Jun 23, 2024, 17:19 IST

ଖୁବ୍ ଶୀଘ୍ର ମହିଳାମାନେ ପାଇବେ ସୁଭଦ୍ରା ଯୋଜନା ଟଙ୍କା ଦେଖନ୍ତୁ ଆସିଲା ବଡ଼ ଖବର ଲାଗିବ ଏହିସବୁ ଡକ୍ୟୁମେଣ୍ଟ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସରକାର କରିଥିବା ଯୋଜନା ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି ଏହି କଥା ଜାଣିଥିବେ । ବିଜେପି ସରକାର ଶାସନକୁ ଆସିବା ପୂର୍ବରୁ ଅନେକ ଯୋଜନା କରିବେ ବୋଲି କହିଥିଲେ । ଆଉ ଏବେ ସେ ଏହି ସବୁ ଯୋଜନା ବିଷୟରେ କହୁଛନ୍ତି । ଏବେ ବିଜେପି ସରକାରଙ୍କ ଦ୍ଵାରା ସୁଭଦ୍ରା ଯୋଜନା ବାହାର କରାଯାଇଛି ।
Gh
ଏନେଇ ସେ ପୂର୍ବରୁ ଘୋଷଣା କରିଥିଲେ ଆଉ ଏବେ ଏହି ଯୋଜନା ଆସିଛି । ଏହି ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହୋଇପାରିବେ । ଏବେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ଏବେ ସାମ୍ନାକୁ ଆସିଲା କେମିତି ମିଳିବ ଏହି ସୁଭଦ୍ରା ଯୋଜନା । ଏହି ଯୋଜନା ପାଇଁ କଣ ସବୁ ଡକ୍ୟୁମେଣ୍ଟ ଦରକାର ଆଉ ଆପଣଙ୍କୁ କେଉଁ ଡକ୍ୟୁମେଣ୍ଟ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏଭଳି ଅନେକ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସମୟ ଥାଉ ଥାଉ ଏହି ବିଷୟରେ ଜାଣି ନିଅନ୍ତୁ ।
Bb
ସମୟ ଥାଉ ଥାଉ କିଛି କିଛି ଡକ୍ୟୁମେଣ୍ଟ ସୁଧାରି ଦିଅନ୍ତୁ । ନହେଲେ ସୁଭଦ୍ରା ଯୋଜନାର ଲାଭ ଆପଣମାନେ ପାଇପାରିବେ ନାହିଁ । ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେପି ସରକାର ଏହି ଯୋଜନା କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଶାସନ ଭାର ସମ୍ଭାଳିବା ପରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ମିଳିବ । ମୋହନ ସରକାର ଓଡ଼ିଶାରେ ଆସିବା ପରେ ଚାରୋଟି ଜିନିଷ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ଆଉ ଏହି ଚାରୋଟି କଥା ଭିତରେ ସୁଭଦ୍ରା ଯୋଜନା ରହିଛି । ଏବେ କେଉଁ ଲୋକମାନଙ୍କୁ ଏହି ଯୋଜନା ମିଳିବ ଆଉ କାହାକୁ ମିଳିବ ନାହିଁ ଏନେଇ କଥା ଆସୁଛି ।
ସୁଭଦ୍ରା ଯୋଜନା ପାଇବା ପାଇଁ କିଛି ତଥ୍ୟ ଆବଶ୍ୟକ । କେବଳ ବିବାହିତା ମହିଳାମାନେ ଏହାର ଲାଭ ଉଠାଇ ପାରିବେ । ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । ପରିବାରରୁ ଜଣଙ୍କୁ ଏହି ଯୋଜନା ମିଳିବ । ସରକାରୀ ଚାକିରୀ କରିଥିବା ମହିଳା ଏହାର ଲାଭ ପାଇବେ ନାହିଁ । ଏହି ଯୋଜନା ପାଇଁ ଆଧାର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍ ନମ୍ବର୍, ପାସପୋର୍ଟ ଫଟୋ, ଆୟ ପ୍ରମାଣପତ୍ର, ଇନକମ ସାର୍ଟିଫିକେଟ, ରାସନ୍ କାର୍ଡ ଦରକାର । ଯଦି ଏହିସବୁ ଦସ୍ତାବିଜରେ କିଛି ଭୁଲ ଥାଏ ତାହେଲେ ଏହାକୁ ଶୀଘ୍ର ସମାଧାନ କରନ୍ତୁ ।

Advertisement