Jun 11, 2024, 16:53 IST

ହଠାତ୍ ରାଷ୍ଟ୍ରପତି ଭବନରେ ପଶି ଆସିଲା ବାଘ ଆଉ ତା ପରେ ଦେଖନ୍ତୁ କିଛି ହେଲା ଏମିତି

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ସେସବୁ ସୁବିଧା ଧୀରେ ଧୀରେ ହେଇଗଲାଣି।
Bh
ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ପଶି ଆସିଥିଲା ଏକ ବାଘ। ରାଷ୍ଟ୍ରପତି ଭବନକୁ ଗୋଟିଏ ଜନ୍ତୁ ପସି ଆସିଥିବା ଦେଖାଦେଇଛି। ମନ୍ତ୍ରୀ ମାନେ ଶପଥ କରୁଥିବା ସମୟରେ ଏଭଳି ଦୃଶ୍ୟ କ୍ୟାମେରାରେ କଏଦ ହେଇଛି। ସୂଚନା ମୁତାବକ ଗତକାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ତୃତୀୟ କାର୍ଯ୍ୟକାଳ ପାଇଁ ଶପଥ ନେଇଛନ୍ତି। ଏହି ସମୟରେ ତାଙ୍କ ସହିତ ୭୨ ମନ୍ତ୍ରୀ ବି ଶପଥ ନେଇଛନ୍ତି। ଏହି ସମୟରେ ରାଷ୍ଟ୍ରପତି ଭବନରେ ୬୦୦୦ରୁ ଅଧିକ ଅତିଥି ଥିଲେ। 
ବନ୍ଧୁଗଣ ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ଶପଥ ନେବା ପରେ ଦସ୍ତଖତ କରୁଛନ୍ତି ମନ୍ତ୍ରୀ ଦୁର୍ଗା ଦାସ। ଆଉ ସେଠାରେ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିଛନ୍ତି। ତାଙ୍କ ପଛରେ ସିଡି ଉପରେ ଏକ ଅଜଣା ଜନ୍ତୁ ଅତିକ୍ରମ କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଜନ୍ତୁଟି ମଞ୍ଚ ଆଡ଼କୁ ଆସିନାହିଁ କି କାହାର କିଛି କ୍ଷତି ମଧ୍ୟ କରିନାହିଁ। କିନ୍ତୁ ଏହାରି ପଛରେ କଣ ସତ୍ୟତା ରହିଛି ତାହା ଯାଞ୍ଚ କଲା ପରେ ହିଁ ଜଣାପଡ଼ିବ।

Advertisement