Oct 6, 2024, 17:17 IST

ସ୍କୁଲ ଝିଅ କୁ ଧରି କରୁଥିଲା ବ-ଳା-ତ୍କାର..ଶୁଣି ଦିଦି ଙ୍କ ହେଇଗଲା ଅଚାନକ ମୃ-ତ୍ୟୁ..

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କୁଲରେ ପାଠ ପଢ଼ାଉଥିବା ଦିଦିଙ୍କ ଫୋନକୁ ଆସିଥିଲା ହଠାତ୍ ଅଜଣା ନମ୍ବରରୁ କଲ। ଆଉ ସେହି ଫୋନକୁ ଅନ କରି ଦିଦି ଜଣଙ୍କ ଦେଖିଥିଲେ ଝିଅର ଏକ ଭିଡିଓ। ଆଉ ଏହାକୁ ଦେଖିବା ପରେ ଦିଦିଙ୍କ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ସେହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଝିଅର ଏଭଳି ଭିଡିଓଟିକୁ ଦେଖି ଦିଦି ଜଣଙ୍କ ପୁରା ଡରି ଯାଇଥିଲେ। ତା'ପରେ ଦିଦିଙ୍କ ସହିତ ଘଟିଥିଲା ଭୟଙ୍କର ଦୁ-ର୍ଘ-ଟ-ଣା। 
Gg
ତେବେ ସବୁଠୁ ବଡ଼ କଥା ହେଲା ଦିଦିଙ୍କ ପାଖକୁ ଯେଉଁ ନମ୍ୱରୁ କଲ ଆସିଥିଲା ସେହି ବ୍ୟକ୍ତି ଜଣଙ୍କ ପୋଲିସ ପୋଷାକ ପିନ୍ଧିଥିବା ବେଳେ ଦୀର୍ଘ ଚାରି ଘଣ୍ଟା ଧରି ଝିଅ ବିଷୟରେ କହିବା ସହିତ ଅନେକ ଖରାପ ବାର୍ତ୍ତା ଜଣାଇଥିଲେ। ଆଉ ସେହି ବ୍ୟକ୍ତି ଜଣଙ୍କ ଫୋନରେ କହିଥିଲେ ଯେ, "ଆମେ ମାଗୁଥିବା ଇଚ୍ଛା ଯଦି ପୂରଣ କରିବ ତାହାଲେ ତମ ଝିଅର ଭିଡିଓ ଭାଇରାଲ କରାଯିବ ନାହିଁ"। ତେବେ ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରା ଠାରେ। 
Vg
ପୀଡ଼ିତା ମାଳତୀ ବର୍ମାଙ୍କ ପାଖକୁ ଗତ ୩୦ ତାରିଖ ଦିନ ନିଜକୁ ପୋଲିସ ଅଫିସର ବୋଲି କହୁଥିବା ଏକ ବ୍ୟକ୍ତିଙ୍କ ନିକଟରୁ କଲ୍ ଆସିଥିଲା। ବ୍ୟକ୍ତି ଜଣଙ୍କ ମାଳତୀଙ୍କୁ କହିଥିଲେ କି, ତାଙ୍କ ଝିଅର ସେ-କ୍ସ୍ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ବାସ୍ତବରେ କଲ କରିଥିବା ବ୍ୟକ୍ତି ଜଣଙ୍କ ମାଳତୀଙ୍କୁ ବ୍ଲା-କ-ମେ-ଲ କରିବା ପାଇଁ ଏମିତି ମିଛ କହିଥିଲେ। ଯଦି ମାଳତୀ ଏକ ଲକ୍ଷ ଟଙ୍କା ନଦିଅନ୍ତି ତେବେ ସେହି ବ୍ୟକ୍ତି ଜଣଙ୍କ ସବୁ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ବ୍ୟକ୍ତିଙ୍କ ଠାରୁ ଏକଥା ଶୁଣି ଦିଦି ଜଣଙ୍କ ଭୟଭୀତ ହେଇଯାଇଥିଲେ। 
ଆଉ ତା'ପରେ ମାଳତୀ ତାଙ୍କ ପୁଅକୁ ଏକ ଲକ୍ଷ ଟଙ୍କା ଟ୍ରାସ୍ଫର କରିବାକୁ ଦେଇଥିଲେ। ହେଲେ ଏହାରି ଭିତରେ ହିଁ ଦିଦି ଜଣଙ୍କ ହୃ-ଦ-ଘା-ତର ଶିକାର ହେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ତାଙ୍କର ସେହି ଠାରେ ହିଁ ତାଙ୍କର ମୃ-ତ୍ୟୁ ହେଇଯାଇଥିଲା। ମାଙ୍କ ମୃ-ତ୍ୟୁ ଏବଂ ପୁରା ଘଟଣା ସଂପର୍କରେ ଦିଦିଙ୍କ ପୁଅ ଦିବ୍ୟାଂଶୁ ପୋଲିସଙ୍କୁ କହିଥିଲେ। ଏବେ ପୋଲିସ ସାଇବର ଠକ ମାନଙ୍କୁ ଟ୍ରେସ କରିବା ପାଇଁ ଉଦ୍ୟମ କରିଛି। କୁହାଯାଉଛି ଯେ, "ଡିଜିଟାଲ ଆରେଷ୍ଟରେ ଏହା ହେଉଛି ପ୍ରଥମ ମୃ-ତ୍ୟୁ"। ଖୁବଶୀଘ୍ର ସାଇବର ଠକ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Advertisement