍ଗ ନେଇଗଲା ସାଙ୍ଗର ଜୀବନ । ଟଙ୍କା ଆଗରେ ଫିକା ପଡିଗଲା ସଂପର୍କ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଆଉ ଏବେ ଏହି ତିନିଜଣ ସାଙ୍ଗ ଯିଏ କି ଅଭିଯୁକ୍ତ ତାଙ୍କୁ ନେଇ ସିନ ରିକ୍ରିଏସନ୍ କରୁଛି । ଏହି ମୃ-ତ-କ ଜଣକ ହେଉଛନ୍ତି ଚନ୍ଦନ ସ୍ୱାଇଁ । ଏହି ବ୍ୟକ୍ତି ଜଣକ ବାଙ୍ଗାଲୋରରେ ତାଙ୍କ ଦାଦାଙ୍କ ପାଖରେ ରହି କାମ କରୁଥିଲେ । ସେ ସେଠାରେ ଠିକାଦାର ଭାବରେ କାମ କରୁଥିଲେ । ଏହି ତିନି ଅଭିଯୁକ୍ତମାନେ ମଧ୍ୟ ତାଙ୍କ ସହିତ କାମ କରୁଥିଲେ ।
ଯେତେବେଳେ ଚନ୍ଦନ ସ୍ୱାଇଁ ଘରକୁ ଆସିଥିଲେ ସେତେବେଳେ ତାଙ୍କୁ ସେମାନେ ଅପହରଣ କରି ନେଇଥିଲେ । ଏହାପରେ ଭୁବନେଶ୍ୱର ଘରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଏବେ ଏହାର ହ୍ୱାଟସ ଅପ୍ ଚାର୍ଟ ସାମ୍ନାକୁ ଆସିଛି । ଏବେ ଏହି କଥା ଆପଣମାନେ ଜାଣିପାରିବେ । ପରିବାର ଲୋକେ ଏବେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଖାରବେଳନଗର ଥାନାରେ ଏବେ ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଏବେ ପୋଲିସ ତଦନ୍ତ କରୁଛି ।
ରେଳ ଷ୍ଟେସନକୁ ପୋଲିସ ସହ ପରିବାର ପହଞ୍ଚିଥିଲେ । ପୋଲିସ ଲୁଚି କରିଥିବା ବେଳେ ତିନି ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିଥିଲେ । ଏହି ତିନି ଅଭିଯୁକ୍ତ ଏବେ ଗିରଫ ହୋଇଛନ୍ତି । ଏବେ ଚନ୍ଦନଙ୍କ ପରିବାର ଲୋକ କାନ୍ଦି କାନ୍ଦି ରହୁଛନ୍ତି । ଏବେ ବିଶ୍ଵାସରେ ବିଷ ଦେଇ ସାଙ୍ଗ ହିଁ କେବଳ ସାଙ୍ଗକୁ ମାରି ଦେଇଛି । ଟଙ୍କା ପାଇଁ ଏବେ ସାଙ୍ଗ ସାଙ୍ଗକୁ ହ-ତ୍ୟା କରି ମାରିଦେଇଛି । ଏବେ ଏହି ଘଟଣାକୁ ନେଇ ତଦନ୍ତ ହେଉଛି ଆଉ ତଦନ୍ତ ପରେ ଏବେ ଅନେକ କିଛି କଥା ସାମ୍ନାକୁ ଆସିଛି । ଦୋଷୀକୁ କଠିନ ଦଣ୍ଡ ମିଳିବ ବୋଲି ଏବେ ଦାବି କରାଯାଇଛି ।