Nov 20, 2024, 11:21 IST

ଶେଷରେ ଭିଡିଓ କଲରେ ସବୁ ଧରା ପଡ଼ିଗଲା ପୋଲିସ୍ ବାବୁଙ୍କ ଖେଳ

Hy

ସାଇବର ଥାନାରେ ଏଭଳି କିଛି ଚାଲିଛି ଯାହାକୁ ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ପୋଲିସ ପୋଲିସ ଭିତରେ ଚାଲିଛି କି ଗୁମର କଥା ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଆପଣ ମାନେ ଏହା ଭାବୁଥିବେ କି ଦୁଇଜଣ ପୋଲିସ ଅଫିସର ଭିଡିଓ କଲ ରେ ହିଁ କଥା ହେଉଛନ୍ତି।
Gg
ହେଲେ ଏହା ପ୍ରକୃତ ସତ ନୁହେଁ। ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଏହି ଭିଡିଓ ର ସତ୍ୟତା କିଛି ଅଲଗା ଅଟେ। ଏହି ଦୁଇଜଣ ଅଧିକାରୀଙ୍କ ମଧ୍ୟରେ ଜଣେ ହେଉଛି ଚୋର ଆଉ ଜଣେ ପୋଲିସ ଅଟେ। ଦୁହେଁ ପୋଲିସ ପୋଷାକ ପିନ୍ଧିଥିବା ବେଳେ କେବଳ ଜଣେ ହିଁ ଏହା ମଧ୍ୟରୁ ଅସଲି ଅଟନ୍ତି। ଏହା ହେଉଛି ଏକ ସାଇବର୍ ଠକେଇ ର ମାମଲା ଅଟେ। ଅନଲାଇନ ରେ କିଛି କ୍ଷଣ ମଧ୍ୟରେ ଲୁଟ ହୋଇ ଯାଇଥାଏ ଆପଣଙ୍କ ଜମା ପୁଞ୍ଜି।
Bb
ଏହି ଭିଡିଓ ରୁ ଆପଣ ଦେଖି ପାରିଥିବେ କି ମୋବାଇଲ୍ ସ୍କ୍ରିନ ରେ ଜଣେ ପୋଲିସ୍ ଅଫିସର୍ ଅଛନ୍ତି। ସେ ପୋଲିସ ର ପୋଷାକ ସହ ପୂରା ଦମ୍ ରେ ମଧ୍ୟ ବସିଛନ୍ତି। ପୋଲିସ ଙ୍କ ସହ କଥା ହେବା ବେଳେ ଭିଡିଓ କଲ ରେ ଥିବା ପୋଲିସ ଙ୍କ ମୁହଁ ଫିକା ପଡ଼ି ଯାଇଛି। କାରଣ ତାଙ୍କର ସବୁ ସତ ଧରା ପଡି ଯାଇଛି। ସେ ହେଉଛନ୍ତି ଜଣେ ସାଇବର ଚୋର।ଏଭଳି ପୋଲିସ୍ ପୋଷାକ ପିନ୍ଧି ସେ ସମସ୍ତଙ୍କୁ ଠକି ନେଇ ଥାଆନ୍ତି।
ଏବେ ମଧ୍ୟ ସେଭଳି କିଛି ହୋଇଥିଲା। ଆଉ ଏବେ ସେ ସାଇବର ପୋଲିସ ଙ୍କ ହାବୁଡ଼ ରେ ପଡି ଯାଇଥିବା ବେଳେ ତାଙ୍କର ସବୁ ସତ ମଧ୍ୟ ଏବେ ଧରା ପଡି ଯାଇଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଆଉ ଏବେ ସେ ଠକ ବ୍ୟକ୍ତି ଜଣକୁ ପୋଲିସ ଗିରଫ ମଧ୍ୟ କରି ସାରିଛି। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ କି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisement