Feb 27, 2025, 09:40 IST

ସ୍ତ୍ରୀକୁ ଭିଡିଓ କଲ୍ କରି ଜେଲ୍ ଭିତରେ ମ-ରିଗଲା ସ୍ବାମୀ ଆଉ ତାପରେ

Hh

ଜେଲ ର ଚାରି କାନ୍ଥ ଭିତରେ ରହିଥିଲା ମଣିଷ ମରା ଅପରାଧୀ। କିଛିଦିନ ହେବ କିଛି ଖାଉ ନଥିଲା ଆଉ ଇଆଡ଼େ ସିଆଡେ ଅନେଇ କଣ ସବୁ ଭାବି ଯାଉଥିଲା। ଘର ଲୋକଙ୍କ ସହ ଗତକାଲି କଥା ହେବା ବେଳେ ସ୍ତ୍ରୀ କଥା ମନେ ପଡ଼ୁଛି ବୋଲି କହିଥିଲା। ସ୍ତ୍ରୀ କୁ ଦେଖିବାକୁ ଘରକୁ ବହୂତ ଜଲଦି ଯିବ ବୋଲି ମଧ୍ୟ କହିଥିଲା। ରାତିରେ ସ୍ତ୍ରୀ ସହ କଥା ହୋଇଥିବା ବେଳେ ସକାଳୁ ଏହି ସ୍ବାମୀ ଜଣକ ମରି ଯାଇଥିଲା।
Hh
ଜେଲ ରେ ବିଚାରଧୀନ ଥିବା କଏଦୀ ର ସନ୍ଦେହ ଜନକ ଭାବରେ ମୃ-ତ୍ୟୁ ହୋଇଛି। କଟକ ଜିଲ୍ଲା, ତିଗିରିଆ ଥାନା ଅନ୍ତର୍ଗତ କଙ୍କାଳ ଗ୍ରାମର ତୟଫ ଖାନ୍ ଓରଫ କୁନା ଙ୍କ ଜେଲ ରେ ସନ୍ଦେହ ଜଣକ ଭାବରେ ମୃ-ତ୍ୟୁ ହୋଇଛି। ଗତକାଲି ସେ ଘର ଲୋକଙ୍କ ସହ କଥା ହୋଇଥିବା ବେଳେ ଦୁଇ ଦିନରେ ବେଲ୍ ହେବ ବୋଲି ମଧ୍ୟ ଏହା ମାଆ ଙ୍କୁ କହିଥିଲା। ହେଲେ ସକାଳୁ ଏହା ଖବର ଆସିଥିଲା କି ତୟଫ ଆଉ ଏହି ଦୁନିଆଁରେ ନାହିଁ।
Bb
ଏକଥା ଶୁଣିବା ପରେ ହଠାତ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ପରିବାର ଲୋକେ। କଏଦୀ ପୁଅର ଏହି ମୃ-ତ-ଦେହ ଏବେ ଆଠଗଡ଼ ମେଡିକାଲ ରେ ପଡ଼ି ରହିଥିବା ଜଣା ପଡ଼ିଛି। ଏପଟେ ପରିବାର ପୁଅର ମୃ-ତ୍ୟୁ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ଆଉ ପରିବାର ଲୋକେ ଏହା ଅଭିଯୋଗ କରିଛନ୍ତି କି ପୋଲିସ ତୟଫ ଙ୍କୁ ବାଡେଇ ବାଡେଇ ମାରି ଦେଇଛନ୍ତି ବୋଲି ପରିବାର ଲୋକେ ମଧ୍ୟ କଙ୍କାଳ ଛକ ରେ ,
ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଆଉ କହୁଛନ୍ତି କି ଆମ ପୁଅକୁ ଆମକୁ ଫେରାଇ ଦିଅ। ଏବେ ଏହି ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏଭଳି ଭାବରେ ସନ୍ଦେହ ଜନକ ମୃ-ତ୍ୟୁ ଖବର ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement