Jun 19, 2024, 23:50 IST

ଅଚାନକ ଅଧ ରାତିରେ ଦୁଇ ଯୁବତୀ ଙ୍କ ସହ ହେଲା ଏମିତି..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ କି ଆପଣ ମାନେ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। କେତେବେଳେ କାହା ସହ କଣ ଯେ ଘଟିଯିବ ତାହା କେହି ହେଲେ ମଧ୍ୟ ଜାଣି ପାରିବେ ନାହିଁ। ପ୍ରେମ କେତେବେଳେ ଯେ ହୋଇଯାଏ ତାହା ଆପଣ ଜାଣି ପାରିବେନି କି ଚାହିଁଲେ ମଧ୍ୟ ନିଜକୁ ଅଟକାଇ ରଖି ପାରିବେ ନାହିଁ। ଯାହାକି ଖୁବ୍ ସମୟରେ ଯୁବପିଢୀ ଙ୍କ ଠାରେ ଦେଖିବାକୁ ମିଳେ।
Bb
ବର୍ତ୍ତମାନ୍ ସମୟରେ ସେଭଳି ଏକ ଘଟଣା ରାଜସ୍ଥାନ ର ପାଲି ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ସେଠାରେ ଦୁଇଜଣ ଝିଅ ପରସ୍ପର କୁ ଖୁବ୍ ନିବିଡ଼ ଭାବରେ ଭଲ ପାଇ ବସିଛନ୍ତି। ଦୁହେଁ ଦୁହିଁଙ୍କ ବିନା ଆଦୌ ବଞ୍ଚି ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଏନେଇ ଦୁହେଁ ଥାନାରେ ଦ୍ବାରସ୍ଥ ହୋଇଥିଲେ। ଦୁହେଁ ବିବାହ କରିବେ ବୋଲି ମଧ୍ୟ ଜିଦି ଧରି ବସିଥିଲେ।
Bb
ଉଭୟଙ୍କ ଏଭଳି ଜିଦ୍ ଦେଖିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ପୋଲିସ ଅଧିକାରୀ ମାନେ ମଧ୍ୟ ଦୁଇଜଣ ଝିଅଙ୍କୁ ଖୁବ ବୁଝା ସୁଝା କରିଥିଲେ। ମାତ୍ର ଦୁହେଁ ଆଦୌ ହେଲେ ମଧ୍ଯ ବୁଝି ନଥିଲେ। ସେମାନଙ୍କର ଏକା ଜିଦ୍ ଥିଲା କି ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି। ଏହାପରେ ପୋଲିସ ଉଭୟ ପରିବାର ଲୋକଙ୍କୁ ଖବର ମଧ୍ୟ ଦେଇଥିଲା। ଏହାପରେ ତାଙ୍କୁ ଏକ କେନ୍ଦ୍ରକୁ ଅଣା ଯାଇ ସେଠାରେ ଖୁବ ପରାମର୍ଶ ଦିଆ ଯାଇଥିଲା।
ପୋଲିସ ଏହା କହିଛି କି ଏହି ଦୁଇଜଣ ଝିଅ ପଡୋଶୀ ଅଟନ୍ତି। ଗୋଟିଏ ଝିଅକୁ ୨୦ ବର୍ଷ ହୋଇଥିବା ବେଳେ ଅନ୍ୟ ଝିଅଟି ୨୫ ବର୍ଷ। ଦୁହିଁଙ୍କ ମଧ୍ୟରେ ଖୁବ୍ ନିବିଡ଼ ଭାବରେ ବନ୍ଧୁତା ଥିଲା। ମାତ୍ର ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement