Jul 2, 2024, 17:21 IST

ଶିବଙ୍କ ଫଟୋ ଦେଖାଇ ଏମିତି କହିଲେ ରାହୁଲ ଦେଖନ୍ତୁ ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

Vvg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ କଂଗ୍ରେସ ଦଳର ମୁଖ୍ୟ ରାହୁଲ ଗାନ୍ଧୀଙ୍କ ବିଷୟରେ ଅନେକ ଖବର ପାଇ ପାରୁଛନ୍ତି । ରାହୁଲ ଗାନ୍ଧୀ ହେଉଛନ୍ତି ଜଣେ ଶାସକ । ସେ ସବୁବେଳେ ଲୋକମାନଙ୍କ ପାଇଁ କାମ କରି ଆସିଛନ୍ତି । ଏବେ ସଂସଦରେ ହୋଇଥିବା କିଛି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ ।
Vv
ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏବେ ସଂସଦରେ କିଛି ଚର୍ଚ୍ଚା କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ମହାତ୍ମା ଗାନ୍ଧୀ ମରି ନାହାଁନ୍ତି ସେ ବଞ୍ଚିଛନ୍ତି । ସେ ଭଗବାନ ଶିବଙ୍କ ଫଟୋକୁ ଦେଖାଇ କହିଲେ ମହାତ୍ମା ଗାନ୍ଧୀ କେଉଁଠି ଅଛନ୍ତି ? ସଂସଦରେ ରାହୁଲ ଗାନ୍ଧୀ ଏଭଳି ଭାଷଣ ଦେବାର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି ମହାତ୍ମା ଗାନ୍ଧୀ ମରି ଯାଇଛନ୍ତି । ଆଉ ଚଳଚ୍ଚିତ୍ର ମାଧ୍ୟମରେ ସେ ସବୁବେଳେ ତାଙ୍କୁ ପୁନର୍ଜନ୍ମ କରୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ କହିଛନ୍ତି ମହାତ୍ମା ଗାନ୍ଧୀ ଜୀବିତ ଅଛନ୍ତି । 
Bb
ସେ କହିଛନ୍ତି ଭଗବାନ ଶିବଙ୍କ ଫଟୋ ଭିତରେ ମହାତ୍ମା ଗାନ୍ଧୀ ଅଛନ୍ତି । ବିଜେପି ଦଳ ଧର୍ମକୁ ନେଇ କଣ ସବୁ କରୁଛି ଏହି ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଏନେଇ ଅନେକ ପ୍ରଶ୍ନ କରିଛନ୍ତି । ସେ ସଂସଦରେ ଶିବ ଭଗବାନଙ୍କ ଫଟୋ ଦେଖାଇ ମହାତ୍ମା ଗାନ୍ଧୀ ଜୀବିତ ଅଛନ୍ତି ବୋଲି କହିଛନ୍ତି । ଶିବ ଭଗବାନଙ୍କ ମଧ୍ୟରେ ସେ ଜୀବିତ ରହିଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି ଗାନ୍ଧୀ ମୃ-ତ୍ୟୁବରଣ କରିଛନ୍ତି ଆଉ ତାଙ୍କୁ ଫିଲ୍ମରେ ଜୀବିତ କରାଯାଉଛି । ଏହା ମିଥ୍ୟା ବୋଲି ରାହୁଲ ଗାନ୍ଧୀ କହିଛନ୍ତି । 
ଏହାସହ ସେ ସଂସଦରେ ଏଭଳି ସବୁ କଥା କହି ହଇଚଇ ସୃଷ୍ଟି କରିଛନ୍ତି । ତାଙ୍କ ଭାଷଣ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଅନେକ କଥା ଏବେ ସାମ୍ନାକୁ ଆସୁଛି । ରାହୁଲ ଗାନ୍ଧୀ ବାରମ୍ବାର ଭଗବାନ ଶିବଙ୍କ ଫଟୋ ଦେଖାଉଥିଲେ । ଆଉ ବାଚସ୍ପତିଙ୍କ କଥାକୁ ମଧ୍ୟ ସେ ଶୁଣୁ ନଥିଲେ । ହିନ୍ଦୁ କହୁଥିବା ଲୋକ ହିନ୍ଦୁ ନୁହଁନ୍ତି ବୋଲି କହି ଦେଇଥିଲେ ରାହୁଲ ଗାନ୍ଧୀ । ଆଉ ଏଭଳି ଅନେକ କଥା ରାହୁଲ ଗାନ୍ଧୀ କହିଛନ୍ତି । ରାହୁଲ ଗାନ୍ଧୀ ତାଙ୍କର ଏଭଳି କଥାକୁ ବୟାନ କରିଥିଲେ । ରାହୁଲ ଗାନ୍ଧୀଙ୍କ କଥା ଶୁଣି ଲୋକସଭା ଭବନରେ ଏଭଳି ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Advertisement