Jun 11, 2024, 07:03 IST

ହଠାତ୍ ରାସ୍ତା ମଝି ରେ ଘଟିଗଲା ଏମିତି ବଡ଼ ଘଟଣା..ଠିଆ ଠିଆ ଜଳିଗଲା ଆମ୍ବୁଲାନ୍ସ, ଚିତ୍କାର କଲେ ରୋଗୀ..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ। ଏପଟେ ରୋଗୀର ସମ୍ପର୍କୀୟ ମାନେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଚାଲିଥିଲେ। ଦୃତ ଗତିରେ ଜଲିବାରେ ଲାଗିଥିଲା ଏହି ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବା ଏହି ଆମ୍ବୁଲାନ୍ସ ର ହଠାତ୍ କଣ ହେଲା କେଜାଣି ଆଖି ପିଛୁଳାକେ ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ରାଜ୍ୟରେ ସମସ୍ତ ମେଡିକାଲ ରେ ରୋଗୀ ମାନଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବା ରହିଛି।
Bb
ଯାହା ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନସ୍ତର କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ରୋଗୀ ନେଇ ଯାଉଥିବା ବେଳେ ହୁତୁହୁଟୁ ହୋଇ ଜଳି ଯାଇଥିଲା ଏହି ଆମ୍ବୁଲାନ୍ସ ଟି। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସବୁଠାରୁ ନିରାପଦ ସ୍ଥାନ ହୋଇଥିବା ବେଳେ ହେଲେ କେଉଁ ଭୁଲ୍ ଯୋଗୁଁ ଏଭଳି ଭାବରେ ଅଭାବନୀୟ ଘଟଣା ଘଟିଛି ତାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆମ୍ବୁଲାନ୍ସ କୁ ଜଳୁ ଥିବାର ଦେଖି,
Yy
ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ମଧ୍ୟ ଏହା ଦେଖିବା ପରେ ଖୁବ୍ ଚିନ୍ତିତ ହୋଇ ପଡିଥିଲେ। ସେମାନେ କଣ କରିବେ କଣ ନାହିଁ ତାହା ଜାଣି ପାରୁ ନଥିଲେ। ହଠାତ୍ କେମିତି ଏହି ଆମ୍ବୁଲାନ୍ସ ଜଳି ଉଠିଥିଲା ସେମାନେ କିଛି ହେଲେ ମଧ୍ୟ ବୁଝି ପାରୁ ନଥିଲେ। ଲୋକ ମାନେ ଏହାକୁ ଲିଭାଇବା ପାଇଁ ଆସୁଥିବା ବେଳେ ଆହୁରି ଦୃତ ଗତିରେ ଏହି ଆମ୍ବୁଲାନ୍ସ ଟି ଜଳିବାକୁ ଲାଗିଥାଏ। ଏହା ପାଖକୁ ଲୋକମାନେ ଆସିବାକୁ ଡରୁ ଥାଆନ୍ତି।
ସୁଚନା ମୁତାବକ ଭଦ୍ରକ ଜିଲ୍ଲାର , ବାସୁଦେବପୁର, ବେତଡା ଠାରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା। ଯାହା ଜଣା ପଡ଼ିଛି କି ଆମ୍ବୁଲାନ୍ସ ରେ ରୋଗୀ ନେଇ ବାସୁଦେବପୁର ରୁ ଭଦ୍ରକ୍ ଯାଉଥିବା ବେଳେ ହଠାତ୍ ଆମ୍ବୁଲାନ୍ସ ରେ ନିଆ ଲଗାଯାଇ ଥିଲା। ରୋଗୀଙ୍କୁ ବଞ୍ଚାଅ ବଞ୍ଚାଅ କହୁଥିବା ବେଳେ ଜଳି ଚାଲିଥିଲା ଆମ୍ବୁଲାନ୍ସ। ରୋଗୀଙ୍କୁ ଲୋକ ମାନଙ୍କ ସହାୟତା ରେ ବାହାରକୁ ବାହାର କରାଯାଇଥିବା ସୁଚନା ମିଳିଛି।

Advertisement