Aug 8, 2024, 19:56 IST

State Bank Of India ରେ ଆସିଲା ବଡ଼ ନିଯୁକ୍ତି ସୁଯୋଗ ଦେଖନ୍ତୁ ଖାଲି ରହିଛି ଏତିକି ପଦବୀ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେଦ୍ୱା ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଖୁସି ହୋଇଯିବେ । ଏବେ ଅନେକ ଲୋକ ଚାକିରୀ ନକରି ଘରେ ଅଛନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ କାମ ପାଉ ନାହାନ୍ତି । ଏବେ ବଡ ଭାକେନ୍ସି ଆସିଛି । 
Gr
ଆଉ ବଡ ଭାକେନ୍ସି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଆସିଲା ବଡ ଖବର । ଏବେ ଷ୍ଟେଟ ବ୍ୟାଙ୍କ ତରଫରୁ ଆସିଲା ବଡ ଖବର ଆଉ ଖାଲି ପଡ଼ିଛି ଅନେକ ପଦବୀ । ୧୧୦୦ ପଦବୀ ଖାଲି ପଡ଼ିଛି ବୋଲି ଜଣାପଡୁଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଣିଲା ଦମଦାର ସୁଯୋଗ । ଏହି ପଦବୀ ପାଇଁ ଆପଣମାନେ ଆବେଦନ କରନ୍ତୁ । ଆଉ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ । ଷ୍ଟେଟ ବ୍ୟାଙ୍କ ତରଫରୁ ଅନେକ ପ୍ରକାରର ପଦବୀ ଆସିଛି । 
Vv
ଯେଉଁମାନେ ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ସେମାନେ ଏହାର ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଯେଉଁମାନେ ଅର୍ଥଶାସ୍ତ୍ର ଏବଂ ପରାମର୍ଶ ଦାତା ପୋଷ୍ଟରେ ଆବେଦନ କରିବେ ସେମାନେ ଏହି ପଦବୀରେ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଜୁଲାଇ ୧୭ ତାରିଖରୁ ଆପଣ ଆବେଦନ କରିପାରିବେ । ଆଉ ଅନ୍ୟାନ୍ୟ ପଦବୀ ପାଇଁ ଜୁଲାଇ ୧୯ ତାରିଖରୁ ଆପଣମାନେ ରେଜିଷ୍ଟ୍ରେସନ୍ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ମାସ ୮ ତାରିଖ । 
ଆଉ କିଛି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୪ ଅଗଷ୍ଟ । କେଉଁ ପଦବୀରେ କେତେ ପୋଷ୍ଟ ଖାଲି ରହିଛି ଏହା ଆପଣମାନେ ଏହାର ୱେବସାଇଟ ଦ୍ଵାରା ଜାଣିପାରିବେ । ଏହି ପୋଷ୍ଟ ପାଇଁ ଆପଣମାନେ ଆବେଦନ କରିବା ପାଇଁ ଫି ୭୫୦ ଟଙ୍କା ପଡ଼ିବ । SC ଏବଂ ST ପାଇଁ କୌଣସି ଫି ଦରକାର ନାହିଁ । ଆପଣମାନେ ଏଭଳି ଏକ ସୁଯୋଗ ଦେଖି ହାତଛଡ଼ା କରନ୍ତୁ ନାହିଁ । ଆଉ ଏହି ସୁଯୋଗ ବିଷୟରେ ଅର୍ଥାତ୍ ଏହି ପଦବୀ ବିଷୟରେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ ଦ୍ଵାରା ଦେଖି ଆପଣମାନେ ଆବେଦନ କରିପାରିବେ ।

Advertisement