ସବୁଠାରୁ ଏକ ବଡ ପର୍ବ ଭିତରେ ଶିବରାତ୍ରୀ ଅନ୍ୟତମ । ଶିବରାତ୍ରୀ ପର୍ବରେ ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି । ଏବେ ପବିତ୍ର ଶିବରାତ୍ରୀରେ ଶିବ ଭଗବାନଙ୍କ ମନ୍ଦିରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ଡେଖି ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ଏବେ ଆସିଛି କିଛି ଖବର । ଶିବରାତ୍ରୀରେ ମୁଣ୍ଡିଆ ମାରୁ ମାରୁ ଶିବ ଲିଙ୍ଗ ପଛରୁ ବାହାରି ପଡ଼ିଲା ନାଗ ସାପ । ଶିବ ମନ୍ଦିର ଭିତରେ ଶିବ ଲିଙ୍ଗ ଅଛି ଆଉ ଶିବ ଲିଙ୍ଗ ଚାରିପଟେ ନାଗ ସାପ ଗୁଡେଇ ହୋଇଛି ।

ଆପଣମାନେ ଏହି ନାଗ ସାପ ଏବଂ ଶିବ ଲିଙ୍ଗଙ୍କୁ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ପବିତ୍ର ଶିବରାତ୍ରୀରେ ଗାଁ ଲୋକ ମନ୍ଦିର ଯାଇଥିଲେ । ଆଉ ଶିବ ଲିଙ୍ଗକୁ ପୂଜା କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଲୋକମାନେ ପୂଜା କରୁଥିବା ବେଳେ ହଠାତ୍ ଏହି ଶିବ ଲିଙ୍ଗ ପଛରେ ଏକ ନାଗ ସାପ ବାହାରି ଆସିଥିଲା । ଆଉ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲୋକମାନେ ଏହି ଦୃଶ୍ୟ ଦେଖିବାକୁ ଭିଡ ଲଗାଇ ଦେଇଥିଲେ ।

ଏହି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଆଖିରେ ନ ଦେଖିଲେ କେହି ବି ବିଶ୍ୱାସ କରିବେ ନାହିଁ । ଏହି ଦୃଶ୍ୟ କୌଣସି ଏକ ଫିଲ୍ମର ଦୃଶ୍ୟ ଭଳି ହୋଇଛି । ଶିବରାତ୍ରୀ ଭଳି ଦିନରେ ଶିବ ଲିଙ୍ଗ ଉପରେ ଏଭଳି ନାଗ ସାପ ଗୁଡେଇ ହୋଇଥିଲା । ଗାଁ ଭିତରୁ ସାପ ମନ୍ଦିର ଭିତରକୁ ପଶି ଯାଇଥିଲା । ଆଉ ଏହି ନାଗ ସାପ ଶିବ ଲିଙ୍ଗ ପାଖକୁ ଯାଇଥିଲା । ଏହି ସାପ ଗାଁ ଭିତରୁ ଆସିଲା ଆଉ ଲୁହାର କବାଟ ଦେଇ ମନ୍ଦିର ଭିତରକୁ ଯାଇଥିଲା । ଆଉ ମନ୍ଦିର ଭିତରକୁ ଯାଇ ଶିବ ଲିଙ୍ଗ ଉପରେ ରହିଥିଲା ।
ଏହି ଦୃଶ୍ୟ ଦେଖି ଗାଁ ଲୋକମାନେ ଛାନିଆ ହୋଇ ଯାଇଥିଲେ । ଏହି ଦୃଶ୍ୟ ଦେଖିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଗାଁ ଲୋକମାନେ ଏହି ଦୃଶ୍ୟ ଦେଖି ମୋବାଇଲରେ ରେକର୍ଡ କରିଥିଲେ । ଏବେ ଏହି ଦୃଶ୍ୟ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଏବେ ଏହି ଶିବ ଲିଙ୍ଗ ଉପରେ ନାଗ ସାପ ଗୁଡେଇ ହୋଇ ଥିବାର ଚିତ୍ର ଆପଣମାନେ ଦେଖି ପାରୁଛନ୍ତି । ଏହି ଦୃଶ୍ୟ ଯିଏ ବି ଦେଖିଥିଲା ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏବେ ସମସ୍ତେ ଶିବ ଭଗବାନ ଆସିଛନ୍ତି ବୋଲି କହିଛନ୍ତି ।