Feb 24, 2025, 15:30 IST

୭ କୋଟିର ଘଣ୍ଟା ପିନ୍ଧି ପାକିସ୍ତାନ ଆଗରେ ଛଇ ଦେଖେଇଲେ ହାର୍ଦ୍ଦିକ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କ୍ରିକେଟ ଖେଳକୁ ନେଇ ଆସିଥିବା ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ଭାରତ ଆଉ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ପ୍ରାୟ ସବୁ ଲୋକମାନେ ଅପେକ୍ଷା କରି ରହିଥାନ୍ତି । ଆଉ ଏହି ମ୍ୟାଚରେ ସମସ୍ତେ ଖୁସି ହୋଇଥାନ୍ତି । ଏବେ ଏହି ମ୍ୟାଚ୍ ଆସିଛି । ଏବେ ଜଣେ ଖେଳାଳିଙ୍କୁ ନେଇ ଆସିଛି କିଛି ଖବର । ଭାରତ ପାକିସ୍ତାନ ମ୍ୟାଚରେ ଭାରତୀୟ ଖେଳାଳୀଙ୍କୁ ନେଇ ଆସିଛି ଖବର ।
Gv
ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏହି ଖେଳରେ ଏଭଳି କାମ କରିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଖେଳ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ୭ କୋଟି ଟଙ୍କାର ଘଣ୍ଟା ପିନ୍ଧିଥିଲେ । ଆଉ ସେ ଏହି ଘଣ୍ଟା ପିନ୍ଧି ଫୁଟାଣୀ ମାରିଥିଲେ ବୋଲି ଖବର ଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏଭଳି କାମ ଦେଖି ପ୍ରତିଦ୍ବନ୍ଦୀ ଖେଳାଳି ଏଭଳି କିଛି ହୋଇ ଯାଇଥିଲେ ଯାହାକୁ ନେଇ ଏବେ ଆସିଛି ଖବର । ଭାରତ ଆଉ ପାକିସ୍ତାନ ମଧ୍ୟରେ ଦୁବାଇ ଠାରେ ଚମ୍ପିୟାନ ଟ୍ରଫି ଖେଳ ହେଉଥିଲା । 
Gg
ଆଉ ଏହି ମହା ମୁକାବିଲାରେ ଖେଳ ଦେଖିବାକୁ ସବୁ ଅପେକ୍ଷା କରିଥିଲେ । ଏହି ଖେଳ ଏବେ ରୋମାଞ୍ଚକ ହୋଇ ଆସୁଥିଲା । ଏହି ଖେଳରେ ଅଲ୍ ରାଉଣ୍ଡର ଖେଳାଳି ହାର୍ଦ୍ଧିକ ପାଣ୍ଡ୍ୟା ଏକ ଅଲଗା ଭାବରେ ଦେଖିବାକୁ ପାଇଥିଲେ । ତାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇ ଯାଇଥିଲେ । ଆଉ ସେ ପାକିସ୍ତାନ ଖେଳାଳୀଙ୍କୁ ଏଭଳି କିଛି ଦେଖାଇବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି । ଭାରତୀୟ ଟିମର ଅଲ୍ ରାଉଣ୍ଡର ଖେଳାଳି ବାର୍ଷିକ ପାଣ୍ଡ୍ୟା ହାତରେ ଦାମୀ ଘଣ୍ଟା ପିନ୍ଧିଥିଲେ । 
ଏହି ଘଣ୍ଟାର ଦମ୍ ହେଉଛି ୭ କୋଟି ଟଙ୍କା । ଏହି ଘଣ୍ଟା ସେ ପିନ୍ଧିଥିବାର ନଜର ଆସିଥିଲେ ଯେତେବେଳେ ସେ ପ୍ରଥମେ ପାକିସ୍ତାନ ଖେଳାଳି ଜଣଙ୍କୁ ୱିକେଟ ନେଇଥିଲେ । ଭାରତ ଖେଳାଳିଙ୍କ ଭିତରେ ବଲ୍ ପକାଇଥିଲେ ହାର୍ଦ୍ଦିକ । ଆଉ ହାର୍ଦ୍ଧିକ ଏହି ପାକିସ୍ତାନ ଖେଳାଳୀଙ୍କୁ ୱିକେଟ ନେବା ବେଳେ ଖୁସି ହେବା ସମୟରେ ତାଙ୍କ ହାତରେ ଏହି ଦାମୀ ଘଣ୍ଟା ଥିବାର ନଜର ଆସିଥିଲା ।ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଖେଳାଳି ଜଣଙ୍କୁ ନେଇ ସବୁଠି ଅନେକ କଥା ଆସିବା ସହ ତାଙ୍କ ପ୍ରଂଶସକମାନେ ଖୁସି ଅଛନ୍ତି ।

Advertisement