Updated: Mar 14, 2025, 09:00 IST

ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ବୋଲି ୧୩ ବର୍ଷର ଛୁଆକୁ ଦୁ-ଷ୍କ-ର୍ମ କରିଦେଲେ ଦୁଇ ସାଙ୍ଗ

Bv

ଚାଲିଥିଲା ରମଜାନ ଆଉ ରୋଜା ପାଇଁ ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିଥିଲା ସ୍ତ୍ରୀ ସେପଟେ ଆଉ ଜଣେ ସାଙ୍ଗର ମଧ୍ୟ ଥିଲା ସମାନ ଅବସ୍ଥା ସେହି ସାଙ୍ଗ ର ସ୍ତ୍ରୀ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରି ଦେଇଥିଲା। ନିଜର ଯୌନ ଭୋକ ମେଣ୍ଟାଇବା ପାଇଁ ଦୁଇ ସାଙ୍ଗ ଏଭଳି ଏକ ପ୍ଲାନ୍ କରିଥିଲେ। ମାତ୍ର ୧୩ ବର୍ଷର ଏକ ଝିଅକୁ ଗାଁ ମଝିରୁ ଉଠେଇ ନେଇ ଯାଇଥିଲେ। ସେ ସେଠାରେ ହିଁ ତାଙ୍କୁ ଦୁ-ଷ୍କ-ର୍ମ କରି ଚାଲିଲେ ଏହି ଦୁଇଜଣ।
Yg
ତେର ବର୍ଷର ଛୁଆ ସହି ପାରି ନଥିଲା ଏହି ରାକ୍ଷସ ମାନଙ୍କ ଅତ୍ୟାଚାର କୁ ମତେ ଛାଡ଼ି ଦିଅ ଆଉ ମତେ ଛାଡ଼ି ଦିଅ କହି ଖୁବ ଜୋରେ ସେ ଚିତ୍କାର କରି ଚାଲିଥିଲା। ଏହାପରେ ଏହି ଦୁଇଜଣ ସାଙ୍ଗ ନିଜର ଦେହର ଭୋକ ମେଣ୍ଟାଇବା ପରେ ରଶି ରେ ସେହି କୁନି ଝିଅ ଟିର ଗଳା କୁ ଚିପି ମାରି କୂଅ ଭିତରେ ପକାଇ ଦେଇଥିଲେ। ଏଭଳି କି ସେହି ଝିଅଟିକୁ ମାରିବା ପରେ ଅପହରଣର ପ୍ଲାନ୍ କରି ନିରୀହ ଛୁଆର ପରିବାର କୁ ଦଶ ଲକ୍ଷ ଟଙ୍କା ମାଗିଥିଲେ।
Gg
ଆଉ ପରିବାର ଲୋକେ ଭାବିଥିଲେ କି ତାଙ୍କର ଛୁଆକୁ ପଇସା ପାଇଁ କିଏ ଅପହରଣ କରି ନେଇଛି। ହେଲେ ତାଙ୍କର ପରିବାର ଲୋକଙ୍କୁ ଜଣା ନଥିଲା କି ତାଙ୍କର ଏହି ୧୩ ବର୍ଷର ଛୁଆ ସହ କଣ ଘଟି ଯାଇଛି ବୋଲି। ପରିବାର ଲୋକେ ଡେରି ନକରି ପହଞ୍ଚି ଯାଇଥିଲେ ପୋଲିସ ନିକଟରେ। ଏଥିପାଇଁ ଜଣେ ମହିଳା ପୋଲିସ ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା ଆଉ ମହିଳା ପୋଲିସ ବୁର୍ଖା ପିନ୍ଧି ଦୁଇ ସାଙ୍ଗ ଙ୍କୁ ଧରିବାରେ ସଫଳ ହୋଇଥିଲା।
ପ୍ରଥମେ ପ୍ରଥମେ ମନା କରୁଥିବା ସେହି ରାକ୍ଷସ ପୋଲିସ ମାଡ଼ ଭୟରେ ସବୁ ସତ ନିଜ ମୁହଁରେ ମାନି ଯାଇଥିଲେ। ନିରୀହ ଛୁଆକୁ ଯେଉଁଭଳି ଭାବରେ ନିର୍ଯାତନା ଦିଆଯାଇ ଥିଲା ଆଉ ପରେ ତାକୁ ଏଭଳି ପିଟା ଯାଇଥିଲା ଯେ ପୋଲିସ ଏହାର ପୋଷ୍ଟ ମର୍ଟମ୍ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲା। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ମଧ୍ୟ ଏହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement