Updated: Sep 3, 2024, 16:35 IST

ପ୍ରେମିକାର ଘରେ ପଶି ଇଜ୍ଜତ ନେଲା ଶେଷରେ ଜୀବନ ହାରିଲା ସୁଚିତ୍ରା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପ୍ରେମ ବ୍ୟାପାରକୁ ନେଇ ଆସିଛି କିଛି ଖବର । ପ୍ରେମ କରି ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଲୋକମାନେ ପ୍ରେମ କରି ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 
Gh
ପ୍ରେମିକ ଜଣକ ପ୍ରେମିକାର ଘରକୁ ଗଲା । ଆଉ ନିଜ ପ୍ରେମିକା ସହିତ ଝଗଡ଼ା କରିଲା ନୃଶଂସ ପ୍ରେମିକ । ଆଉ ଏହି ପାଇଁ ପ୍ରେମିକ ଜଣକ କେବଳ ତାର ପ୍ରେମିକା ସହିତ ଝଗଡ଼ା କରିଲା ତାହା ନୁହେଁ ଏହାସହ ସେ ତାର ପ୍ରେମିକାର ପରିବାର ଲୋକଙ୍କୁ ମଧ୍ୟ ମାଡ ମାରିଥିଲା । ଆଉ ଏହାପରେ ଏହି ପ୍ରେମିକା ଜଣକ ସହି ପାରିଲା ନାହିଁ ଆଉ ଏହାପରେ ନିଜ ଜୀବନ ହାରି ଦେଲା ପ୍ରେମିକା ଜଣକ । ଏହି ପ୍ରେମିକା ଜଣଙ୍କର ମାଆ ଘରେ ନଥିବା ବେଳେ ପ୍ରେମିକ ଜଣକ ତାଙ୍କ ଘରେ ପଶି ଯାଇଥିଲେ ।
Bb
ଏହି ପ୍ରେମିକା ଜଣଙ୍କର ମାଆ କହିଛନ୍ତି ସେ ଘରେ ନଥିବା ବେଳେ ତାଙ୍କ ଘରକୁ ତାଙ୍କ ଝିଅର ପ୍ରେମିକ ଜଣକ ପଶି ଆସିଥିଲେ । ଆଉ ତାଙ୍କ ଝିଅକୁ ସେ ମାରଧର କରିଥିଲେ । ଆଉ ତାଙ୍କ ମୋବାଇଲ୍ ଛଡାଇ ନେଇଥିଲେ । ତାଙ୍କୁ ଦରମରା କରି ମାଡ ମାରିଥିଲେ । ଆଉ ତାଙ୍କର ବିକଳାଙ୍ଗ ପୁଅକୁ ମଧ୍ୟ ମାଡ ମାରିଥିଲେ ଆଉ ଏହାସହ ତାଙ୍କ ଘରେ ଥିବା ବୃଦ୍ଧା ଶାଶୁ ଶଶୁରଙ୍କୁ ମଧ୍ୟ ମାଡ ମାରିଥିଲେ । ଏବେ ଏହି ଘଟଣାକୁ ନେଇ ସବୁ କହିଛନ୍ତି ମାଆ ଜଣକ । ପୁଅ ଆଉ ଝିଅଙ୍କ ପ୍ରେମ ବିବାହ ପାଇଁ ରାଜି ଥିଲେ । 
ପ୍ରେମିକ ଜଣକ ସବୁବେଳେ ଚାହୁଁଥିଲା ତାର ପ୍ରେମିକା ଆଉ ତାଙ୍କ ପରିବାର ସବୁବେଳେ ତାର ପାଦ ତଳେ ରୁହନ୍ତୁ । ଆଉ ସବୁବେଳେ ତା କଥା ମାନନ୍ତୁ ବୋଲି କହୁଥିଲା । କିନ୍ତୁ ଏହି ଯୁବକ ଜଣକ ଏଭଳି କରିବା ଆଉ ସହି ପାରିଲା ନାହିଁ ପ୍ରେମିକା ଜଣକ । ଶେଷରେ ନିଜ ଜୀବନ ହାରି ଦେଇଛି । ଗତକାଲି ଖିଅଖଳା ଗ୍ରାମରେ ଅପରାହ୍ନ ସମୟରେ ଏଭଳି ଘଟଣା ଘଟିଛି । ଏହି ଝିଅ ଜଣକ ନାମ ହେଉଛି ସୁଚିତ୍ରା । ଆଉ ପୁଅ ହେଉଛି ସୁଶୀଲ ମଙ୍ଗରାଜ । ଏବେ ଏହି ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ଏବେ ଏହାର ତଦନ୍ତ ଚାଲିଛି ।

Advertisement