May 16, 2024, 06:52 IST

ଅଟୋ ଭିତରେ ବସେଇ କଲେଜ୍ ଯୁବତୀ କୁ ସେ-କ୍ସ..ମଜା ଲୁଟୁ ଥିବା ବେଳେ ଅଚାନକ ଆସିଗଲା ଯୁବକ ର ସ୍ତ୍ରୀ

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯାହା କିଛି ଆମ ସମାଜ ରେ ଘଟୁଛି ତାହା ଆପଣ ମାନେ ସମସ୍ତେ ଜାଣି ଥିବେ।ପୁରୁଷ ମାନେ ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖୁଛନ୍ତି।
ସେମାନେ ଥରେ ହେଲେ ନିଜ ପରିବାର ପିଲା ଛୁଆ ସ୍ତ୍ରୀ କଥା ଭାବୁ ନାହାଁନ୍ତି।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।ଲୋକ ମାନେ ଏହି ଭିଡିଓ କୁ।ଦେଖି ଖୁବ୍ ନିନ୍ଦା କରୁଛନ୍ତି।
Nn
ସୂଚନା ଅନୁସାରେ ରାସ୍ତା ମଝିରେ ଚାଲି ଥିଲା ସ୍ଵାମୀ ସ୍ତ୍ରୀ ଙ୍କ ର ହାଇ ଡ୍ରାମା।ସ୍ଵାମୀ ହେଉଚି ଜଣେ ଅଟୋ ଡ୍ରାଇଭର।ସେ ସବୁଦିନ ଅଟୋ ଚଳାଇ ପରିବାର କୁ ଚଳଉ ଥିଲା। ଏହାରି ଭିତରେ ସେ ଗୋଟିଏ ଯୁବତୀ ଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ।
ଅଟୋ ଭିତରେ ବସି ତା ସହିତ ସବୁଆଡେ ବୁଲିବାକୁ ଯାଆନ୍ତି।ହେଲେ ପ୍ରେମିକା ଜଣକ ଜାଣି ନ ଥିଲା ସେ ଯାହାକୁ ପ୍ରେମ କରୁଚି ସେ ଆଗରୁ ବିବାହିତ ଅଛନ୍ତି।ଏହା ପରେ ସେମାନେ ଅଟୋ ରେ ବସି ପ୍ରେମ କରୁ ଥିଲେ।
Gh
ଏହି ସମୟ ରେ ସେହି ପୁରୁଷ ଙ୍କ ପ୍ରଥମ ପତ୍ନୀ ନିଜ ଭାଇ ସହିତ ଆସି ପହଂଚି ଯାଇ ଥିଲେ।ସେଠାରେ ସେ ଯାହା କିଛି ଦେଖି ଥିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ତାଙ୍କ ପାଦ ତଳେ ପଡି ତାଙ୍କୁ ଏପରି ନ କରିବାକୁ ସ୍ତ୍ରୀ ଜଣକ କହି ଥିଲେ।
ହେଲେ ଏଥିରେ ରାଜି ହୋଇ ନ ଥିଲେ ସ୍ଵାମୀ।ସେ ତାଙ୍କ ପ୍ରେମିକା କୁ ବିବାହ କରିବା ପାଇଁ ଜିଦ୍ କରି ବସି ଥିଲେ।ଏହା ଦେଖିବା ପରେ ପ୍ରେମିକା ଜଣକ ବହୁତ ରାଗି ଯାଇ ଥିଲେ।ସେ ତାଙ୍କ ପ୍ରେମିକ କୁ ଛାଡି ଚାଲି ଯାଇ ଥିଲେ।
ଜଣେ ବିବାହିତ ପୁରୁଷ ଙ୍କୁ ସେ ବିବାହ କରିବେ ନାହି ବୋଲି ସେ କହି ଥିଲେ।ଏହା ପରେ ସ୍ଵାମୀ ଜଣକ ନିଜ ଭୁଲ ବୁଝି ପାରି ଥିଲେ।ନିଜ ସ୍ତ୍ରୀ କୁ ସେ ଭୁଲ ମାଗି ଥିଲେ।ରାସ୍ତା ମଝିରେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳି ଥିଲା। ଯାହାର ଭିଡିଓ।ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।

Advertisement