Oct 20, 2024, 23:45 IST

ଶହ ଶହ ଲୋକଙ୍କ ସାମ୍ନାରେ ଏମିତି ଦେଖେଇଲେ ଲୋକେ ଦେଖି ପୁରା ଛାନିଆ ହେଇଗଲେ...!

Ft

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳନ୍ତା ବସ୍ ରେ ଝୁଲିଝୁଲି ଯାଉଛି ଯୁବକ। ବସ୍ ର କବାଟ ଖୋଲ ମୁଁ ତଳେ ପଡ଼ିଯିବି ବୋଲି କହି ରଡ଼ି ମଧ୍ୟ ଛାଡୁଥିଲା। ଆଉ ସେହି ଚଳନ୍ତା ବସ୍ ରେ ଯୁବକ ଜଣକ ଚିତ୍କାର କରି କରି ଝୁଲିଥିଲା। ବସ୍ ର ହେଲ୍ପର, କଣ୍ଡକ୍ଟର ସମସ୍ତେ ଥିଲେ ପାଖାପାଖି ୩୦ ରୁ ୪୦ ଯାତ୍ରୀ ମଧ୍ୟ ବସ୍ ରେ ବସିଥିଲେ। କିନ୍ତୁ ତା ଭିତରେ ବସ୍ ର ବାହାର ପଟୁ ଝୁଲି ଝୁଲି ଯୁବକ ଜଣକ ଯାଇଥିଲା। ଏହି ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Vh
ଜଣେ ଯୁବକ କାନ୍ଧରେ ବ୍ୟାଗ୍ ପକାଇ ଭଦ୍ର ଲୋକଙ୍କ ଭଳି ମଧ୍ୟ ପୋଷାକ ପିନ୍ଧିଛନ୍ତି। ହେଲେ ଚଳନ୍ତା ବସ୍ ରୁ ଧରି ଓହଳି ପଡିଛନ୍ତି। କେତେବେଳେ ଝରକା କୁ ବାଡେଇ ବାଡେଇ ଥକି ଯାଉଛନ୍ତି ତ ଆଉ କେତେବେଳେ ଡୋର୍ ଖୋଲିବାକୁ ମଧ୍ୟ କହି ଡାକ ଛାଡ଼ୁ ଛନ୍ତି। ଏପଟେ ବସ୍ ଭିତରେ ଶହ ଶହ ଲୋକ ବସିଥିବା ବେଳେ ଯୁବକଙ୍କ ଏଭଳି କାରନାମା ଦେଖି ସେମାନେ ଖୁବ୍ ଡରି ଯାଇଛନ୍ତି। ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଗଳି ପଡ଼ିବ ବୋଳି ଚିତ୍କାର କରୁଛନ୍ତି।
Yy
ଯେତେ ଯାହା କଲେ ନା ରହୁଛି ବସ୍ ନା ଖୋଲିବାରେ ଲାଗିଛି ବସ୍ ର କବାଟ। ଏଭଳି ଯୁବକ ଜଣକ ଚଳନ୍ତା ବସ୍ ରେ ଓହଳି ରହିଥିବା ବେଳେ ବସ୍ ରେ ଥିବା କଣ୍ଡକ୍ଟର ବସ୍ କବାଟରେ ମୁହଁ ଲଗାଇ ବସି ଦେଖୁଛନ୍ତି। ଏହାପରେ ସେ ଯୁବକ ସହ ଯାହା କିଛି କରୁଛନ୍ତି ତାହା ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଛାନିଆ ହୋଇ ଯିବେ। ଆଉ କହିବେ କି ଏଭଳି କଣ୍ଡକ୍ଟର କୁ ମାଡ଼ ଦରକାର୍ ଯିଏକି ଏଭଳି ବ୍ଯବହାର କରୁଛନ୍ତି।
ଯୁବକ ଜଣକ କୌଣସି କାମରେ ବାହାରକୁ ଯିବା ପାଇଁ ବାହାରି ପଡ଼ିଥିବା ବେଳେ ଦେଖୁ ଦେଖୁ ସେ ବସ୍ ଷ୍ଟପ ରେ ପହଞ୍ଚି ଯାଇଥିଲେ। ଜଣେ ପରେ ଜଣେ କରି ସମସ୍ତ ଯାତ୍ରୀ ଠେଲା ପେଲା ହୋଇ ବସ୍ କୁ ଚଢ଼ି ଯାଇଥିଲେ ଆଉ ନିଜ ନିଜ ସିଟ ରେ ମଧ୍ୟ ବସି ଯାଇଥିଲେ। ସମସ୍ତେ ବସ୍ ଚାଲିବାକୁ ଅପେକ୍ଷା କରିଥିବା ବେଳେ ଏହି ଯୁବକ ଜଣକ ବସ୍ ରେ ଚଢ଼ି ଯାଇଥିଲେ ସିନା ହେଲେ ବସ୍ ଭିତରକୁ ପଶି ପାରି ନଥିଲେ ଯାହା ଦ୍ବାରା ସେ ଏଭଳି କିଛି କରି ଥିଲେ।

Advertisement