ଯାହା ଡର ଥିଲା ଏବେ ସେୟା ହିଁ ହେଲା। ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଅଶୋକ ଚଂପତି। ଗତ କିଛିଦିନ ହେବ ମୀରା , ଅଶୋକ ଓ ଅନିତା ଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଅଶୋକ ଆଉ ଅନିମା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଅଶୋକଙ୍କୁ ସଂକଟାପନ୍ନ ହେବାରୁ କୁ ନେଇ ଆସିଛି। ଅଶୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଵ ବିଗିଡ଼ିବା ରେ ଲାଗିଛି। ସେ କ୍ୟାନ୍ସର ର ଚତୁର୍ଥ ପର୍ଯ୍ୟାୟ ରୁ ରିକଭରି କରୁଥିଲେ।

ଆଉ ଏବେ ସେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଆଗକୁ କଣ ହେବ କଣ ନାହିଁ ତାହା ଭଗବାନ ହିଁ ଜାଣିଛନ୍ତି ଆଉ ଭଗବାନ ଙ୍କ ହାତରେ ହିଁ ନିଷ୍ପତ୍ତି ଅଛି। ଏହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି କି କଣ ହୋଇଥିଲା ଅଶୋକ ଙ୍କର।ଆଉ କଣ ପାଇଁ ତାଙ୍କର ଅବସ୍ଥା ଏଭଳି ହୋଇଛି ଏଥିପାଇଁ ବାସ୍ତବରେ ଦାୟୀ କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ। କାହିଁକି ବାସ୍ତବରେ ତାଙ୍କର ଏଭଳି ଅବସ୍ଥା ହୋଇଛି।

ଆଉ କଣ ପାଇଁ କ୍ୟାନ୍ସର ର ଚତୁର୍ଥ ପର୍ଯ୍ୟାୟ ରୁ ଭଲ ହୋଇଥିଲେ ସୁଦ୍ଧା କଣ ପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ହୋଇ ପାରୁ ନାହାଁନ୍ତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଲୋକମାନେ ମଧ୍ୟ ଏବେ ଭିନ୍ନ ଭିନ୍ନ କଥା ସବୁ ଆଲୋଚନା କରୁଛନ୍ତି। ଆଉ ଅନେକ ଲୋକ ମାନେ କହିଛନ୍ତି କି ସେ ଚିନ୍ତାଗ୍ରସ୍ତ ହୋଇଥିବା ପାଇଁ ହିଁ ତାଙ୍କର ଏଭଳି ଅବସ୍ଥା ହୋଇ ଯାଇଛି। ଖୁବ ଚିନ୍ତାରେ ଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଛି।
ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ସୋସିଆଲ ମିଡ଼ିଆ ରେ ମଧ୍ୟ ବର୍ତ୍ତମାନ ସମୟରେ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।