Dec 28, 2024, 11:06 IST

ମୋ ସହ ସେ-କ୍ସ କରି ଭିଡିଓ କଲା ଏବେ ବାହା ହେବାକୁ ମନା କରୁଛି

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି99 ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲିକା ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ପ୍ରେମ କରି ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି ଆଉ ପ୍ରେମିକା ସହିତ ଏଭଳି କରନ୍ତି ଯାହା ନିନ୍ଦନୀୟ ଅଟେ । ଏବେ ଏହି ଘଟଣାରୁ ଆପଣମାନେ ଏହା ଜାଣିପାରିବେ । 
Hh
ଆଜିକାଲି ଦୁନିଆରେ ଏଭଳି ଅନେକ ଘଟଣା ଘଟୁଛି ଯାହା ହେଉଛି ବିବାହ ପ୍ରତିଶ୍ରୁତି ଦେଇ ଆଜିକାଲି ଲୋକମାନେ ପ୍ରେମ ସମ୍ପର୍କକୁ ଅଧିକ କରୁଛନ୍ତି ଆଉ ଶେଷରେ ତାଙ୍କର ଅବସ୍ଥା ଏହି ଝିଅ ଭଳି ହେଉଛି । ଏହି ଯୁବତୀ ଜଣକ ଏବେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ କହିଛନ୍ତି । ଏହି ଯୁବତୀ ଜଣକ ରାଜକିଶୋର ସେଠି ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଆଉ ସେମାନେ ଅଧିକ ଦିନ ଭଲପାଇବା ପରେ ଏଭଳି କିଛି କରିଥିଲେ ଯୁବକ ଜଣକ । ଏହି ଯୁବକ ଜଣକ ତାଙ୍କୁ ନେଇ ହୋଟେଲ ଯାଇଥିଲେ ।
Hh
ଆଉ ସେମାନେ ହୋଟେଲରେ ଶାରିରୀକ ସମ୍ପର୍କ ରଖିଥିଲେ । ଆଉ ଏହି ସମ୍ପର୍କର ଭିଡିଓ କରିଥିଲେ ଯୁବକ ଜଣକ । ଯୁବକ ଜଣକ ମୋବାଇଲର କ୍ୟାମେରା ଅନ୍ କରି ଏଭଳି ଭିଡିଓ କରିଥିଲେ । ଆଉ ଏହି ଭିଡିଓ କରିବା ବେଳେ ଯୁବତୀ ଜଣକ ଜାଣି ନଥିଲେ । ତାଙ୍କର ବିନା ସମ୍ମତିରେ ଏହି ଭିଡିଓ ହୋଇଥିଲା । ଆଉ ଏବେ ଏହି ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଆଉ ସବୁ କଥା କହିଛନ୍ତି । ଏବେ ପୋଲିସ ଏହି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି । ଏହାସହ ଏହି ଯୁବତୀ ଜଣଙ୍କର ଝିଆରୀକୁ ଏବେ ଏହି ଅଭଜୁକ୍ତ ଜଣଙ୍କର ଭାଇ ଅନେକ କଥା କହିଛନ୍ତି ।
ଏହି ଅଭିଯୁକ୍ତ ଜଣଙ୍କୁ ଥାନାରୁ ବାହାର କରି ଏହି କେସ ଥାନାରୁ ଉଠେଇବା ପାଇଁ ଅଭିଯୁକ୍ତ ଜଣକ ଭାଇ କହିଥିଲେ । କିନ୍ତୁ ଏହାପରେ ଏହି ଯୁବତୀ ଜଣକ ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଥାନାକୁ ଯାଇ ସେ ପୁଣି ଏହିସବୁ କଥା କହିଥିଲେ । ଏବେ ପୋଲିସ ଏହି ଦୁଇଭାଇଙ୍କୁ ଗିରଫ କରିଛି । ଏହି ୨୨ ତାରିଖ ଦିନ ଏହି ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଏବେ ଏହି ଦୁଇଭାଇ ଥାନାରେ ଅଛନ୍ତି । ଦେଖାଯାଉ ଏହି ଯୁବତୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି । ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

Advertisement