May 31, 2024, 11:22 IST

ସୁନ୍ଦରୀ ଟ୍ରାଫିକ ପୋଲିସ ସହ ଅଭଦ୍ରାମି ର ସୀମା ପାର କଲା ଯୁବକ..

Vb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଜଣେ ମହିଳା ଟ୍ରାଫିକ ପୋଲିସ ଙ୍କ ସହିତ ଜଣେ ଯୁବକ ଏପରି କିଛି କରି ଦେଇଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ଯାହାର ଭିଡିଓ ମଧ୍ୟ ଆପଣ ମାନେ ସୋସିଆଲ ମିଡିଆରେ ଦେଖି ପାରିବେ।ଏହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Nn
ସୂଚନା ଅନୁସାରେ ଦୁଇ ଜଣ ଟ୍ରାଫିକ ପୋଲିସ ରାସ୍ତା ଉପରେ ଠିଆ ହୋଇ ଥିଲେ।ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧି ସେଠାକୁ ଆସି ଥିଲେ।ସେହି ମହିଳା ଟ୍ରାଫିକ ପୋଲିସ ଓ ପୁରୁଷ ଟ୍ରାଫିକ ପୋଲିସ ଉଭୟ ମିଶି ତାଙ୍କ ଠାରୁ ଟଙ୍କା ନେଇ ଥିଲେ।ଏହା ପରେ ଜଣେ ଯୁବତୀ ସ୍କୁଟି ନେଇ ଆସି ଥିଲେ।ତାଙ୍କ ପାଖରେ ସମସ୍ତ କାଗଜ ପତ୍ର ଥିଲା।ସେଥିପାଇଁ ତାଙ୍କୁ ଛାଡି ଦିଆ ଯାଇ ଥିଲା।ଏହି ସମୟ ରେ ଅନ୍ୟ ଜଣେ ପୋଲିସ ବାବୁ ଆସି ଥିଲେ।ତାଙ୍କ ଗାଡ଼ି ରେ ବସି ପୁରୁଷ ଟ୍ରାଫିକ ପୋଲିସ ଜଣକ ଚାଲି ଗଲେ।
Gh
ସେ ଯିବା ପରେ ମହିଳା ଟ୍ରାଫିକ ପୋଲିସ ଜଣକ ଏକୁଟିଆ ହୋଇ ଯାଇ ଥିଲେ।ଜଣେ ବ୍ୟକ୍ତି କାର ନେଇ ଆସି ଥିଲେ।ସିଟ ବେଲ୍ଟ ଲଗାଇ ନ ଥିଲେ।ଯେଉଁଥିପାଇଁ ମହିଳା ଜଣକ ତାଙ୍କୁ ଧରି ଗାଡ଼ି କାଗଜ ପତ୍ର ମାଗି ଥିଲେ।ଏଥିରେ ସେହି ଯୁବକ ଜଣକ ରାଗି ଖରାପ ବ୍ୟବହାର ଦେଖାଇ ଥିଲେ।ମହିଳା ଙ୍କ ଫୋନ୍ କୁ ଛଡ଼ାଇ ନେଇ ଥିଲେ।ତେବେ ଏହା ପରେ ଯା କିଛି ଘଟିଲା ତାହାକୁ ଆପଣ ମାନେ ବିଶ୍ଵାସ କରି ପାରିବେ ନାହିଁ।ମହିଳା ପୋଲିସ ଜଣକ ଅନ୍ୟ ଟ୍ରାଫିକ ପୋଲିସ ମାନଙ୍କୁ ଜଣାଇଲେ।
ସେମାନେ ଉକ୍ତ ଯୁବକ ଙ୍କୁ ରାସ୍ତା ଉପରୁ ଧରି ଆଣି ଖୁବ୍ ପିଟିଲେ।ଏହା ପରେ ତାଙ୍କୁ ଜେଲ ରେ ପୁରାଇ ଦେଲେ।ତେବେ ବର୍ତ୍ତମାନ ସମୟ ରେ କିଛି ଯୁବକ ମାନେ ଏଭଳି କିଛି କାମ କରୁଛନ୍ତି।ଯେଉଁଥିପାଇଁ ସେମାନେ ଦଣ୍ଡ ପାଇବା ଦରକାର।ଏବେ ସେହି ଯୁବକ ଜଣକ ଜେଲ ରେ ଅଛନ୍ତି।

Advertisement