Jun 12, 2024, 02:08 IST

ଭାରତ - ପାକିସ୍ତାନ ମ୍ୟାଚ୍ ବେଳେ ଅଚାନକ ହେଲା ହୃଦଘାତ୍..Pepsi ପିଇବା ଅବସ୍ଥା ରେ ହାର୍ଟ ଅଟାକ ଆସିଲା ଆଉ ମ-ରିଗଲେ MCA ସଭାପତି..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଯାଇ ଆମେରିକା ରେ ଚାଲିଗଲା ଜଣକ ଜୀବନ। ମ୍ୟାଚ୍ ଦେଖିବା ପରେ ହୃଦଘାତ ଆସିବାରୁ ମୁମ୍ବାଇ କ୍ରିକେଟ ଆସୋସିଏସନ୍ ର ସଭାପତି ଅମଲ୍ କାଲି ଙ୍କ ମୃ-ତ୍ୟୁ ହୋଇଛି। ତାଙ୍କର ଏଭଳି ଭାବରେ ଦେହାନ୍ତ ନିଉୟର୍କ ରେ ହୋଇଥିବା ଜଣା ପଡ଼ିଛି। ଏମସିଏ ନିର୍ବାଚନରେ ଭାରତିୟ ପୂର୍ବତନ କ୍ରିକେଟର ସନ୍ଦୀପ ପାଟିଲ ଙ୍କ ପରାସ୍ତ କରିବା ପରେ ,
Bb
ସେ କ୍ରିକେଟ୍ ଆସୋସିଏସନ୍ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କର ମୃ-ତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିବା ଜଣା ପଡ଼ିଛି। ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ଦେଖିବାକୁ ଅନେକ ବଡ଼ ବଡ଼ ଲୋକମାନେ ଆସିଥିଲେ। ଆଉ ମ୍ୟାଚ୍ ସରିବା ବେଳକୁ ଅମଲ ହୋଟେଲ୍ କୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଅମଲ୍ ଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା।
Hh
ଏହାପରେ ସାଙ୍ଗେ ସାଙ୍ଗେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା। ଏହାପରେ ତାଙ୍କର ଚିକିତ୍ସା ପରେ ଡ଼ାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରି ଦେଇଥିଲେ। ତାଙ୍କର ଏହି ମୃ-ତ୍ୟୁ ଖବର ପରେ କ୍ରିକେଟ୍ ଜଗତରେ ଏବେ ଶୋକ ର ଛାୟା ଖେଳି ଯାଇଛି। ଆଉ ଏବେ ମଧ୍ୟ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଏହି ଖବର କୁ କେହି ହେଲେ ମଧ୍ଯ ବିଶ୍ବାସ କରି ପାରୁ ନାହାଁନ୍ତି। କାରଣ ସେ ସଂପୂର୍ଣ୍ଣ ଭାବରେ ସୁସ୍ଥ ଥିଲେ।
ହେଲେ ଜଣେ ସୁସ୍ଥ ବ୍ୟକ୍ତିଙ୍କ ସହ ଏଭଳି କାହିଁକି ହେଲା ସେନେଇ ଏବେ ସମସ୍ତେ ଖୁବ ଚିନ୍ତିତ ହୋଇ ପଡିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ଓ ଆପଣ ମାନେ ଏହା ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ଆପଣଙ୍କ ପ୍ରତିକ୍ରିୟା ଆପଣ ନିଶ୍ଚିତ ହେଲେ ମଧ୍ୟ ଜଣାଇବେ।

Advertisement